Browsing Category

ଦେଶ – ବିଦେଶ

ନୀତିନ ଗଡକରୀଙ୍କ ଦମ୍ଭୋକ୍ତି, ବ୍ୟାନର ଆବଶ୍ୟକ ନାହିଁ ନିର୍ବାଚନ ପ୍ରଚାର ପାଇଁ

ନୂଆଦିଲ୍ଲୀ,  ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ଲିଡରସିପ କନକ୍ଲେଭ ‘ରାଇଜିଂ ଭାରତ ୨୦୨୪’ ର ପ୍ଲାଟଫର୍ମରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ ସେ କେବେବି ଭାଜପା ଛାଡିବେ ନାହିଁ। ନିତିନ ଗଡକରୀ ତାଙ୍କ…
Read More...

କେନ୍ଦ୍ର ସରକାରଙ୍କୁ CAA କୁ ନେଇ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ, ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ ଉତ୍ତର ଦାଖଲ କରିବାକୁ ସମୟ…
Read More...

ଆଜି ଆସିପାରେ ବିଜେପିର ତୃତୀୟ ପ୍ରାର୍ଥୀ ତାଲିକା

ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ । ଆଜିର ବୈଠକରେ ଓଡ଼ିଶା, ଉତରପ୍ରଦେଶ,…
Read More...

ପୁଣି ରାଷ୍ଟ୍ରପତି ହେବେ ପୁଟିନ

ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ ପୁଟିନଙ୍କୁ ପ୍ରାୟ ୮୮ ପ୍ରତିଶତ ଭୋଟ ମିଳିଛି। ଗତ ୨୫ ବର୍ଷ…
Read More...

ପୁଣି ମୁହାଁମୁହିଁ ହେଲେ ରାଜ୍ୟ ସରକାର ଓ ରାଜ୍ୟପାଳ

ଚେନ୍ନାଇ,: ତାମିଲନାଡୁରେ ରାଜ୍ୟ ସରକାର ଏବଂ ରାଜ୍ୟପାଳ ପୁଣି ମୁହାଁମୁହିଁ ହୋଇଛନ୍ତି। ସିଏମ ଷ୍ଟାଲିନଙ୍କ ସୁପାରିଶ ସତ୍ତ୍ୱେ ବିଧାୟକ ଭାବେ ପୁନଃସ୍ଥାପିତ ହୋଇଥିବା କେ. ପୋନମୁଡିଙ୍କୁ ରାଜ୍ୟପାଳ ଆର.ଏନ ରବି ଶପଥ…
Read More...

ବିଶ୍ୱକୁ ପୁଟିନଙ୍କ ଧମକ

ପୁଣି ଥରେ ବାଜି ମାରିଛନ୍ତି ଭ୍ଲାଦିମିର ପୁଟିନ୍‌। ସେ ପଞ୍ଚମ ଥର ପାଇଁ ରୁଷର ରାଷ୍ଟ୍ରପତି ହୋଇଛନ୍ତି। ପ୍ରେସିଡେନ୍‌ସିଆଲ୍‌ ନିର୍ବାଚନରେ ବିଜୟ ପରେ ପାଶ୍ଚାତ୍ୟ ଦେଶଗୁଡିକୁ ନାଲି ଆଖି ଦେଖାଇଛନ୍ତି ପୁଟିନି। ତୃତୀୟ…
Read More...

ପୁଣି ଏସବିଆଇକୁ ତାଗିଦ୍ କଲେ ସୁପ୍ରିମକୋର୍ଟ

ସିଲେକ୍ଟିଭ୍‌ ନୁହେଁ ସମସ୍ତ ତଥ୍ୟ। ନିର୍ବାଚନୀ ବଣ୍ଡକୁ ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ଏଭଳି କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି, ଇଲେକଟୋରାଲ ବଣ୍ଡର ସବୁ ତଥ୍ୟ ଦିଅ। ବଣ୍ଡର ସିରିଏଲ୍…
Read More...

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ

ଇସ୍ତଫା ଦେଲେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍। ଆଜି ରାଷ୍ଟ୍ରପତି ଭବନକୁ ବିଧିବଦ୍ଧ ଭାବେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଓ ପୁଡୁଚେରୀର LG ଭାବେ ତାଙ୍କ ପାଖରେ…
Read More...

ବିଜେପିରୁ ଇସ୍ତଫା ଦେଲେ ସାଂସଦ ଅଜୟ ପ୍ରତାପ ସିଂ

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା ଲାଗିଛି । ରାଜ୍ୟସଭା ସାଂସଦ ଅଜୟ ପ୍ରତାପ ସିଂ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଜୟ ପ୍ରତାପ ରାଜ୍ୟସଭା ସାଂସଦ ଥିଲେ, ହେଲେ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି

ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି। ଇଡିର ସମନକୁ ଏଡାଇବା ମାମଲାରେ ଆଜି ତାଙ୍କୁ ଜାମିନ ମିଳିଛି। ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। ୧୫ ହଜାର…
Read More...