Browsing Category

ଅପରାଧ

ହୋଟେଲ ସିଲା ଟାୱାରରୁ 39 ଲକ୍ଷ ଟଙ୍କା ଚୋରି ମାମଲା, ହୋଟେଲ କର୍ମଚାରୀଙ୍କୁ ଘରୁ ମିଳିଲା 32ଲକ୍ଷ ଟଙ୍କା

ଦେବଗଡ଼(ଅରୁପାନନ୍ଦ ନାୟକ) : ସମ୍ବଲପୁର ସହରର ହୋଟେଲ ଶିଲା ଟାୱାର ରୁ ଗତ ୨ଦିନ ପୂର୍ବେ ୩୯ଲକ୍ଷ ଟଙ୍କା ଚୋରି ହୋଇଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ହୋଟେଲ କର୍ମଚାରୀ ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ…
Read More...

ଗ୍ରାହକ ସାଜି ହନୁମାନ ପଇସା ଡ଼ିଲ ବେଳେ ଗିରଫ କଲା ସ୍ପେସିଆଲ ସ୍କ୍ୱାର୍ଡ

ଦେବଗଡ଼(ଅରୂପାନନ୍ଦ ନାୟକ) : ଦେବଗଡ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡକୁ ମିଳିଛି ପୁଣି ଏକ ସଫଳତା । ବେଆଇନ ହନୁମାନ ପଇସା କାରବାରରେ ଲିପ୍ତ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ କାବୁ କରିଛି ପୁଲିସ । ସେହିପରି…
Read More...

ତରଭା : ୧୫ କେଜି ଗଞ୍ଜେେଇ ଜବତ , ୩ ଗିରଫ

ତରଭା(କଲ୍ଯାଣ ନାଏକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିନସ୍ଥ କମଶରା ଫାଣ୍ଡି ଅନ୍ତର୍ଗତ ମହିମା ପାଲି ଛକରେ ଗଞ୍ଜେଇ କାରବାରରେ ଲିପ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ସଂଧ୍ଯାରେ ଗିରଫ କରି ଥାନାକୁ ଆଣିଥିଲା…
Read More...

ମଲାଗୁଣି ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଶୌଚ ହେବାକୁ ଯାଇ ମଲାଗୁଣି ନଦୀରେ ଭାସିଗଲେ ମହିଳା | ମହିଳାଙ୍କ ଶବ ଭାସମାନ ଅବସ୍ଥାରେ ଉଦ୍ଧାର କଲା ଜଙ୍କିଆ ପୋଲିସ | ଜଙ୍କିଆ ଥାନା କୃଷ୍ଣପୁର ନିକଟ ମଲାଗୁଣି ନଦୀରେ ଭାସମାନ…
Read More...

୨୦୮ କେଜିରୁ ଉର୍ଧ୍ଵ ଗଞ୍ଜେଇ ଜବତ , ୩ ଅଭିଯୁକ୍ତ ଗିରଫ

ମାଲକାନଗିରି (ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା | ୨୦୮ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ସହ ୩ ଅଭିଯୁକ୍ତ ଗିରଫ l ଅଧିକାରୀ ସୂର୍ୟ ପ୍ରକାଶ ନାୟକ ଙ୍କୁ ଠାରୁ…
Read More...

ସଂନ୍ଦିଗ୍ଧ ବନ୍ଧୁକଧାରୀ ଯୁବକକୁ ଛେଚିଲେ ଲୋକେ

ଲୋଇସିଂହା(ମହେଶ କର) : ରାତି ୧୨ ଟାରେ ବନ୍ଧୁକ ଧରି ଗାଁରେ ବୁଲୁଥିଲା ଦୃବୁର୍ତ୍ତ । କିଛି ଅଘଟଣ ଘଟାଇବା ଅଗରୁ କାବୁ କରିନେଲେ ଗାଁ ଲୋକେ । ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଲେ । ଏପରି ଏକ ଘଟଣାକୁ ନେଇ ବଲାଙ୍ଗିର…
Read More...

ବନବିଭାଗର ଚଢ଼ାଉ – ଜଙ୍ଗଲୀ ମାଂସ,ଗାଡି ଜବତ , ୩ ଗିରଫ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଅଧିନସ୍ଥ କୋରଡ଼ା ଗ୍ରାମ ହନୁମାନ ମନ୍ଦିର ନିକଟରେ ବନ ବିଭାଗ ଚଢ଼ାଉ କରି ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜଙ୍ଗଲୀ ମାଂସ…
Read More...

ଖୋର୍ଦ୍ଧା ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଚୋରୀ ସାମଗ୍ରୀ ଜବତ, ୫ ଗିରଫ

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲାର ଏକାଧିକ ଥାନା ଅଞ୍ଚଳରେ ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ କରିଛି। ଏ ନେଇ ଗତକାଲି ଅପରାହ୍ନରେ ସଦର ଥାନା ପରିସରରେ ଏକ ସାମ୍ବାଦିକ…
Read More...

ତରଭା ଥାନା ପକ୍ଷରୁ ଧରପଗଡ , ଦୁଇଦିନ ଭିତରେ ଅଚଂଳରୁ ଚୋରା ଗଞ୍ଜେଇ ଓ କଫସିରଫ କାରବାରରେ 5 ଗିରଫ

ତରଭା(କଲ୍ୟାଣ ନାଏକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କମଶରା ଫାଣ୍ଡି ଅଞ୍ଚଳରେ ଚୋରାମଦ ଗଂଜେଇ ଓ କଫସିରଫ କାରବାର ପ୍ରାୟତଃ ଲାଗିରହିଛି । ସଦ୍ୟ ଏଇ ଦୁଇ ଦିନ ତଳେ ଶନିବାର ଓ ରବିବାର ଦୁଇଦିନ ମଧ୍ୟରେ କଫସିରଫ ଓ…
Read More...

ଟାଙ୍ଗୀ ତହସିଲଦାରଙ୍କ ଚଢାଉ ୩ ଟି କଳା ମୁଗୁନି ପଥର ବୋଝେଇ ହାଇୱା ଜବତ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଛଣଗିରି ନିକଟରେ ଟାଙ୍ଗୀ ତହସିଲ ଦାରଙ୍କ ଚଢାଉ,୩ ଟି କଳା ମୁଗୁନି ପଥର ବୋଝେଇ ହାଇୱା ଜବତ | ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ,ଚଢାଉ ଦେଖି ମାଫିଆ ମାନଙ୍କ ମଧ୍ୟ୍ୟରେ ଛନକା |ଟାଙ୍ଗୀ…
Read More...