Browsing Category
ଦେଶ – ବିଦେଶ
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
ଚଣ୍ଡିଗଡ : ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଆତଙ୍କବାଦୀ ପନ୍ନୁ ଏକ ନୂତନ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ…
Read More...
Read More...
ପୁଟିନଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗର ଅଗ୍ରଗତି ନେଇ ସମୀକ୍ଷା…
Read More...
Read More...
ଆଜିଠୁ ଉତ୍ସବ ମୁଖର ହେବ ଅଯୋଧ୍ୟା , ୧୮ ରେ ମୂର୍ତ୍ତି ସ୍ଥାପନା
ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ଅଯୋଧ୍ୟା। ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ରାମ ଲୀଳାରେ ଉବୁଟୁବୁ ହେଉଛନ୍ତି ସମଗ୍ର ଦେଶବାସୀ। ପାଖେଇ ଆସିଲାଣି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆସନ୍ତା ୨୨ରେ ଏହି ଭବ୍ୟ…
Read More...
Read More...
ଶେଷରେ ରାଜି ହେଲେ ମୁଖ୍ୟମନ୍ତ୍ରୀ, ରେକର୍ଡ ହେବ ବିବୃତ୍ତି
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗୋଟିଏ ପରେ ଗୋଟିଏ ଡେଡଲାଇନ୍ ଦେଇ ଚାଲିଥିବା ବେଳେ ଶେଷରେ ନିଜ ବୟାନ ରେକର୍ଡ କରିବା ପାଇଁ ରାଜି ହୋଇ ଯାଇଛନ୍ତି ଏହି ପୁରୁଖା ନେତା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…
Read More...
Read More...
ପରଲୋକରେ ଶାହାଙ୍କ ବଡ ଭଉଣୀ
କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ୱରୀବେନ୍ ଶାହଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ରାଜେଶ୍ୱରୀବେନ୍ ଅନେକ…
Read More...
Read More...
ଅଯୋଧ୍ୟାରେ ଜମି କିନିଲେ ଅମିତାଭ ବଚ୍ଚନ
ମୁମ୍ବାଇ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ ବଡ ସେଲିବ୍ରିଟିମାନେ ଅଂଶଗ୍ରହଣ…
Read More...
Read More...
ପାଇଲଟଙ୍କୁ ଚାପୁଡ଼ା ମାରିଲେ ଯାତ୍ରୀ
୩.୩ ଡିଗ୍ରୀ ତାପମାତ୍ରା ସହ ରେକର୍ଡ ଭାଙ୍ଗିଛି ଦିଲ୍ଲୀର ଶୀତ। ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ଦିଲ୍ଲୀ ବାୟୁ ମଣ୍ଡଳ। ପାଣିପାଗକୁ ଦୃଷ୍ଟିରେ ରଖି ଶତାଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିରେ…
Read More...
Read More...
ପରଲୋକରେ ଉର୍ଦ୍ଦୁ କବି ମୁନବ୍ବର ରାଣା
ସୁପ୍ରସିଦ୍ଧ ଊର୍ଦ୍ଦୁ କବି ମୁନବ୍ବର ରାଣାଙ୍କ ସ୍ୱର ନୀରବି ଯାଇଛି। ୭୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସେ ଗତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ…
Read More...
Read More...
ପାକିସ୍ତାନରେ ବିସ୍ଫୋରଣ ୫ ଯବାନ ମୃତ
ପାକିସ୍ତାନର ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ନିହତ ହୋଇଛନ୍ତି। ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ।…
Read More...
Read More...