Browsing Category

ଓଡ଼ିଶା

୨୪ଯାଏ କାଚିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ଝାଡଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତିଶାଳୀ ହୋଇଛି ମୌସୁମୀ ଟ୍ରପଲାଇନ୍। ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ୟ୍ୟନ୍ତ ସାରା ରାଜ୍ୟରେ ଅବିଶ୍ରାନ୍ତ…
Read More...

ଅର୍ଥ ହଡ଼ପ ଅଭିଯୋଗରେ ମାନସିକ ଅନଗ୍ରସର ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍‌

ବ୍ରହ୍ମପୁର: ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ  ଭିଜିଲାନ୍ସ ଟିମ୍‌।  ଏହି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହେବା ପରେ ଏହାର ଖୋଲତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଗଞ୍ଜାମ…
Read More...

ପୁଣି ଗଡିବ କଟକ ପାରାଦୀପ ମେମୁ

ପାରାଦୀ: ପାରାଦୀପବାସୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୨୫ ତାରିଖରୁ ପାରାଦୀପରୁ କଟକ ଓ କଟକରୁ ପାରାଦୀପ ଦୁଇଟି ମେମୁ ଟ୍ରେନ୍‌ ଯିବା ଆସିବା କରିବ । ପ୍ରତି ଦିନ କଟକରୁ ଦିନ ୧୧ଟା ୩୦ରେ ଏହି ଟ୍ରେନ୍‌ ଛାଡ଼ିବାକୁ ଥିବା…
Read More...

ନବୀନଙ୍କୁ ଭେଟିଲେ ଅଭିନେତା ଆର୍ ମାଧବନ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡି ତଥା ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ଆର୍ ମାଧବନ । ସପରିବାର ନବୀନ ନିବାସ ଯାଇ ଆର୍ ମାଧବନ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି…
Read More...

ବଢୁଛି କରୋନା, ଟିକାକରଣକୁ ବ୍ୟାପକ କଲା ବିଏମସି

ଭୁବନେଶ୍ଵର : ଭୁବନେଶ୍ଵରରେ ମାଡୁଛି କରୋନା । ରାଜଧାନୀରେ ଟିକାକରଣକୁ ବ୍ୟାପକ କଲା ବିଏମସି। ରାଜଧାନୀର ବିଭିନ୍ନ ମଲରେ ବୁଷ୍ଟର ଡୋଜ୍ ଟିକାକରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆଜି ପାତ୍ରପଡା ଡିଏମ୍ ରେଗାଲିଆ ମଲ ସହ…
Read More...

ଆଜି ରାତି ସୁଦ୍ଧା ସବୁ ଜିଲ୍ଲାରେ ପହଁଚିବ କରୋନା ଟିକା

ଭୁବନେଶ୍ବର: ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ଏବେ ତିନି ପ୍ରକାର ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଆଜି ବିଭିନ୍ନ ଜିଲ୍ଲାରେ କୋଭିସିଲଡ ମାତ୍ର ୬୦…
Read More...

ନାବାଳକକୁ ଏକ୍ସପାଏରୀ ଇଞ୍ଜେକ୍ସନ ଘଟଣାରେ ଘରୋଇ କ୍ଲିନିକ ଉପରେ ଡ୍ରଗ ସ୍କ୍ୱାଡ଼ ର ଚଢ଼ାଉ

ରଣପୁର(ଚିରଞ୍ଜିବି ଦାଶ) : ନାବାଳକକୁ ଏକ୍ସପାଏରୀ ଇଞ୍ଜେକ୍ସନ ଘଟଣାରେ ନୟାଗଡ ଜ଼ିଲ୍ଲା ଚାନ୍ଦପୁର ଠାରେ ଥିବା ରାମଚଣ୍ଡୀ ଘରୋଇ କ୍ଲିନିକ ଉପରେ ନୟାଗଡ ଡ୍ରଗ ସ୍କ୍ୱାର୍ଡ ର ଚଢ଼ାଉ l ନୟାଗଡ ଡ୍ରଗ ଇନ୍ସପେକ୍ଟର…
Read More...

ଦ୍ରୋପଦୀଙ୍କ ବିଜୟକୁ ଅପେକ୍ଷା

ମୟୁରଭଞ୍ଜ: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।…
Read More...

ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପଟାଲରେ ତାଙ୍କର ପରଲୋକ ହୋଇଛି । ୨୦୧୯ ମସିହାରୁ କ୍ଯାନସରରେ ପୀଡିତ…
Read More...

କାହିଁକି ଏମିତି କହିଲେ ମୋହନ ମାଝୀ

ଭୁବନେଶ୍ବର: ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ ତାହା ଜୁଲାଇ ୨୧ରେ ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ। ଜୁଲାଇ ୨୫ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ଏଥି ପାଇଁ ଜୁଲାଇ ୧୮ ତାରିଖରେ ଭୋଟିଂ ଶେଷ…
Read More...