Browsing Category

ଓଡ଼ିଶା

କାଲି ବ୍ରଜରାଜନଗର ଉପନିର୍ବାଚନ, କିପରି ରହିଛି ବ୍ୟବସ୍ଥା?

ବ୍ରଜରାଜନଗର: ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ୟ୍ୟାୟରେ ପ୍ରସ୍ତୁତି ।…
Read More...

ରାଜ୍ୟକୁ ଡେରିରେ ଆସିବ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ବିଳମ୍ବ ହେବ । ମୌସୁମୀ କେରଳ ଛୁଇଁଥିଲେ ବି ଏହା ପ୍ରଭାବୀ ହୋଇ ଅଗ୍ରସର ହେଉନି। ଜୁନ୍‌ ୧୦ ପୂର୍ବରୁ ଓଡ଼ିଶାରେ ମୌସୁମୀ ବର୍ଷା ହେବନି । ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା…
Read More...

ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ!

ଭୁବନେଶ୍ୱର: ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା । ବିଶୃଙ୍ଖଳିତ ହେଉଛି ପରିବେଶ । ଚୋରି, ହତ୍ୟା, ଲୁଟ, ଗଣଦୁଷ୍କର୍ମର ମାତ୍ରା ବଢିବାରେ ଲାଗିଛି । ରାଜଧାନୀରେ ଏକ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ…
Read More...

ଏବେବି ରାତିରେ ଆଭ୍ୟନ୍ତରୀଣ ଓଡ଼ିଶା,କେତେକ ଜିଲ୍ଲାକୁ କୁ ଆସସ୍ତି

ଭୁବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ । ତାତିରୁ ମିଳୁନି ନିସ୍ତାର । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିବାବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ସହର । ୪୪…
Read More...

ମା ଆଗରେ ଝିଅର ଚାଲିଗଲା ଜୀବନ

ପଦ୍ମପୁର: ମୃତ୍ୟୁ ଅଚାନକ କେବେବି ଆସିପାରେ। ଆଜି ରାସ୍ତା ପାର ହେଉଥିବା ବେଳେ ମା’ ଆଗରେ ଝିଅର ଜୀବନ ଚାଲିଯାଇଛି। ପଦ୍ମପୁର ନେହେରୁଗଲି ଛକରେ ଏହି ଘଟଣା ଘଟିଛି। ମୃତକ ଜଣକ ଶ୍ରେୟାନଶୀ ଗଡ଼ଟିଆ(୧୩) ଓ ଆହତ ଜଣକ ତାଙ୍କ…
Read More...

ଆଜି ସାବିତ୍ରୀ, ସ୍ୱାମୀ ର ଦୀର୍ଘାୟୁ କାମନା କରୁଛନ୍ତି ବିବାହିତ ମହିଳା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ସହ ଦୀର୍ଘାୟୁ କାମନା କରି ବିବାହିତ ମହିଳାମାନେ ଏହି ବ୍ରତ ରଖିଥାନ୍ତି। ସକାଳୁ ସକାଳୁ ସଧବା ମହିଳାମାନେ ନୂଆ ଲୁଗା ପିନ୍ଧି ମନ୍ଦିରରେ ପୂଜାର୍ଚ୍ଚନା…
Read More...

ରୂପ ବଦଳାଇ ଲୁଟିନେଲେ ହିରା ମୁଦି

ପୁରୀ : ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟ ବିଭାଗର ପନ୍ଦର ଦିନିଆ କ୍ୟାମ୍ପରେ ଯୋଗ ଦେବାକୁ ଆସିଥିବା ଟ୍ରେନରଙ୍କର ସ୍କୁଟିର ଡିକି ଭାଙ୍ଗି ଜଣେ ଲୁଟେରା ଏକ ହୀରା ମୁଦି ସହ ଜରୁରୀ କାଗଜପତ୍ର ଲୁଟି…
Read More...

ବ୍ରଜରାନଗରେ କାଲି ବାଇ-ଇଲେକ୍ସନ ପାଇଁ ଭୋଟ ଗ୍ରହଣ

ବ୍ରଜରାଜନଗର: ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।…
Read More...

ରେଭେନ୍ସାରେ ବିନା ମାଟିରେ ହେଉଛି ଫୁଲ ଚାଷ

କଟକ ଅଫିସ : ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ ପାଇଁ ଜମିର ଅଭାବ ଦେଖାଦେଲାଣି। କମ୍‌ ଜାଗାରେ କିଭଳି ଅଧିକ…
Read More...

ବନ ବିଭାଗ ପକ୍ଷରୁ ଚଢାଉ, ୫ ଶୁଆ ଉଦ୍ଧାର

ଯାଜପୁର ଦଶରଥପୁର ବ୍ଲକ କାଠଗୋଲା ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢାଉ। ୫ ଶୁଆ  ଉଦ୍ଧାର କରାଯାଇଥିବାବେଳେ ଶୁଆ ଧରାଳି ଫେରାର ହୋଇଯାଇଥିଲେ। ସୂଚନା ମୁତାବକ କିଛି ବ୍ୟକ୍ତି ଦୀର୍ଘ ଦିନ…
Read More...