Browsing Category

ଓଡ଼ିଶା

ଜାତିଗତ ପ୍ରମାଣପତ୍ରକୁ ନେଇ ଆଦିବାସୀ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଅଣଆଦିବାସୀମାନେ ଚଞ୍ଚକତା କରି ଆଦିବାସୀ ଜାତି ପ୍ରମାଣପତ୍ର ହାସଲ କରିବାପାଇଁ ନବରଙ୍ଗପୁର ଜିଲାରେ ଜୋରସୋର ଭାବେ ତହସିଲ କାର୍ଯ୍ୟାଳୟରେ ଚାପ ପକାଉଥିବା ନେଇ ନବରଙ୍ଗପୁର ଜିଲା ଅଖିଳ ଭାରତ ଭତରା ବିକାଶ…
Read More...

କାଳ ବୈଶାଖ ର ତାଣ୍ଡବଲୀଳା, ବିଜୁଳି ତାର ଛିଡାଇବା ସହ ଘର ଭାଙ୍ଗିଲା

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ପ୍ରବଳ ପବନ ବର୍ଷା ଯୋଗୁଁ ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତ ର ବଳଦା ଗୁଡ଼ାସାହି ଠାରେ ଶୁଖିଲା ଶାଳ ଗଛ ପଡି ୧୧ କେଭି ବିଦ୍ୟୁତ ତାର ଛିଡି ତଳେ ପଡିଯାଇଛି ଏବଂ ସେହି ଗ୍ରାମର…
Read More...

ଅଗ୍ନି ବିପନ୍ନଙ୍କ ପାଖରେ ପହଁଚିଲେ ପ୍ରଶାସନିକ ଅଧିକାରୀ

ରାଜକନିକା(ପ୍ରଣୟ ନାୟକ) : ଗତ 31 ତାରିଖ ବିଳମ୍ବିତ ରାତିରେ ରାଜକନିକା ବ୍ଲକ କୋରନ୍ଦ ପଂଚାୟତ, ନଦିମାର ଗ୍ରାମରେ ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ନିଆଁରେ ଛଅ ବଖରା ଘର , ଦୁଇଟି ଗୋରୁ ପୋଡି ପାଉଁଶ ହୋଇଯାଇଥିଲା | ଖବର…
Read More...

ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ରଣପୁର(ଚିରଞ୍ଜିବି ଦାଶ) : ପୋଖରୀରେ ବୁଡି ଆଠ ବର୍ଷର ନାବାଳକ ମୃତ l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ପିମ୍ପଲ ଗ୍ରାମରେ l ମୃତ ନାବାଳକ ହେଲେ ପିମ୍ପଲ ଗାଁର ପୁଷ୍କର…
Read More...

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଏ ନେଇ ଆଜି ସୁପ୍ରିମକୋର୍ଟର ଏକ ଗ୍ରୀଷ୍ମ ଅବକାଶ ବେଞ୍ଚରେ…
Read More...

ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ଖାତାଦେଖା । ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା । ପ୍ରଥମ ପର୍ଯ୍ୟାୟ ଜୁନ୍‌ ୨ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜୁନ୍‌ ୧୩ ତାରିଖରୁୁ…
Read More...

ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଦକ୍ଷିଣ ବାଂଲାଦେଶ, ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ…
Read More...

ଏଣିକି କେନାଲ, ପୋଖରୀ, ଡ୍ୟାମ୍, ବନ୍ଧର ହେବ ଜିଓ ଟ୍ୟାଗିଂ

ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ କେନାଲ, ପୋଖରୀ, ଡ୍ୟାମ୍, କେଉଁ ପ୍ରକାରର କେନାଲ , ବନ୍ଧ, ରାସ୍ତା, ବ୍ରିଜ୍, କଲଭର୍ଟ ଆଦିର ଜିଓ ଟ୍ୟାଗିଂ ହେବ । ଜୁନ୍ ୧ରୁ ଏନେଇ ଜିଓ ଟ୍ୟାଗିଂ ପ୍ରକ୍ରିୟା ଆରମ୍ଭ ହେବ । ଏହାପରେ…
Read More...

ବାରବାଟୀରେ ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ : ବାରବାଟୀ ଟି-୨୦ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ମ୍ୟାଚ୍ ବନ୍ଦ ପାଇଁ ଜନ ସ୍ୱାର୍ଥ ମାମଲା ଦାୟର ହୋଇଛି । ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ରାଜ୍ୟ…
Read More...

ଚିକିତ୍ସାଧୀନ ଅବସ୍ଥାରେ ଭାଲୁ ମୃତ

ଭୁବନେଶ୍ବର : ନନ୍ଦନକାନନରେ ଭାଲୁ ମୃତ। ଚିକିତ୍ସାଧୀନ ଅବସ୍ଥାରେ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ଚାଲିଥିଲା। ତାର ବୟସ ପ୍ରାୟ ୫ ବର୍ଷ ହେବ। ମେ ୪ ତାରିଖରେ…
Read More...