ଗୁମ୍ପାରେ ଫସିଥିବା ଫୁଟବଲ୍ ଟିମକୁ ଉଦ୍ଧାର ପାଇଁ ଜାରୀ ଉଦ୍ୟମ

ଥାଇଲାଣ୍ଡ ଫୁଟବଲ୍ ଖେଳାଳି ଓ ତାଙ୍କ କୋଚ୍ ୧୧ ଦିନ ହେବ ଫସି ରହିଛନ୍ତି ଗୁମ୍ଫାରେ, ଯାହାଙ୍କୁ ଉଦ୍ଧାର ପାଇଁ ଜୋରସୋରରେ ଉଦ୍ୟମ ଲାଗି ରହିଛି । ସେଥିରେ ଥିବା ସର୍ବମୋଟ ୧୨ ଜଣ ପିଲା ଓ ତାଙ୍କ ୨୫ ବର୍ଷିୟ କୋଚ୍ଙ୍କୁ ସୁରକ୍ଷା ଦେବା ପାଇଁ ଡାକ୍ତର, ବୁହାଳି, କାଉନ୍ସେଲଙ୍କ ସହ ନେଭି ସିଲର ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ଗୁମ୍ଫା ମଧ୍ୟରେ ପାଣିର ପରିମାଣ ଅଧିକ ଓ ତୀବ୍ର ଥିବାରୁ ପିଲାଙ୍କୁ ଆଣିବା ସମ୍ଭବ ହୋଇପାରୁନାହିଁ, ପରନ୍ତୁ ସମସ୍ତେ ଏବେ ପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି ।

Comments are closed.