Browsing Category
ଓଡ଼ିଶା
ଏସିଆ ପାରା ଗେମ୍ସରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ
ହାଙ୍ଗ୍ଝୌ: ଚୀନ୍ର ହାଙ୍ଗ୍ଝୌରେ ଚାଲିଥିବା ‘ଏସିଆନ୍ ପାରା ଗେମ୍ସ୍ ୨୦୨୩’ରେ ଆଜି ଭାରତର ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।
ଆଜି ପୁରୁଷ ଏକକ-୩…
Read More...
Read More...
ଆଜି ଘରେଇ ବସ ମାଲିକ ସଂଘ ସହିତ ଆଲୋଚନା କରିବେ ରାଜ୍ୟସରକାର
ଭୁବନେଶ୍ବର: ଗୁରୁବାର ଘରୋଇ ବସ ସଂଘର କୋର କମିଟି ସହ ଆଲୋଚନା କରିବେ ରାଜ୍ୟ ସରକାର । ଏହାର ନିର୍ଯାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇ ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର କରାଯିବ…
Read More...
Read More...
ଗାଜାକୁ ନେଇ ଜାତିସଂଘ-ଇସ୍ରାଏଲ ମୁହାଁମୁହିଁ
ନୂଆଦିଲ୍ଲୀ : ଗାଜାରେ ଅନ୍ତର୍ଜାତୀୟ ମାନବୀୟ ଆଇନର ଖୋଲା ଉଲଂଘନ ହେଉଥିବା କହିଥିଲେ ଗୁଟେରସ। ପ୍ରତିକ୍ରିୟାରେ ଜାତିସଂଘ ଅଧିକାରୀଙ୍କ ଭିସା ବାତିଲ କରି ଦେଇଛି ଇସ୍ରାଏଲ। ଏଥିସହ ଗୁଟେରସ ଇସ୍ତଫା ଦିଅନ୍ତୁ ବୋଲି…
Read More...
Read More...
ଆଜି ବି ଉପବାସରେ ମହାପ୍ରଭୁ ଲିଙ୍ଗରାଜ
ଭୁବନେଶ୍ବର: ବୁଧବାରଠୁ ଉପବାସରେ ଶ୍ରୀ ଲିଙ୍ଗରାଜ । ଆରମ୍ଭରୁ ବନ୍ଦ ହେଲା ନୀତିକାନ୍ତି । ଅର୍ପଣ ହେଲାନି ମଙ୍ଗଳ ଆଳତି । ଜମି ବିବାଦକୁ ନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକୁ ଅଣଦେଖା । ଗତକାଲି ସକାଳୁ ସିଂହଦ୍ବାର…
Read More...
Read More...
ଆଜି ଦୁଇ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ଶୁଭାରମ୍ଭ କରିବେ ନବୀନ
ଭୁବନେଶ୍ବର: ଗୁରୁବାର ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେବ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା । ଦୁଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନ୍ନମୂଳକ ପ୍ରକଳ୍ପର ଉଦଘାଟନ ହେବ । ଖୋର୍ଧା ଜିଲ୍ଲାରେ ୯୫ କୋଟି ଟଙ୍କା ବ୍ୟୟରେ ୨…
Read More...
Read More...
ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ
ପୁରୀ : ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ…
Read More...
Read More...
ବାଂଲାଦେଶ ମୁହାଁ ବାତ୍ୟା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଘନୀଭୂତ ହୋଇଛି । ଏହା ସୋମବାର ଗଭୀର ଅବପାତର ରୂପ ନେବ। ବାତ୍ୟାର ରୂପ ନେବା ପୂର୍ବରୁ ଦିଗ ବଦଳାଇବ। ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ ବାତ୍ୟା…
Read More...
Read More...
ବଙ୍ଗୋପସାଗର ବାତ୍ୟା
ଗତକାଲିର ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ବର୍ତ୍ତମାନ ଏହା ପାରାଦୀପଠୁ ଦକ୍ଷିଣରେ ୬୧୦ କିମି ଦୂରରେ…
Read More...
Read More...
ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ରାଜ୍ୟସରକାରଙ୍କ ଭେଟି
ଭୁବନେଶ୍ବର: ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ବଡ଼ ଉପହାର ପାଇଛନ୍ତି । କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି…
Read More...
Read More...
ଆଜି ଗଜପତି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ
ଗଜପତି: ରାଜ୍ୟର ବିକାଶରେ ସହଯୋଗ କରିବ ଲକ୍ଷ୍ମୀ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲୋକଙ୍କ ନିକଟରେ ଧନଲକ୍ଷ୍ମୀ ପହଞ୍ଚାଇବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା। ଗଜପତି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ଯୋଜନାର ବସ। ଭର୍ଚୁଆଲ…
Read More...
Read More...