Browsing Category

ଅପରାଧ

ବନ ବିଭାଗ ର ଚଢ଼ାଉ , ମୂଲ୍ୟବାନ ଶାଗୁଆନ ଓ ଶାଳ ଲଗ୍ ଜବତ

ନୂଆଗାଁ (ପୁଷ୍ପଲତା ପ୍ରଧାନ) : ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡ଼ଙ୍ଗୀ ଙ୍କ ନିର୍ଦ୍ଦେଶ କ୍ରମେ ମହିପୁର ବନ ବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରି ମୂଲ୍ୟବାନ ଶାଗୁଆନ ଓ ଶାଳ ଲଗ୍ ଜବତ କରିଛି।ସୂଚନା ଅନୁଯାୟୀ ନୟାଗଡ ବନଖଣ୍ଡ…
Read More...

୧୦୪୭ କିଲୋ ଗଞ୍ଜେଇ ଜବତ ସହ ୭ ଗିରଫ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସକୁ ମିଳିଛି ଏକ ବଡ ସଫଳତା । ଗଞ୍ଜେଇ ଜବତ କରିବା ସହ ୭ ଜଣ ଅଭିଯୁକ୍ତ ଗିରଫ । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ…
Read More...

ବରଡି ଗ୍ରାମରେ ବନ ବିଭାଗର ଅତର୍କିତ ଚଢାଉ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଟାଙ୍ଗୀ ରେଞ୍ଜ ବରଡି ଗ୍ରାମରେ ବନ ବିଭାଗର ଅତର୍କିତ ଚଢାଉ , ୩୦ ଘନ ଫୁଟ ମୂଲ୍ୟବାନ ଶାଗୁଆନ କାଠ ଜବତ,ଅଭିଯୁକ୍ତ ଫେରାର | ଟାଙ୍ଗୀ ରେଞ୍ଜର ବରଡି ଗ୍ରାମରେ ଚୋରା କାଠ କାରବାର…
Read More...

ବୋଲେରୋ ଗାଡି ସହ 34 kg ଗଞ୍ଜେଇ ଜବତ ,ଦୁଇ ଗିରଫ

ତରଭା(କଲ୍ୟାଣ ନାୟକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳ ଦେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଚଂଳରୁ ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ଉପାୟରେ ବିଭିନ୍ନ ସମୟରେ ବାହାର ରାଜ୍ୟମାନଙ୍କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜାରି…
Read More...

ପ୍ରେମିଯୁଗଳଙ୍କ ଆତ୍ମହତ୍ୟା !!

ଅନଗୁଳ(ଶ୍ୱେତ ରଥ) : ଆଠମଲ୍ଲିକ ବ୍ଲକ କିଆକଟା ଥାନା ବରଡାକଟା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ପ୍ରାପ୍ତ ସୂଚନା ଅନୁସାରେ ବରଡ଼ାକଟା ଗ୍ରାମର ଯୁବକ ମାନସ କ୍ଷେତୀ (23) ମିଲି ପାଢ଼ୀ (20) ଉଭୟ…
Read More...

ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗୋଣ୍ଡଗୋଳ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ରାଇଘର(ଭୂବନେଶ୍ଵର ସୁନାନୀ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତ ହାତିବେନାରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ସୂଚନା ଅନୁସାରେ ରାଇଘର ଥାନା ଅନ୍ତର୍ଗତ ହାତିବେନା ଆଦିବାସୀ ଗ୍ରାମରେ ଜମି ଜମାକୁ…
Read More...

ସ୍ୱାଭିମାନ ଅଞ୍ଚଳରୁ ଜବତ ହେଲା ମାଓ ସାମଗ୍ରୀ

ମାଲକାନଗିରି(ଅପୂର୍ବ ଥଣ୍ଡର) : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ଯନ୍ତ୍ରି ପଂଚାୟତର ଟାଭେରୁ ନିକଟସ୍ଥ ପାହାଡରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀ କୁ ଜବତ କରିଛି ବିଏସଏଫ। ଗତ…
Read More...

ଚାରଭଟାରେ ବିଭତ୍ସ ହତ୍ଯାକାଣ୍ଡ ,ମାଲିକକୁ ହତ୍ଯାକଲା ଡ୍ରାଇଭର ,ଅଭିଯୁକ୍ତ ଗିରଫ

ତରଭା(କଲ୍ୟାଣ ନାୟକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିନସ୍ଥ ଚାରଭଟା ଗ୍ରାମ ରେ ଗତ ଶନିବାର ତା 23- 4- 22 ରିଖ ଏକ ଚାଞ୍ଚଲ୍ୟକର ବିଭତ୍ସ ହତ୍ଯାକାଣ୍ଡ ଘଟିଛି ।ପୋଲିସ ସୁତ୍ର ରୁ ପ୍ରକାଶ ଉକ୍ତ ଦିନ ହତ୍ୟାକାଣ୍ଡ…
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ

କେନ୍ଦ୍ରାପଡ଼ା(ପ୍ରଫୁଲ କୁମାର ମଲ୍ଲ) : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଟିରା ଗ୍ରାମରେ ନିଛାଟିଆ ଜଙ୍ଗଲିଆ ରାସ୍ତା କଡ଼ରେ ଥିବା ଏକ ବରଗଛ ଡାଳରେ ବେକରେ ଗାମୁଛା ଲଗାଇ ମୃତ ଅବସ୍ଥାରେ ଯୁବକକୁ…
Read More...

ଥୋଡି କାମୁଡି ଛିଡ଼ାଇ ଦେଲା ମଦ୍ୟପ ଯୁବକ !!

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଜଣେ ଗାଡି ଚାଳକ ଗାଁରେ ଉତ୍ପାତ ମଚାଉଥିବା ବେଳେ ବାରଣ କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କୁ ନିଜର ଥୋଡି ହରାଇବାକୁ ପଡିଛି | ଥୋଡି ହରାଇ ଯୁବକ ଜଣକ ଗୁରୁତର ହୋଇଛନ୍ତି ପ୍ରଥମେ ତାଙ୍କୁ…
Read More...