ସିଡନୀ ପାଇଁ ଭାରତୀୟ ଦଳ ଘୋଷିତ, ୧୧ ଜଣିଆ ଦଳରେ ରୋହିତ ଓ ସାଇନି

ନୂଆଦିଲ୍ଲୀ, ୬ ।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଭାସ୍କର ଟ୍ରଫିର ୩ୟ ଟେଷ୍ଟ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆସନ୍ତା ୭…
Read More...

ଲିଙ୍ଗରାଜ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି

ଭୁବନେଶ୍ୱର, ୬ା ୧ : ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମିଳିଲା ଅନୁମତି । ଶ୍ରଦ୍ଧାଳୁଙ୍କ ବୟସ କଟକଣାକୁ ଆଜି ଉଠାଇଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ସବୁ ବୟସର ଲୋକ ଲିଙ୍ଗରାଜଙ୍କୁ…
Read More...

ଚିଲିକାରେ ନୂଆ ରେକର୍ଡ, ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀଙ୍କ ସମାଗମ

ଖୋର୍ଦ୍ଧା, ରାକେଶ କୁମାର ଜଗଦେବ : ଚିଲିକାର ନୂଆ ରେକର୍ଡ । ଚଳିତବର୍ଷ ଚିଲିକା ଆସିଛନ୍ତି ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ । ବନ ବିଭାଗ ପକ୍ଷରୁ ହୋଇଥିବା ପକ୍ଷୀଗଣନାରେ ସାମ୍ନାକୁ ଆସିଛି ଏହି ଉତ୍ସାହଜନକ ଖବର ।…
Read More...

ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା : ଏହି ଦିନ ଅନଲାଇନରେ ହେବ ଫର୍ମ ପୂରଣ

ଭୁବନେଶ୍ୱର,୬ ।୧ : ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି । ସ୍କୁଲ ଖୋଲିବାର ୨ ଦିନ ପରେ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ଫିଲପ୍ ବା ଫର୍ମ ପୂରଣ କରାଯିବ । ଏନେଇ ଆଜି…
Read More...

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ୍, ଚାଲିଗଲା ୪ ଜୀବନ

ରାଉରକେଲା,୬ ।୧ : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ ହେବା ଘଟଣାରେ ୪ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଆଇଜିଏଚରେ ୪ କର୍ମଚାରୀ ଭର୍ତ୍ତି ହୋଇଥିଲେ ।…
Read More...

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ,୫ ।୧: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଛି । ଜାନୁଆରୀ ୨୬ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁଥିବା ଗଣତନ୍ତ୍ର ଦିବସ ସମାରୋହରେ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବେ…
Read More...

ପରୀ ମାମଲା: ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ

ଭୁବନେଶ୍ୱର, ୫ ।୧: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ…
Read More...

ମାଲକାନଗିରି ବନାଞ୍ଚଳ ଦ୍ବାରା ପକ୍ଷୀ ଗଣନା : ଏ ବର୍ଷ ଦୁଇ ପ୍ରଜାତି ବିଦେଶାଗତ ପକ୍ଷୀ ଆଗମନ

ମାଲକାନଗିରି, ଅପୁର୍ବ ଥଣ୍ଡର : ମାଲକାନଗିରି ସଦର ମହକୁମା ଠାରୁ 4 କି.ମି ଦୂରରେ ସତୀଗୁଡା ଜଳ ଭଣ୍ଡାର l ସୁନୀଳ ବିସ୍ତିର୍ଣ୍ଣ ଢେଉ ଢେଉକା ଜଳ ରାଶିରେ ଜାତି ଜାତିକ ଜଳଚର ବିହଙ୍ଗଙ୍କ କାକଳୀ ଦର୍ଶକମାନଙ୍କୁ ବିମୋହିତ…
Read More...

ରାସ୍ତା କଡ଼ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ମାଲକାନଗିରି, ଅପୂର୍ବ ଥଣ୍ଡର ୫ ।୧ : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଛକ ନିକଟ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଗାଈ ଚରାଉଥିବା ବେଳେ ଏକ ମହିଳା ଏହି ଶିଶୁଟିକୁ ଉଦ୍ଧାର…
Read More...

୭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୫ ।୧: ଦୁର୍ନୀତି ବିରୋଦ୍ଧରେ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଜେଲ ଡିଆଇଜିଙ୍କ ସମେତ ୭ ଜଣଙ୍କୁ ବିଦା କରିଛନ୍ତି ସରକାର । ଦୁର୍ନୀତି ଓ ଅପରାଗତ ଯୋଗୁଁ ୭ ଅଫିସର ବିଦା ହୋଇଛନ୍ତି । ୭…
Read More...