Browsing Category

ଦୁର୍ଘଟଣା

ସାଇକେଲ ଅରୋହୀଙ୍କୁ ଧକ୍କା ଦେଲା ଟ୍ରକ

ରାୟଗଡ଼ା : ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର। ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ପିଡବ୍ଲୁଡି ଛକ ନିକଟରେ ଗତକାଲି ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଲଡୁ ସାହୁ ଗୋଦାମକୁ ଯିବା ସମୟରେ ଏକ ସାଇକେଲ ଆରୋହୀଙ୍କୁ…
Read More...

ରଥ ଟାଣୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ମୃତ , 7 ଗୁରୁତର

ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଗ୍ରାମରେ ରଥ ଟାଣୁ ଥିବା ବେଳେ 11 କେଭି ବିଦ୍ଯୁତ ତାର ସଂଷ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଗୁରୁତର ହୋଇଛନ୍ତି…
Read More...

ବିଦୂତ ସଂସ୍ପର୍ଶରେ ଆସି ଶିଶୁ ମୃତ, ଯାଆଁଳା ଭାଇ ଗୁରୁତର

ଦେବଗଡ଼଼(ଅରୂପାନନ୍ଦ ନାୟକ) : ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜଣେ ଶିଶୁ ଗୁରୁତର ଅବସ୍ଥାରେ…
Read More...

ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍

ଖୋର୍ଦ୍ଧା : ସକାଳୁ ସକାଳୁ ଖୋର୍ଦ୍ଧାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍। ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର…
Read More...

ଫୋଟ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣ ମୃତ୍ୟୁ

ଭୁବନେଶ୍ବର: ଆଜି ସକାଳେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଥିବାର ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କର୧୦ ବର୍ଷର ଏକମାତ୍ର ଝିଅ ଓ ପତ୍ନୀ…
Read More...

ଜୀବନ୍ତ ଜଳିଗଲେ ୮ ଯାତ୍ରୀ

ଆନ୍ଧ୍ର ପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଉପରେ ହାଇ ଭୋଲ୍‌ଟେଜ…
Read More...

ମୁମ୍ବାଇ ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଭୂତତ୍ତ୍ୱବିତ୍‌ ମୃତ

ମାଲକାନଗିରି : ମୁମ୍ବାଇ ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଭୂତତ୍ତ୍ୱବିତ୍‌ ମୃତ । ଆରବସାଗର ଉପରେ ପବନହଂସ ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୩ଜଣ ଭୂତତ୍ତ୍ୱବିତ୍‌ ଏବଂ ଜଣେ ଠିକା…
Read More...

ଟ୍ରକ୍ ପଛପଟୁ ଧକ୍କା ଦେଲା କାର୍

ନୟାଗଡ଼ : ନୟାଗଡ଼, ସୋନପୁର ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଟ୍ରକ ପଛପଟୁ ଧକ୍କା ଦେଲା ଏକ ସ୍ୱିଫ୍ଟ ଡିଜାର କାର୍ । ଯାହାଫଳରେ ଗୋଟିଏ ପରିବାରର ୮ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ,…
Read More...

ନାଳକୁ ଖସିଲା ମାଲ୍‌ଗାଡ଼ି; ୯ ଶ୍ରମିକ ମୃତ

କର୍ଣ୍ଣାଟକର ବେଲଗାଭି ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ମାଲ୍‌ଗାଡ଼ି ନାଳ ଭିତରକୁ ଖସି ପଡ଼ିବାରୁ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୮ ଜଣ ଆହତ…
Read More...

ତାଳଚେର ଲିଙ୍ଗରାଜ କୋଇଲା ଖଣି ର ଜଣେ ସୁରକ୍ଷା କର୍ମୀଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ

ତାଳଚେର(ସୁନୀଲ ପାଣି) : ତାଳଚେର ଲିଙ୍ଗରାଜ କୋଇଲା ଖଣି ର ଜଣେ ସୁରକ୍ଷା କର୍ମୀଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ । ସୂଚନା ଅନୁଯାୟୀ ମୃତ ସୁରକ୍ଷା କର୍ମୀ ଜଣଙ୍କ ଲିଙ୍ଗରାଜ କୋଇଲା ଖଣିରେ ଠିକା ସୁରକ୍ଷା ସଂସ୍ଥା…
Read More...