ଟ୍ରେନ୍ ଧକ୍କାରେ ୪ କାଉଡିଆ ମୃତ

ଶ୍ରାବଣମାସର ସୋମବାରରେ ସବୁ ଶିବ ମନ୍ଦିରରେ ଦେଖିବାକୁ ମିଳୁଛି କାଉଡିଆମାନଙ୍କର ଅସଂଖ୍ୟ ଭିଡ । ପରନ୍ତୁ ଆଜି ରାଉରକେଲାର ପାନପୋଷ ରେଳ ଷ୍ଟେସନରୁ ଦୂରରେ ଥିବା ବ୍ରାହ୍ମଣୀ ବ୍ରିଜରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା…
Read More...

କଳାହାଣ୍ଡିରେ ମାଡିଚାଲିଛି ଡେଙ୍ଗୁ: ୪୫ରୁ ଉର୍ଦ୍ଧ ରୋଗୀ ଚିହ୍ନଟ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗ୍ରାମରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କର ସଂଖ୍ୟା ବଢିବାରେ ଲାଗିଛି । ରକ୍ତ ପରୀକ୍ଷାର ରିପୋର୍ଟ ଆସିବା ପରେ ଜଣା ପଡିଲା କି ୪୫ରୁ ଉର୍ଦ୍ଧ ଲୋକ ଡେଙ୍ଗୁରେ ଆକ୍ରାନ୍ତ…
Read More...

ଅନ୍ଧବିଶ୍ୱାସର ଶିକାର ହୋଇ ୨୨ରୁ ଉର୍ଦ୍ଧ ଶିଶୁଙ୍କୁ ଚେଙ୍ଗ

ଆଧୁନିକତା ଯେତେ ଉପରକୁ ଗଲେ ମଧ୍ୟ ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଯାଉନାହିଁ । ସେହିପରିି ଏକ ଅନ୍ଧବିଶ୍ୱାସର ଝଲକ୍ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପାଡ଼ାହାଣ୍ଡି ଗ୍ରାମରେ, ଯାହାର ଶିକାର ହୋଇଛନ୍ତି ଛୋଟ ଛୋଟ…
Read More...

ଆଜି ମହାପ୍ରଭୁଙ୍କ ଚିତାଲାଗି: ଜାଣନ୍ତୁ କଣ ହୁଏ ରୀତିନୀତି

ଆଜି ଶ୍ରାବଣ ଅମାବାସ୍ୟା ତିଥିରେ ପରମ୍ପରା ଅନୁଯାୟୀ ରୀତିନୀତି ମାଧ୍ୟମରେ ମହାପ୍ରଭୁଙ୍କ ଚିତାଲାଗି ପର୍ବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଦଇତାପତି ସେଵାୟତ ଓ ପତିମହାପାତ୍ର ସେବକ…
Read More...

ନିର୍ମାଣ କାର୍ଯ୍ୟରେ ଦୁର୍ନୀତି: ଭୁଶୁଡିଲା ଫ୍ଲାଏଓଭର

ଆଜି ସକାଳ ସମୟରେ ଉତ୍ତରପ୍ରଦେଶର ଏକ ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବାବେଳେ ଏବେବି କେତେଜଣ ଫ୍ଲାଏଓଭର ତଳେ ଫସି ହୋଇ ରହିଛନ୍ତି । ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ…
Read More...

ନିଜ ପ୍ରେମିକା ଆଗରେ ସ୍ମାର୍ଟ ଦେଖାଯିବ ପାଇଁ ଚାହାନ୍ତି କି ? ଆପଣାନ୍ତୁ ଏହି ଉପାୟ

ସବୁ ପୁଅମାନେ ନିଜ ପ୍ରେମିକା ଆଗରେ ସ୍ମାର୍ଟ ଓ ଆକର୍ଷଣୀୟ ଦେଖାଯିବ ପାଇଁ ଚାହାନ୍ତି । ସେଥିପାଇଁ କିଏ କେଶ କଲର କରେ ତା ଆଉ କିଏ ଅନ୍ୟ କିଛି ଉପାୟ ଆପଣେଇ ଥାନ୍ତି । ଆଉ କଲେଜ ପଢୁଆ ପୁଅ କଥା ତା କହିଲେ ନସରେ ।…
Read More...

ସାଙ୍ଗ ହୋଇ ଚାଲିଗଲେ ୨ ଛାତ୍ରୀ: ଆତ୍ମହତ୍ୟା ସନ୍ଦେହ

ବାଲେଶ୍ୱର ଜିଲ୍ଲା ସୋର ଥାନା ନିକଟସ୍ଥ ଟେଣ୍ଟେଇ ଗ୍ରାମରେ ଗତକାଲି ୨ ଜଣ ଛାତ୍ରୀଙ୍କର ଆକସ୍ମିକ ଭାବେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ସେଦୁହେଁ ବିଷ ପିଇ ଆତ୍ମହତ୍ୟା କରିଥିବାର…
Read More...

କାର୍ ଓ ବାଇକ ଧକ୍କାରେ ୨ ଶିକ୍ଷକ ଶିକ୍ଷୟିତ୍ରୀ ମୃତ

ଆଜି ସକାଳେ ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ଏକ ବାଇକକୁ ଧକ୍କା ଦେଇଛି କାର୍, ଫଳରେ ୨ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଶିକ୍ଷକଙ୍କ ନାମ ଅଜିମ୍ ଖାନ୍ ଥିବାବେଳେ ଶିକ୍ଷୟିତ୍ରୀଙ୍କ…
Read More...

ଆଇଏଏସ କଳଙ୍କ: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଓ ୭୫ ହଜାର ଟଙ୍କା ଜରିମାନା ଦେବାକୁ ଦଣ୍ଡାଦେଶ କରିଛନ୍ତି । ୧୯୮୯ ବ୍ୟାଚର ଏହି ବିବାଦୀୟ ଦୁର୍ନୀତିଗ୍ରସ୍ତ…
Read More...

ପର୍ସରେ ରଖୁଛନ୍ତି କି ଏହି ଜିନିଷ ? ତେବେ ସାବଧାନ

ଧନ ସମ୍ପତ୍ତି କେବେ କାହା ପାଖରେ ସ୍ଥାୟୀ ହୋଇ ରୁହେନାହିଁ । ଶାସ୍ତ୍ର ଅନୁସାରେ କେତୋଟି ଉପାୟ ରହିଛି ଯାହା ମାଧ୍ୟମରେ ଆମେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଭ କରି ଧନ ଅର୍ଜନ କରିପାରୁ । ପରନ୍ତୁ ଯଦି ଆପଣ ଏହାର ପାଳନ…
Read More...