ଚାକିରୀ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର

ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କୁ ଅବହେଳିତ କରାଯାଇ ବଳାତ୍କାର କରାଯାଉଛି । ସେହିପରି ମଧ୍ୟପ୍ରଦେଶରେ ଏକ ଲଜ୍ଜା ଘଟଣା ଘଟିଯାଇଛି, ଯେଉଁଠି ଚାକିରୀ ପ୍ରଲୋଭନରେ ଯୁବତୀକୁ ଗଣବଳାତ୍କାର କରାଯାଇଥିବାର ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ଏକ ଜଙ୍ଗଲ ମଧ୍ୟକୁ ନେଇ ଏପରି ଦୁଷ୍ମର୍ମ କରିବା ପରେ ଯୁବତୀଟି କୌଣସିମତେ ସେଠାରୁ ଖସି ଆସି ଥାନାରେ ପହଞ୍ଚି ଅଭିଯୋଗ କରିଛି । ପୋଲିସ ଏବିଷୟରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି ।

Comments are closed.