Browsing Category

ଓଡ଼ିଶା

ବିଜେପୁରରେ ଐତିହାସିକ ବିଜୟ ଲାଭ କଲେ ବିଜେଡ଼ିର ରୀତା ସାହୁ

ବରଗଡ଼: ବିଜେପୁରରେ ବାଜିମାରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ । ଓଡ଼ିଶା ନିର୍ବାଚନୀ ଇତିହାସରେ ରେକର୍ଡ଼ ସଂଖ୍ୟକ ବ୍ୟବଧାନରେ ସେ ବିଜୟ ଲାଭ କରିଛନ୍ତି । ସେ ବିଜେପିଠାରୁ ୯୭,୯୫୪ଭୋଟ ବ୍ୟବଧାନରେ ଓ କଂଗ୍ରେସ ଠାରୁ…
Read More...

ଲଗାଣ ବର୍ଷା ଯୋଗୁଁ ୮ଟି ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ଘନୀଭୂତ ହୋଇଛି । ଲଘୁଚାପ କାରଣରୁ ଉପକୂଳ ଓ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାକୁ ଦେଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି…
Read More...

୩ ଦିନ ଯାଏଁ ପ୍ରବଳ ଛେଚିବ !

ଭୁବନେଶ୍ୱର :ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ତିନି ଦିନ ଯାଏଁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ । ଏହାର ପ୍ରଭାବରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର…
Read More...

୨୭ରେ ହେବ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ନଭେମ୍ବର ୨୭ରେ ହେବାକୁ ଯାଉଛି ପଞ୍ଚାୟତ ଉପନିର୍ବାଚନ । ୪ଟି ଜିଲ୍ଲା ପରିଷଦ ଓ ୧୭ଟି ସରପଞ୍ଚ ପଦବୀ ପାଇଁ ହେବ ଉପନିର୍ବାଚନ । ସେହିପରି ୨୧ଟି ସମତି ସଭ୍ୟ ଓ ୩୦୩ ୱାର୍ଡ଼ମେମ୍ବର ପଦବୀ ପାଇଁ ମଧ୍ୟ…
Read More...

ବେଆଇନ ପାର୍କିଂ ଫି ଆଦାୟ : ୧୪ଟି ମଲ ଓ ମେଡିକାଲକୁ ନୋଟିସ୍

ଭୁବନେଶ୍ୱର: ବେଆଇନ ପାର୍କିିଂ ଫି ଆଦାୟକୁ ନେଇ ୧୪ଟି ସପିଂ ମଲ, ମେଡିକାଲକୁ ନୋଟିସ୍ କରିଛି ବିଡିଏ । କଟକଣା ପରେ ବି ବେଆଇନ ଭାବେ ପାର୍କିଂ ଫି ଆଦାୟ କରୁଥିବାରୁ ନୋଟିସ୍ କରିଛି ବିଡିଏ । ଏସମ୍ପର୍କରେ ବିଡିଏ ଯୋଜନାର…
Read More...

ଓଦା ହେବ ଦୀପାବଳୀ, ୨୩ରୁ ପୁଣି ଛେଚିବ !

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ତାମିଲନାଡୁ କୂଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଯାହାକି ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଦକ୍ଷିଣ-ଉତ୍ତର ଓଡିଶାରେ ୨୭…
Read More...

ଭୋଟ୍ ଦେଉଛି ବିଜେପୁର: ୧୧ଟା ସୁଦ୍ଧା ୨୫.୭% ମତଦାନ

ବିଜେପୁର: ଦେଶରେ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନସଭା କ୍ଷେତ୍ର ଏବଂ ୨ଟି ଲୋକସଭା ଆସନର ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି । ବିଜେପୁର ଉପନିର୍ବାଚନ…
Read More...

ବିଜେପୁର ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ଶେଷ ହୋଇଛି ପ୍ରସ୍ତୁତି

ବରଗଡ଼ : ବରଗଡ଼ ଜିଲ୍ଲାର ବିଜେପୁର ଉପନିର୍ବାଚନ ପାଇଁ ପାଇଁ ଆସନ୍ତା ୨୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଉପନିର୍ବାଚନକୁ ଆଉ ଦୁଇ ଦିନ ଥିବା ବେଳେ ସବୁ ଦଳରେ ଏବଂ ସବୁ ସ୍ତରରେ ଏନେଇ ପ୍ରସ୍ତୁତି ହୋଇସାରିଛି । ଆଜି…
Read More...

ନଭେମ୍ବର ୧୨ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

କଟକ : ନଭେମ୍ବର ୧୨ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏବର୍ଷ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୨୦ତାରିଖରେ ଶେଷ ହେବ ବାଲିଯାତ୍ରା । ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ସୂଚନା ମିଳିଛି ।…
Read More...

ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ୍ ଟ୍ରେନ୍ । ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀରୁ ଏହାର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ । କାର୍ଯ୍ୟକ୍ରମରେ ସାମିଲ…
Read More...