ଆଦିତ୍ୟପୁରରେ ହେବ ଦ୍ୱିତୀୟ ମହିଳା ରେଳ ଷ୍ଟେସନ

ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଝାଡଖଣ୍ଡର ଆଦିତ୍ୟପୁର ରେଳ ଷ୍ଟେସନ ଅତିଶୀଘ୍ର ସମ୍ପୁର୍ଣ୍ଣ ମହିଳା ରେଳ ଷ୍ଟେସନ ରୂପେ ଘୋଷିତ ହେବ । ଏନେଇ ଦକ୍ଷିଣ ପୂର୍ବ ରେଳ ବାଇ ଜୋନ୍ର ଚକ୍ରଧରପୁର ଡିଭିଜନରେ ଥିବା ଏହି…
Read More...

ବିଶ୍ୱରେ ଲୌହମାନବର ଆଖ୍ୟା ପାଇଲେ ଭାରତୀୟ ସେନା ନାୟକ ବିକ୍ରମ ଡୋଗ୍ରା

ଆନ୍ତର୍ଜାତିକ ସ୍ତରରେ ଅନୁଷ୍ଠିତ ହୋଇଥିବା ଲୌହମାନବ ପ୍ରତିଯୋଗିତାରେ ବାଜି ମାରିଛନ୍ତି ଭାରତୀୟ ସେନା ଅଫିସର ବିକ୍ରମ ଡୋଗ୍ରା । ରବିବାର ଦିନ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୩ଟି ରାଉଣ୍ଡ ହୋଇଥିଲା,…
Read More...

ଏଟିଏମରୁ ଟଙ୍କା ଲୁଟୁଥିବା ଦୁର୍ବୁତ୍ତଙ୍କୁ ଗିରଫ କଲା ପୋଲିସ

ଲୋକଙ୍କୁ ଠକି ଏଟିଏମରୁ ଟଙ୍କା ଲୁଟୁଥିବା ୧୧ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାରଖଣ୍ଡରୁ ଆସିଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ଏଟିଏମରୁ ଲୋକମାନେ ଟଙ୍କା…
Read More...

ସ୍କୁଲରେ ନାମ ଲେଖାଇଲେ ମିଳେ ସୁନା ଓ ଟଙ୍କା : ଜାଣନ୍ତୁ ଏହି ସ୍କୁଲ ବିଷୟରେ

ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇବା ପାଇଁ ସରକାର ଭିନ୍ନ ଭିନ୍ନ ପ୍ରକାର ଯୋଜନା କରିଥାନ୍ତି । ହେଲେ ଏଭଳି ଏକ ନିୟମ କରାଯାଇଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାମିଲନାଡୁ କୋଏମ୍ବାଟୁରର ଏକ ସରକାରୀ ପ୍ରାଇମେରି…
Read More...

କ୍ୟାନସରରେ ପୀଡିିତ ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ

ବଲିଉଡର ଆଗଧାଡିର ଅଭିନେତ୍ରୀ ଭିତରେ ଚର୍ଚ୍ଚିତ ଥିବା ସୋନାଲ ବେନ୍ଦ୍ରେ ଏବେ କ୍ୟାନସର ପୀଡିତ । ବହୁ ପରିଚିତ ସିନେମା ଯଥା- 'Hum Saath Saath Hain', 'Sarfarosh', 'Kal Ho Na Ho' ଆଦିରେ ଅଭିନୟ କରି ଦର୍ଶକଙ୍କ…
Read More...

ଏବେ ଚାଷୀଙ୍କୁ ମିଳିବ ୧ ପ୍ରତିଶତରେ ଋଣ

ଚାଷୀମାନେ ହେଉଛନ୍ତି ଦେଶର ଭବିଷ୍ୟତ । ତେଣୁ ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ‘ସମବାୟ ଆପଣଙ୍କ ଦ୍ୱାରରେ’ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ଚାଷୀଙ୍କ ପାଇଁ ୧ ପ୍ରତିଶତ ସୁଧ…
Read More...

CISFର ଅଭ୍ୟାସ ଫାଇରିଂରେ ବୃଦ୍ଧା ଆହତ

ଅନୁଗୋଳ ଶରଧା ପୁର ଗାଁରେ ଅଘଟଣ , CISF ଫାଇରିଂ ରେଞ୍ଜରେ ଜଣେ ବୃଦ୍ଧାର ଦେହରେ ଗୁଳିବାଜି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଘଟଣାଟି ଘଟିଛି ଅନୁଗୋଳ ଥାନା ଶରଧାପୁର ନିକଟରେ ଥିବା ଫାୟାର ରେଞ୍ଜରେ । ଆଜି…
Read More...

ଜଳ ସଙ୍କଟ ଦୂର ପାଇଁ ନଦୀରେ ନିର୍ମାଣ ହେବ ବ୍ୟାରେଜ

ଦିନକୁ ଦିନ ଜନସଂଖ୍ୟା ବଢିବାରେ ଲାଗିଛି, ଯାହାକୁ ଦେଖି ଜଳ ସଙ୍ଗଟ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଆକଳନ କଲେଣି । ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ସମନ୍ୱିତ ନଦୀ ପରିଚାଳନା ଯୋଜନା କରିବାକୁ ଆଗଭର…
Read More...

ହାଇକୋର୍ଟର ପୂର୍ବ ଜଷ୍ଟିସ୍ ଭି.ଏ. ମୋହତାଙ୍କ ପରଲୋକ

ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଏ.ମୋହତାଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି । ମହାରାଷ୍ଟ୍ରର ନାଗପୁର ନିକଟସ୍ଥ ଅକୋଲାଠାରେ ୮୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ମୋହତା ।…
Read More...

ଆଖି ତଳେ ଥିବା କଳା ଦାଗକୁ ଘଟାଇବାକୁ ଚାହାନ୍ତି କି ? ଆପଣାନ୍ତୁ ଏହି ଉପାୟ

ଆଖି ତଳେ ହୋଇଥିବା କଳା ଦାଗ ମୁହଁକୁ ଅସୁନ୍ଦର କରିଥାଏ । ଏହି ସମସ୍ୟା ପାଇଁ କେତେକ ଆର୍ୟୁବେଦୀ ଉପରେ ନିର୍ଭୟ କଲେଣି ତ କେତେକ କଷ୍ଟମେଟିକ ଲଗେଇଲେଣି । ତେବେ ଏହି କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ…
Read More...