Browsing Category

ଓଡ଼ିଶା

ମଧ୍ୟାହ୍ନ ଭୋଜନ ଦୁର୍ନୀତିକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର: ମଧ୍ୟାନ୍ନ ଭୋଜନରେ ବଡ ଦୁର୍ନୀତି। ପ୍ରତି ବସ୍ତାରେ ଗାଏବ୍ ହେଇଯାଉଛି୨/୩କେଜି ଚାଉଳ। ଆଉ ପିଲାଙ୍କ ପେଟରେ ପଡୁଛି ଲାତ। ଅନେକ ଦିନ ଧରି ଏହି ବିଷୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶୋଇ ରହିଥିଲେ ସରକାର।…
Read More...

ଆଜି ସନ୍ଧ୍ୟା ୫ଟାରୁ ରାତି ୧୦ ଯାଏଁ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଆଜି ଶ୍ରାବଣ-କୃଷ୍ଣ ସପ୍ତମୀ ତିଥିରେ ଶ୍ରୀଜିଉଙ୍କ 'ବନକଲାଗି' ଅର୍ଥାତ 'ଶ୍ରୀମୁଖ ସିଂହାର' ନୀତି ଅନୁଷ୍ଠିତ ହେବ । ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମୟରେ ହେରାପଞ୍ଚମୀ ପୂର୍ବଦିନ ଆଡପମଣ୍ଡପରେ ମହାପ୍ରଭୁ ଶେଷଥର…
Read More...

ମାତୃତ୍ୱର ଉଦାହରଣ ସୃଷ୍ଟି କଲା ନାଗୁଣି

ବାଙ୍କୀ: ଛୁଆ ପାଇଁ ମା’ ସବୁକିଛି। ଛୁଆଙ୍କ ପାଇଁ ସେ ତା ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ। ନିଜେ ମା’ର ପରିଚୟ ସୃଷ୍ଟି କରିଛି ନାଗୁଣି। ଛୁଆଙ୍କୁ ଜଗି ଜଗି ନିଜେ ଭୋକରେ ଜୀବନ ହାରିଲା ପଛେ, ହେଲେ ଛୁଆଙ୍କୁ ଖାଇଲାନି ।…
Read More...

କଲରାପତରିଆ ବାଘଛାଲ ଉଦ୍ଧାର

ରାମଗିରି: କୋରାପୁଟ ଜିଲ୍ଲାର ରାମଗିରି ଗୁପ୍ତେଶ୍ବର ଗେଟ୍‌ ନିକଟରୁ ମଙ୍ଗଳବାର କଲରାପତରିଆ ବାଘ ଛାଲ ଜବତ ହୋଇଛି। ବାଘଛାଲ ଜବତ କରିବା ସହ ବେପାରୀକୁ ଗିରଫ କରିଛି ଏସଟିଏଫ୍‌ ଟିମ୍‌। ବେପାରୀ ଜଣକ ହେଉଛନ୍ତି…
Read More...

୨୦୨୧ରେ ଓଡ଼ିଶାରେ ପଞ୍ଜିକରଣ ହୋଇଛି ୩୩୨୭ ଦୁଷ୍କର୍ମ ମାମଲା

ଭୁବନେଶ୍ୱର :  ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଛି ମହିଳା ନିର୍ୟାତନା ଘଟଣା । ମହିଳାଙ୍କ ସୁରକ୍ଷାକୁ ନେଇ ଅନେକବାର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଉ ଏସବୁ ଭିତରେ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଶ୍ୱେତପତ୍ରରୁ…
Read More...

ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ପ୍ରଧାନ ଶିକ୍ଷକ ନିଲମ୍ବିତ

ଯାଜପୁର : ନିରୀହ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିଦେଇଥିଲେ। ଏପରିକି ସହାୟତା ଅର୍ଥ ରାଶିକୁ ବି ହଡ଼ପ କରିଦେଲେ।  ହେଲେ ତନାଘନା ପରେ ପଦାକୁ ଆସିଲା ସତ । ଆଉ ତଦନ୍ତ ପରେ ନିଲମ୍ବିତ ହେଲେ…
Read More...

ଚିନ୍ତା ବଢାଉଛି ହଇଜା ସଂକ୍ରମଣ

ରାୟଗଡ଼ା : ଚିନ୍ତା ବଢାଇଲାଣି କାଶୀପୁରର ହଇଜା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ହଇଜାରେ ୭ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସଂକ୍ରମଣଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଲାଣି । କାଶୀପୁର…
Read More...

ଭୁବନେଶ୍ଵରଠାରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ୱର, ୧୯ ଜୁଲାଇ ୨୦୨୨: ସାନ ସାନ ପିଲାଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ପୋଷଣ ନିହାତି ଜରୁରୀ। ତେଣୁ ପୋଷଣର ଅଭାବ ଦେଖାଦେଲେ ଶିଶୁଙ୍କ କ୍ଷେତ୍ରରେ ‘ଷ୍ଟଣ୍ଟିଂ’ ବା ବୟସ ଅନୁପାତରେ ଉଚ୍ଚତା ବୃଦ୍ଧି…
Read More...

ବ୍ରାହ୍ମପୁରରେ ନୋ ମାସ୍କ ନୋ ପେଟ୍ରୋଲ

ବ୍ରହ୍ମପୁର : କଟକ ଭୁବନେଶ୍ୱର ସମେତ ସମ୍ବଲପୁର ପରେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) କୋଭିଡ୍‌ ନିୟମକୁ କଡ଼ାକଡ଼ି କରିଛି। ଏଣିକି କରୋନା ରୋକିବାକୁ ବ୍ରହ୍ମପୁରରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ…
Read More...

୪ଜିଲ୍ଲାକୁ ମନରେଗା ଅତିରିକ୍ତ ସହାୟତା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କ୍ୟାବିନେଟରେ…
Read More...