ହିମାଳୟର 12,500 ଫୁଟ ଉଚ୍ଚ ଦୟାରା ବୁଗ୍ୟାଲ ଶୀର୍ଷ ରେ କଳାହାଣ୍ଡି ଜିଲ୍ଲାର ସୁନ୍ଦର ସାହୁ

କଳାହାଣ୍ଡି, ବୁଧେଶ୍ୱର ଚୌଧୁରୀ : ହିମାଳୟର 12,500 ଫୁଟ ଉଚ୍ଚ ଦୟାରା ବୁଗ୍ୟାଲ ଶୀର୍ଷ ରେ କଳାହାଣ୍ଡିର ସୁନ୍ଦର । ଗତ  24 ଜାନୁଆରୀ, ଅପରାହ୍ନ 12.51 ରେ 12,500 ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ -5 ℃ ରୁ -10…
Read More...

ଆରଡି ଛାତ୍ରୀ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୨୮ ।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା…
Read More...

କୃଷକ ସଙ୍ଗଠନରେ ଫାଟ, ଓହରିଲେ ୨ଟି ବଡ ସଂଘ

ନୂଆଦିଲ୍ଲୀ,୨୭ ।୧: ଦିଲ୍ଲୀରେ ଆନ୍ଦୋଳନରତ କୃଷକ ସଙ୍ଗଠନରେ ଆସିଛି ବଡ ଫାଟ । ଗତକାଲିର ହିଂସାକାଣ୍ଡ ପରେ ଆନ୍ଦୋଳନରୁ ଓହରିଛନ୍ତି ୨ଟି ବଡ କୃଷକ ସଂଗଠନ । ଗତ ୫୮ ଦିନ ପରେ ଆନ୍ଦୋଳନରୁ ଓହରିଛି ଭାରତୀୟ କିଷାନ ୟୁନିୟନ ।…
Read More...

ଦିଲ୍ଲୀରେ ଚାଷୀ ହିଂସାକୁ ଦେଖି କ’ଣ କହିଲା ବିଜେଡି?

ଭୁବନେଶ୍ୱର,୨୭ ।୧: ନୂଆ କୃଷି ଆଇନ ବିରୋଧରେ ଗତକାଲି ଚାଷୀ ସଙ୍ଗଠନ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ଫଳରେ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିଲା । ଏହାକୁ ନେଇ ସବୁ ବର୍ଗରେ ନିନ୍ଦା କରାଯାଉଥିବା ବେଳେ ପ୍ରତିକିୟା ରଖିଛି…
Read More...

ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ

ନୂଆଦିଲ୍ଲୀ,୨୭ ।୧: ବିସିସିଆଇ ଅଧ୍ୟକ୍ଷ ବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ଏଥିପାଇଁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସୌରଭଙ୍କ…
Read More...

ଭୁବନେଶ୍ବର ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍

ଭୁବନେଶ୍ୱର, ୨୭ା୧ : କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ବର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଆଜି ଚଢ଼ାଉ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ…
Read More...

ଦିଲ୍ଲୀ ହିଂସାକୁ ନେଇ ୨୨ଟି ମାମଲା ରୁଜୁ

ନୂଆଦିଲ୍ଲୀ,୨୭ ।୧: ନୂଆ କୃଷି ଆଇନକୁ ବିରୋଧ କରି ଗତକାଲି ଚାଷୀଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହୋଇଥିଲା ହିଂସାକାଣ୍ଡ । ଏହି ଘଟଣାକୁ ଭିତ୍ତି କରି ଦିଲ୍ଲୀର ବିଭିନ୍ନ ଥାନାରେ ପ୍ରାୟ ୨୨ଟି ମାମଲା ରୁଜୁ ହୋଇଛି ।…
Read More...

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’

ଭୁବନେଶ୍ୱର,୨୭ ।୧: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ପୁସ୍ତିବା ‘ପରୀକ୍ଷା ଦର୍ପଣ’ ଆଜି ଉନ୍ମୋଚିତ ହୋଇଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ପୁସ୍ତିକା ଉନ୍ମୋଚିତ ହୋଇଛି ।…
Read More...

ମୁଖ୍ୟମନ୍ତ୍ରୀଙ୍କ ‘ପୋଷ୍ୟ ସ୍କୁଲ’ ଚିଠି

ଭୁବନେଶ୍ୱର,୨୫ ।୧: ରାଜ୍ୟର ସବୁ ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଲେଖାଏଁ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ଏୟା ସହ ୨…
Read More...

ପିପିଲି ଉପନିର୍ବାଚନ ପାଇଁ ସିଇଓଙ୍କ ପ୍ରସ୍ତୁତି

ପୁରୀ,୨୫ ।୧: ପିପିଲି ଉପନିର୍ବାଚନକୁ ପୁଣି ରାଜ୍ୟରେ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଅନ୍ୟପଟେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ସେ…
Read More...