ରାଜ୍ୟରେ ଖୋଲିବ ମଦ ବାର : କଟକଣା ଭିତରେ ପିଇବାକୁ ମିଳିଲା ଅନୁମତି

ଭୁବନେଶ୍ୱର,୭ ।୧ : କରୋନା କଟକଣା ଯୋଗୁଁ ବାରମାନଙ୍କରେ ବସି ମଦ ପିଇବା ମନା ଥିଲା ବେଳେ ଆଜି ମଦୁଆଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ରାଜ୍ୟରେ ଖୋଲିବାକୁ ଯାଉଛି ମଦ ବାର । ଦୀର୍ଘ ୯ ମାସ ପରେ ବାର ଖୋଲିବାକୁ ଯାଉଛି…
Read More...

କାଲି ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍

ଭୁବନେଶ୍ୱର,୭ ।୧: କାଲି ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟରେ ଡ୍ରାଏରନ୍ ଆରମ୍ଭ ହେବ । କରୋନା ଟିକାର ଡ୍ରାଏ ରନ୍ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ…
Read More...

ସାଇବର ଠକେଇ ରୋକିବାକୁ ହେଲ୍ପ ଡେସ୍କ

ଭୁବନେଶ୍ୱର,୭ ।୧: ସାଇବର ଠକେଇ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ହେଲ୍ପ ଡେସ୍କ ଜାରି ହୋଇଛି । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡରେ ଆରମ୍ଭ ହୋଇଛି ହେଲ୍ପ ଡେସ୍କ୍ । ପ୍ରାରମ୍ଭିକ ଭାବେ ଜଣେ ସବ୍ ଇନ୍ସପେକ୍ଟର ଓ…
Read More...

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଗଠନ ହୋଇଛି ଉଚ୍ଚକ୍ଷମତା ସମ୍ପନ୍ନ କମିଟି

ଭୁବନେଶ୍ୱର,୭ ।୧: ସରକାରୀ ସ୍କୁଲ ପିଲାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଛି ଉଚ୍ଚକ୍ଷମତା ସମ୍ପନ୍ନ କମିଟି । ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ୍ ଏ.କେ ମିଶ୍ର ଏହି କମିଟିର ମୁଖ୍ୟ…
Read More...

ହୋଟେଲକୁ ନେଇ ଆକ୍ଟର ସୋନୁ ସୁଦଙ୍କ ନାମରେ ମାମଲା ରୁଜୁ କଲା ବିଏମସି

ମୁମ୍ବାଇ,୭ ।୧: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ଉପୁଜିଛି । ସୋନୁଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ନିକଟରେ ଅଭିଯୋଗ କରିଛି । ଅଭିଯୋଗ…
Read More...

ଖୋର୍ଦ୍ଧାରେ କୁକୁଡା ମଡକ, ବାର୍ଡ ଫ୍ଲୁ ନୁହେଁ ତ!

ଖୋର୍ଦ୍ଧା,୭ ।୧: କରୋନା ପରେ ଏବେ ଦେଶରେ ବାର୍ଡ ଫ୍ଲୁ’କୁ ନେଇ ଚିନ୍ତା ଘାରିଛି । ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁର ଏକ ଫାର୍ମରେ କୁକୁଡା ମଡକ ଦେଖିବାକୁ ମିଳିଛି । ଗୋଟିଏ ଫାର୍ମରେ…
Read More...

ଆମେରିକା ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା: ୪ ଜଣଙ୍କର ମୃତ୍ୟୁ, ମୋଦି କଲେ ନିନ୍ଦା

ୱାଶିଂଟନ୍ ,୭ ।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି । ଏଥର ୱାଶିଂଟନ୍ ସ୍ଥିତ କ୍ୟାପିଟଲ ହିଲରେ ଟ୍ରମ୍ପଙ୍କ ସମର୍ଥକମାନେ ଜବରଦସ୍ତ ହଙ୍ଗାମା କରିଛନ୍ତି…
Read More...

ଲାଞ୍ଚ ନେଲାବେଳେ ଭିଜିଲାନ୍ସଦ୍ୱାରା ଗିରଫ ହେଲେ ଏନଆରଏଚଏମ ଡିପିଏମ ସୁଦୀପ କେଶ

ମାଲକାନଗିରି (ଅପୂର୍ବ ଥଣ୍ଡର) ୦୭/୦୧: ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଏନ ଆର ଏଚ ଏମ ଡିପିଏମ ସୁଦୀପ କେଶ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁଦୀପ।…
Read More...

ନୋ ଟେନସନ୍ ! ମୁଖ୍ୟ ଶାସନ ସଚିବ କହିଲେ – ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ

ଭୁବନେଶ୍ୱର,୬ ।୧: ଦେଶରେ ବାର୍ଡ ଫ୍ଲୁ’କୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଓଡିଶାରେ ଏହି ଭୂତାଣୁ ନଥିବା ଜଣାପଡିଛି । ରାଜ୍ୟରେ ପରୀକ୍ଷା ହୋଇଥିବା ୧୧ ହଜାର ନମୁନା ନେଗେଟିଭ୍ ଆସିଛି । ବାର୍ଡ ଫ୍ଲୁ'ର ମୁକାବିଲା ଓ…
Read More...

ଗ୍ୟାସ୍ ଲିକ୍ ମାମଲା: ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ

ରାଉରକେଲା,୬ ।୧: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଚାଲିଯାଇଛି ୪ ଜୀବନ । ଏହି ମାମଲାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୨ ଜଣ ଡିଜିଏମଙ୍କୁ ନିଲମ୍ବନ କରାଯାଇଛି । ୨ ଜଣ ଡିଜିଏମଙ୍କୁ…
Read More...