Browsing Category

ଦେଶ – ବିଦେଶ

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲା: ୨ ପୋଲିସ ସମେତ ୭ ନିଲମ୍ବିତ

ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ସରକାର ସୋମବାର ୨ ଜଣ ପୋଲିସ ଅଫିସରଙ୍କ ସମେତ ୭ ଜଣଙ୍କୁ ନିଲମ୍ବନ କରିଛନ୍ତି। ଏହି ଅଫିସରମାନଙ୍କ ଦାୟିତ୍ୱହୀନତା ଯୋଗୁ ଆବଶ୍ୟକ ଅନୁମୋଦନ ନ ଥାଇ ଗେମିଂ ଜୋନ୍‌…
Read More...

ଅଗ୍ନିବୀର ଯୋଜନାକୁ ନେଇ ରାଜନୀତି

ଦେଶର ସେନାକୁ ଶ୍ରମିକ ସଜାଉଛନ୍ତି ମୋଦୀ ସରକାର । ବିହାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଏପରି କିଛି କହି ଜୋରଦାର ଆକ୍ରମଣ କରିଛନ୍ତି । ନରେନ୍ଦ୍ର ମୋଦୀଙ୍କ…
Read More...

ବ୍ୟାତ୍ୟା ରେମାଲ ନେଲା ୧୬ ଜୀବନ

ବ୍ୟାତ୍ୟା ରେମାଲ ନେଲା ୧୬ ଜୀବନ । ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଂଙ୍ଗଲାଦେଶରେ ୧୦ ଜଣଙ୍କ ଜୀବନ ଯାଇଛି । କୋଲକତାରେ ଜଣେ, ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଦୁଇ ଜଣ ମହିଳା, ଉତର ୨୪ ପ୍ରଗଣାରେ ଜଣେ,…
Read More...

ବାଣ ଫୁଟିଲେ ବି ପାକିସ୍ତାନ ଦେଉଛି ସଫେଇ: ଯୋଗୀ ଆଦିତ୍ୟନାଥ

ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଖେଇ ଆସୁଛି ତେଣୁ ସମସ୍ତ ଦଳ ଓ ରାଜନେତା ରାଲି କରୁଛନ୍ତି। ଶେଷ ପର୍ଯ୍ୟାୟ ପାଇଁ ଭୋଟ ଶନିବାର ଅର୍ଥାତ୍‌ ଜୁନ ୧ ରେ ଅନୁଷ୍ଠିତ ହେବ। ଏହି ସମୟରେ ନିର୍ବାଚନ ପ୍ରଚାର ପାଇଁ ମାତ୍ର…
Read More...

ଭୋଟ ଦେଲେ ରାହୁଲ ସୋନିଆ

ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଶନିବାର ଦିଲ୍ଲୀର ସମସ୍ତ ସାତୋଟି ସିଟ ସମେତ ୬ଟି ରାଜ୍ୟ ତଥା ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୫୮ଟି ସିଟ ପାଇଁ ଭୋଟ ଆରମ୍ଭ ହୋଇଛି। ସେପଟେ ବେଙ୍ଗାଲୁରୁରେ ହିଂସା ଖବର ସାମ୍ନାକୁ…
Read More...

ନାତିକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ଯୌନ ନିର୍ଯାତନା ମାମଲାରେ ଫସିଥିବା ଜେଡିଏସ ସାଂସଦ ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ ଥମୁନି ଅଡୁଆ । ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବେ ଦେଇଛନ୍ତି କଡା ଚେତାବନୀ । ତୁରନ୍ତ…
Read More...

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ବଡ ଦାବି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ, କେବଳ କଂଗ୍ରେସ ଦଳ ୨୭୩ ଆସନ ଅତିକ୍ରମ କରିବ। ଏହା ବ୍ୟତୀତ ସେ…
Read More...

ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କୁ ବାହାର ରାସ୍ତା ଦେଖାଇଛି ଦଳ

ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କୁ ବାହାର ରାସ୍ତା ଦେଖାଇଛି ଦଳ। ଦଳରେ ଥାଇ ବି ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବାରୁ ଦଳ ତାଙ୍କୁ ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ ଦଳରୁ ବହିଷ୍କୃତ ହୋଇଛନ୍ତି ସିଙ୍ଗର…
Read More...

ଅଡ଼ୁଆରେ ବାବା ରାମଦେବ

ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକୃଷ୍ଣ। ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏବେ ଅନ୍ୟ ଏକ କୋର୍ଟ ଉଭୟଙ୍କୁ ଜୁନ୍ ୩ରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି। ଏହି…
Read More...

ବଢ଼ିଲା ମମତାଙ୍କ ଅଡ଼ୁଆ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍‌ଏସ୍‌)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍‌ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ କ୍ଷମା ମାଗିବାକୁ କହିଛନ୍ତି।…
Read More...