ଆଉ କମିବନି ପିଲାଙ୍କ ସିଲାବସ୍ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୫ ।୧ : ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ ଖୋଲିବା ନେଇ ଘୋଷଣା ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ପିଲାଙ୍କ ପାଠପଢାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି…
Read More...

ବିଜେଡି ଯୁବ-ଛାତ୍ର ନେତାମାନଙ୍କ ଦ୍ଵାରା ୭୦ବର୍ଷୀୟ ବୃଦ୍ଧ ଉଦ୍ଧାର

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଭବାନୀପାଟଣା ସହରର ନକଟିଗୁଡା ଛକ ରାଜପଥ କଡରେ ଦିର୍ଘ ୭ ମାସ ଧରି ଏକା ରହୁଥିବା ୭୦ବର୍ଷୀୟ ଲକ୍ଷ୍ମଣ ନାଏକଙ୍କୁ ଆଜି ବିଜେଡି ଯୁବ-ଛାତ୍ର ନେତାମାନେ ଉଦ୍ଧାର କରିବା ସହ ତାଙ୍କୁ…
Read More...

ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ତାଳଚେରରୁ ଉଦ୍ଧାର

ତାଳଚେର, ୫ା୧ : ତାଳଚେରରୁ ଉଦ୍ଧାର ହୋଇଛନ୍ତି ପାକିସ୍ତାନ ଫେରନ୍ତା ବିରଜୁ କୁଲୁ । ଜାନୁଆରୀ ୨ରୁ ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁଙ୍କୁ ତାଳଚେରରୁ ଠାବ କରାଯାଇଛି ବୋଲି ସୁନ୍ଦରଗଡ଼ SP ସୂଚନା ଦେଇଛନ୍ତି…
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି

ଭଦ୍ରକ, ୫ ।୧ : କାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ଏସପି ଚରଣ ସିଂ ମୀନା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଆଜି ତାଙ୍କ କାରକୁ ଧକ୍କା ଦେଇଥିଲା ଟ୍ରକ୍ ।…
Read More...

ପରୀ ମାମଲା : ଅଭିଯୁକ୍ତର ନାର୍କୋ ଟେଷ୍ଟ ନେଇ ଆଜି ଶୁଣାଣି

ନୟାଗଡ, ୫ ।୧ : ନୟାଗଡର ବହୁଚର୍ଚ୍ଚିତ ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପୋକସୋ କୋର୍ଟରେ ଅଭିଯୁକ୍ତ ସରୋଜ ସେଠୀକୁ ହାଜର କରିଛି SIT । ଏହା ସହ କୋର୍ଟରେ ସରୋଜର ମା’ ଓ ଭଉଣୀ ମଧ୍ୟ ଉପସ୍ଥିତ ରହିଛନ୍ତି ।…
Read More...

ଚିଲିକାରେ ଆରମ୍ଭ ହେଲା ଚଳିତବର୍ଷର ପକ୍ଷୀ ଗଣନା

ଖୋର୍ଦ୍ଧା, ରାକେଶ କୁମାର ଜଗଦେବ : ଶୀତଦିନ ଆସିଲେ ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ ଦେଶ ବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ। ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ…
Read More...

ବ୍ରିଟେନକୁ ପୁଣି ଫେରିଲା ଲକଡାଉନ୍

ନୂଆଦିଲ୍ଲୀ, ୫ା୧ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବଢ଼ିବାରେ ଲାଗିଛି । ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ ପ୍ରଶାସନର ଚିନ୍ତା ବଢିଛି । ତେଣୁ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ…
Read More...

୧୮ରୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର,୪ ।୧ : କରୋନା ସଂକ୍ରମଣ କମିବାରୁ ଧିରେ ଧିରେ ରାଜ୍ୟର ଧର୍ମାନୁଷ୍ଠାନଗୁଡିକ ଖୋଲିବାରେ ଲାଗିଛି । ପୁରୀ ଶ୍ରୀମନ୍ଦିର, ଗଞ୍ଜାମ ଓ ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ପରେ ଆସନ୍ତା ଜାନୁଆରୀ ୧୮ ତାରିଖରେ…
Read More...

ଏଇ ମାସରେ ଆସିପାରେ ଟିକା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର, ୪ ।୧: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି, କିନ୍ତୁ ନୂଆ ଷ୍ଟ୍ରେନ୍ ପୁଣି ଚିନ୍ତା ବଢାଇଛି । ଅନ୍ୟପଟେ ଓଡିଶାକୁ ଖୁବ ଶୀଘ୍ର କରୋନା ଟିକା ଆସିପାରେ ବୋଲି ଆଶା ପ୍ରକାଶ କରିଛନ୍ତି…
Read More...

ବିଧାୟକ ପ୍ରଦୀପ ମାମଲା: ସିଡି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪ ।୧ : ଠକେଇ ଘଟଣାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ମାମଲାରେ କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ସପ୍ତାହରେ ଏହି…
Read More...