Browsing Category

ଅପରାଧ

20 ଲକ୍ଷ ଟଙ୍କାରୁ ଅଧିକ ଦେଶୀ ମଦ ଜବତ , ଚାଳକ ଗିରଫ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଟାଙ୍ଗୀ ଅବକାରୀ ପୋଲିସ୍ ନାଚୁଣୀ ଜଙ୍ଗଲ ମଧ୍ୟରେ ଚଢାଉ କରି 20 ଲକ୍ଷ ଟଙ୍କାରୁ ଅଧିକ ଦେଶୀ ମଦ ସହ ଜଣେ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି | ଚୋରା ମଦ ଚୋରା ଚାଲାଣ ଅଭିଯୋଗରେ ଅବକାରୀ…
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଜଣେ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ଥାନା ଅନ୍ତର୍ଗତ ବର ଗାଁ ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସ ଟି ଏଫ ର ଏକ ସ୍ୱତନ୍ତ୍ର ଦଳ ଆତର୍କିତ ଚଢ଼ାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା କୁ ଚୋରାରେ ବିକ୍ରୟ କରିବାକୁ ଉଦ୍ୟମ…
Read More...

ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଭଦ୍ରକ(ନିମାଇଁ ନାୟକ) : ଦିନ ଦ୍ବିପ୍ରହର ସମୟରେ ଡିକି ଭାଙ୍ଗି ଲୁଟି ନେଲେ ୩ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେପୁର ବଜାରରେ।ସୂଚନା ଅନୂଯାୟୀ ଚୁଡାମଣି ଗ୍ରାମର ଦୀପକ ଜେନା ନାମକ ଜଣେ ବ୍ୟକ୍ତି…
Read More...

ପୋଲିସ ଜାଲରେ ୬ ଗଂଜେଇ ମାଫିଆ

ମାଲକାନଗିରି(ଅପୁର୍ବ ଥଣ୍ଡର) : ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଏକ ବଡ଼ ଗଞ୍ଜେଇ ରାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ । କୁଡୁମୁଲୁ ଗୁମା ଫାଣ୍ଡି ଅଧିକାରୀ ଶ୍ରୀ ଗିରିସ ଚନ୍ଦ୍ର ମହାରଣା କୌଣସି ଏକ ବିଶେଷ…
Read More...

ରେଳ ସୁରକ୍ଷାବଳ ଓ ଜିଆରପିକୁ ସଫଳତା,24 କିଲୋ 900 ଗ୍ରାମ ଗଂଜେଇ ଜବତ

ଜଟଣୀ (ସଞ୍ଜୀବ କୁମାର) :- ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ଆରପିଏଫକୁ ମିଳିଲା ଆଉ ଏକ ସଫଳତା। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ନିଶା ବେପାରୀ ମାନେ ଟ୍ରେନ ଯାତ୍ରାକୁ ବର୍ତ୍ତମାନ ସୁରକ୍ଷିତ ମନେ…
Read More...

ରେଳ ସୁରକ୍ଷା ବଳଙ୍କ ଦ୍ୱାରା 8 ଶିଶୁ ଶ୍ରମିକ ଉଦ୍ଧାର

ଜଟଣୀ (ସଞ୍ଜୀବ କୁମାର) : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳ(ଜଟଣୀ ) ରେଳ ସୁରକ୍ଷା ବଳଙ୍କ ଦ୍ୱାରା 8 ଶିଶୁ ଶ୍ରମିକ ଉଦ୍ଧାର | ଏବେ ଦ୍ରୁତ ଗତିରେ ବଢ଼ି ଚାଲିଛି ନାବାଳକ ଶ୍ରମିକ ଚାଲାଣ । ଯାହାର ଏକ ନମୁନା…
Read More...

ବାଇକ୍ ଆରୋହୀଙ୍କ ଠାରୁ ଝାମ୍ପି ନେଲେ ଭ୍ୟାନିଟ୍ ବ୍ୟାଗ୍

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କ ରାଜ୍ , ଝାମ୍ପି ନେଲେ ବାଇକ୍ ଆରୋହୀଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ୍ |ବାଇକରୁ ପଡି ମହିଳା ଗୁରୁତର ,ମହିଳାଙ୍କୁ ସଂକଟାପନ୍ନ…
Read More...

ପୁଲିସକୁ ବି ଚୁନ ଲଗାଇଦେଲା 420 ଠକ !!

ସୁନ୍ଦରଗଡ(ସରୋଜ ସିଂ) : ସୁନ୍ଦରଗଡ ଟାଉନ ପୋଲିସ ଜଣେ 420 ଠକକୁ ସୁନ୍ଦରଗଡ ଆନମ୍ବିଆନ୍ସ ହୋଟଲ ପରିସରରରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଟାଉନ ଥାନରେ ଗତ 10 ତାରିଖରେ ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ…
Read More...

ପାଣି ଟ୍ୟାଙ୍କରରୁ ଜଵତ ହେଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଅନୁଗୋଳ(ରମାକାନ୍ତ ତ୍ରିପାଠୀ) : ପାଲଲହଡା ଵ୍ଲକ 249 ନଂ ଜାତୀୟ ରାଜପଥରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କୁ ନେଈ ଚିନ୍ତା ରେ ଅଞ୍ଚଳବାସୀ ।କେତେଵେଳେ ଚୋରା କୋଇଲା ତ ଆଉ କେତେଵେଳେ ଚୋରାକାଠ, ପୁଣି…
Read More...

ଭିଜିଲାନ୍ସ ପଞ୍ଝାରେ ପୋଲିସ କନେଷ୍ଟବଳ, ଏକାସାଙ୍ଗେ ୩୫ଜଣିଆ ଟିମ୍‌ର ଚଢାଉ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟ । ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି ୩୫ଜଣିଆ ଭିଜିଲାନ୍ସ ଟିମ୍‌ । ଖବର ଅନୁଯାୟୀ, ଆୟ ବହିର୍ଭୂତ…
Read More...