Browsing Category

ଦେଶ – ବିଦେଶ

ପୁଣି ଆପ ବିଧାୟକଙ୍କ ଘରେ ଇଡି

ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପରେ ଇଡି ଜାଲରେ ଫଶିଲେ ଆଉ ଜଣେ ଆମ୍‌ ଆଦମୀ ପାର୍ଟି ବିଧାୟକ। ଅଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଆପ୍‌ ବିଧାୟକ ଗୁଲାବ ସିଂହଙ୍କ ଘରେ ଚଢ଼ାଉ କରିଛି। ଏନେଇ ଆମ୍‌ ଆଦମୀ…
Read More...

ମସ୍କୋରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି

ରୁଷର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଃଖ ସମୟରେ ରୁଷ ସହ ଭାରତ ଠିଆ ହୋଇଛି ବୋଲି ସେ କହିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ…
Read More...

ମସ୍କୋରେ ଆତଙ୍କୀ ହାମଲା, ୬୦, ମୃତ, ୧୪୦ ଆହତ

ଋଷର ରାଜଧାନୀ ମସ୍କୋରେ ହୋଇଛି ଆତଙ୍କୀ ହାମଲା। ମସ୍କୋସ୍ଥି ଏକ ସିଟି ହଲ୍‌ରେ ହୋଇଥିବା ଭିଡ ଉପରେ ଆଖି ବୁଜା ଗୁଳି ଚଳାଇବା ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୬୦ ଜଣ ପ୍ରାଣ ହରାଇଥିବା ବେଳେ ୧୪୫ରୁ ଅଧିକ…
Read More...

ମୁଁ ଇସ୍ତଫା ଦେବି ନାହିଁ

ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇସାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିଓ୍ୱାଲ। ତେବେ ଗିରଫ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏକ ଜନସାର୍ଥ୍ୟ…
Read More...

ଭୂମିକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ

ଶୁକ୍ରବାର ଇଣ୍ଡୋନେସିଆର ଜାଭା ଦ୍ୱୀପ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (BKMG) କହିଛି ଯେ ରକ୍ଟର ସ୍କେଲରେ ଏହା ୬.୧ ମାପ ବିଶିଷ୍ଟ ଏକ ଭୂକମ୍ପ ଉପକୂଳଠାରୁ ୧୦…
Read More...

କେଜ୍ରିୱାଲଙ୍କ ପରିବାରକୁ ଭେଟିବେ ରାହୁଲ

ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ବାନ୍ଧିଥିବା ବେଳେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। କେଜ୍ରିୱାଲ ଙ୍କ ଗିରଫଦାରୀକୁ ଆପ୍‌ ନେତାଙ୍କ…
Read More...

ଆବେଦନକୁ ପ୍ରତ୍ୟାହାର କରିନେଲା କେଜ୍ରିୱାଲ

ନୂଆଦିଲ୍ଲୀ ଇଡି ଗିରଫ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରତ୍ୟାହାର କରି ନେଇଛନ୍ତି। କୁହାଯାଇଛି ଯେ କୋର୍ଟ ଏହା ପୂର୍ବରୁ ଶୁଣାଣି କରିବାକୁ ରାଜି…
Read More...

ମୋଦିଙ୍କୁ ଭୁଟାନରେ ଭବ୍ୟ ସ୍ଵାଗତ

ଥିମ୍ପୁ: ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଭୁଟାନର ରାଜଧାନୀ ଥିମ୍ଫୁକୁ ଯାଇ କିଛି ଘଣ୍ଟା ପରେ ଭୁଟାନରେ ପହଞ୍ଚିଥିଲେ।…
Read More...

ରହିପାରିବେନି ରୋହିଙ୍ଗ୍ୟା ଶରଣାର୍ଥୀ

ଭାରତରେ ରହିପାରିବେନି ରୋହିଙ୍ଗ୍ୟା ଶରଣାର୍ଥୀ। ବିଦେଶୀ ନଗରିକମାନେ ଭାରତରେ ଶରଣାର୍ଥୀ ରୂପେ ବସିତି ସ୍ଥାପନ କରିପାରିବେ ନାହିଁ।' ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଭାରତରେ ରହିବାକୁ ନେଇ ହୋଇଥିବା ଆବେଦନ ଉପରେ…
Read More...

କେନ୍ଦ୍ରକୁ କଡା ନିର୍ଦ୍ଦେଶ, ମେସେଜ ପଠାଇବା ବନ୍ଦ କର

ନିର୍ବଚନ ଆଦର୍ଶ ଆଚରଣ ବିଧି ବା କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇ ସାରିଥିବାରୁ ରାଜନୈତିକ ଦଳ ଉପରେ କଡା ନଜର ରଖିଛନ୍ତି ଇଲେକ୍ସନ କମିଶନ। ଏହିପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଏତ ନୋଟିସ୍ ଏକ ପଠାଇଛନ୍ତି।…
Read More...