ଆଖି ତଳେ ଥିବା କଳା ଦାଗକୁ ଘଟାଇବାକୁ ଚାହାନ୍ତି କି ? ଆପଣାନ୍ତୁ ଏହି ଉପାୟ

ଆଖି ତଳେ ହୋଇଥିବା କଳା ଦାଗ ମୁହଁକୁ ଅସୁନ୍ଦର କରିଥାଏ । ଏହି ସମସ୍ୟା ପାଇଁ କେତେକ ଆର୍ୟୁବେଦୀ ଉପରେ ନିର୍ଭୟ କଲେଣି ତ କେତେକ କଷ୍ଟମେଟିକ ଲଗେଇଲେଣି । ତେବେ ଏହି କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ ଉପାୟ

-ଦୈନିକ ପ୍ରାୟ ୭ ଘଣ୍ଟା ଶୋଇବା ନିହାତି ଦରକାର ।
-ଭିଟାମିନ ବି୬ ଓ ବି୧୨ ଓ କ୍ୟାଲସିୟମକୁ ନିଜର ଖାଇବାରେ ମିଶାନ୍ତୁ, ଯାହା ଦ୍ୱାରା କଳା ଦାଗରୁ ମୁକ୍ତି ମିଳି ଥାଏ ।
– ଦିନରେ ଯେତେ ବି ବ୍ୟସ୍ତ ରହିଲେ ମୁହଁକୁ ୩ରୁ ୪ ଥର ଧୋଇବା ଦରକାର । ଏହା ସହ ପ୍ରଚୁର ପାଣି ପିଇବା ବି ଶରୀର ପାଇଁ ଓ କଳା ଦାଗ ପାଇଁ ଭଲ କାମ ଦିଏ ।
-ଯଦି ସିଗାରେଟ୍ କିମ୍ବା ମଦ୍ୟପାନ କରୁଥିବେ ତେବେ ଦୂରେଇ ରୁହନ୍ତୁ ।
– ବାହାରକୁ ଯିବା ପୂର୍ବରୁ ସନ୍ ସ୍ମିନ୍ ଲଗାଇବା ପାଇଁ ଭୁଲନ୍ତୁ ନାହଁ । ଏହାଦ୍ୱାରା ସୂର୍ଯ୍ୟ କିରଣ ଆଖି ତଳକୁ ଖରାପ କରିପାରେନି ।
– ଆଖି ତଳେ ମତ୍ସୋରାଇଜର କ୍ରିମ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଦ୍ୱାରା ସ୍କିନ୍ ନରମ ରହିବା ସହିତ ଆଖି ତଳ ଦାଗରୁ ମୁକ୍ତି ମିଳିଥାଏ ।

Comments are closed.