ଆଦିତ୍ୟପୁରରେ ହେବ ଦ୍ୱିତୀୟ ମହିଳା ରେଳ ଷ୍ଟେସନ

ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଝାଡଖଣ୍ଡର ଆଦିତ୍ୟପୁର ରେଳ ଷ୍ଟେସନ ଅତିଶୀଘ୍ର ସମ୍ପୁର୍ଣ୍ଣ ମହିଳା ରେଳ ଷ୍ଟେସନ ରୂପେ ଘୋଷିତ ହେବ । ଏନେଇ ଦକ୍ଷିଣ ପୂର୍ବ ରେଳ ବାଇ ଜୋନ୍ର ଚକ୍ରଧରପୁର ଡିଭିଜନରେ ଥିବା ଏହି ଷ୍ଟେସନରେ ମହିଳାଙ୍କୁ କର୍ମଚାରୀ ଭାବେ ନିଯୁକ୍ତି କରାଯିବା ସହ ମହିଳା ସୁରକ୍ଷା କର୍ମୀଙ୍କୁ ନିୟୋଜନ କରାଯାଉଛି । ଯେଉଁଥିପାଇଁ ପଶ୍ଚିମବଙ୍ଗ ହିଜିଲ ପରେ ଆଦିତ୍ୟପୁର ଦ୍ୱିତୀୟ ସମ୍ପୂର୍ଣ୍ଣ ମହିଳା ରେଳ ଷ୍ଟେସନ ହେବ ।

Comments are closed.