ଫେସବୁକ୍ ଜରିଆରେ ଲାଇଭ୍ ସୁଇସାଇଡ୍ କଲେ ଯୁବକ

ଫେସବୁକ ଜରିଆରେ ଲୋକମାନେ ଫଟୋ ଓ ଭିଡିଓ ଅପଲୋଡ କରୁଥିବା ବେଳେ ଲାଇଭ୍ ସୁଇସାଇଡ କଲେ ଯୁବକ । ଏହି ଭିଡିଓକୁ ୨୧୦୦ ଲୋକ ଲାଇଭରେ ଦେଖି ମଧ୍ୟ କେବଳ ଦେଖେଣାହାଣୀ ହୋଇ ରହିଲେ, ପରନ୍ତୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଲେ…
Read More...

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଭାରତ ଚତୁର୍ଥ

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛି ଭାରତ, ଯାହାକି ଭାରତବାସୀଙ୍କ ପାଇଁ ଗର୍ବର ବିଷୟ । ୨୦୧୭ ମସିହାରେ ଗ୍ଲୋବାଲ ଫାୟାର ପାୱାର ପକ୍ଷରୁ ବିଶ୍ୱର ୧୩୩ଟି ରାଷ୍ଟ୍ରର ପ୍ରତିରକ୍ଷା ଖର୍ଚ୍ଚ…
Read More...

ଫେକ୍ ଆକାଉଣ୍ଟଧାରୀଙ୍କୁ ଏବେ ଧରିବ ଫେସବୁକ୍ ର ନୂଆ ଫିଚର୍

ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି କେତେକ ଖଳ ପ୍ରକୃତିର ଲୋକ ଅନ୍ୟର ଡାଟା ଚୋରୀ କରିବା ସହିତ ଅନ୍ୟର ଫୋଟକୁ ନେଇ ଅପବ୍ୟବହାର କରିଥାନ୍ତି । ଯଦି ଆପଣ ବି ଏପରି କିଛି ଫେକ୍ ଆକାଉଣ୍ଟ ଖୋଲିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ…
Read More...

ବୃକ୍ଷାରୋପଣ କରି ଜନ୍ମଦିନ ପାଳିଲେ ସଞ୍ଜିବ

ଜନ୍ମ ଦିନକୁ ଆଡମ୍ବରପୂର୍ଣ୍ଣ କରିବା ପାଇଁ କିଏ ପାର୍ଟି କରନ୍ତି ତ ଆଉ କେହି ବିଭିନ୍ନ ଯାଗାକୁ ପରିଭ୍ରମଣ କରିଥାନ୍ତି । ପରନ୍ତୁ ନବରଙ୍ଗପୁରର ସଞ୍ଜିବ ସୁବୁଦ୍ଧି ନାମକ ଏକ ସ୍ୱେଚ୍ଛାସେବୀ ନିଜ ଜନ୍ମଦିନରେ ପରିବେଶକୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୧୮ରେ ଉଦଘାଟିତ ହେବ ଗୁରୁପ୍ରିୟା ସେତୁ

ଜଳ ସମସ୍ୟାର ସମାଧାନ ପାଇଁ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହୋଇସାରିଛି ଗୁରୁପ୍ରିୟା ସେତୁ, ଯାହାକୁ ଆସନ୍ତା ୧୮ ତାରିଖରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯୧୦ ମିଟର ଦୈଘ୍ୟ ବିଶିଷ୍ଟ୍ୟ ଏହି ସେତୁର…
Read More...

ଆଜି ବିଶ୍ୱ ସ୍ତରରେ ‘ମଲାଲା ଦିବସ’

ନାରୀମାନଙ୍କ ଶିକ୍ଷାଗତ ଅଧିକାରକୁ ଲଢେଇ କରିଥିବା ସକ୍ରିୟତାବାଦୀ ମଲାଲା ୟୁସିଫଜଈଙ୍କୁ ତ ସମସ୍ତେ ଜାଣନ୍ତି । ୧୯୯୭ରେ ଜନ୍ମିତ ମଲାଲାଙ୍କୁ ସବୁଦିନ ପାଇଁ ମନେ ରଖିବା ପାଇଁ ୨୦୧୪ ମସିହାରୁ ପ୍ରତିବର୍ଷ ୧୨ ଜୁଲାଇରେ…
Read More...

ଟିମ୍ ରାଉରକେଲା ପକ୍ଷରୁ ବନ ମହୋତ୍ସବ ପାଳିଲେ ଯୁବପିଢ଼ି

ପରିବେଶର ସନ୍ତୁଳନ ଦିନକୁ ଦିନ ବିଗିଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଉରକେଲାର ଯୁବପିଢିମାନେ ଏକତ୍ର ହୋଇ ଟିମ୍ ରାଉରକେଲା ସଂଘଠନ ଦ୍ୱାରା ବନ ମହୋତ୍ସବ ପାଳନ କରିଛନ୍ତି । ଏନେଇ ରାଉଲକେଲା ସ୍ଥିତ ସରକାରୀ…
Read More...

କପଡାରେ ବନ୍ଧା ହେଲା ରେଲୱେ ଟ୍ରାକ୍

ରେଳବାଇ କର୍ମଚାରୀଙ୍କ ଦ୍ୱାରା ରେଲୱେ ଟ୍ରାକର ସଂଯୋଗରେ ବନ୍ଧା ଗଲା କପଡା, ଯାହାକି ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ କେନ୍ଦ୍ର ରେଳବାଇ ସଫେଇ ଦେଇ କହିଛି କି କପଡା କେବଳ ଚିହ୍ନ ରୂପେ ଦିଆଯାଇଛି,…
Read More...

ବଲିଉଡ ଅଭିନେତା ଅଜୟ ଦେବଗନ୍ ଏବେ ବନିବେ ଚାଣକ୍ୟ

ବଲିଉଡ ଜଗତରେ ବୟସକୁ ପଛରେ ପକାଇ ସିନେମାରେ ଦମଦାର ଅଭିନୟ କରୁଥିବା ଅଜୟ ଦେବଗନଙ୍କୁ ଏବେ ଚାଣକ୍ୟ ରୂପେ ଦେଖିବାକୁ ମିଳିବ । ଭାରତର ଇତିହାସରେ ପ୍ରସିଦ୍ଧ ଥିବା ଚାଣକ୍ୟ ଏକାଧାରରେ ରାଜନୈତିକ ଚିନ୍ତକ, ଦାର୍ଶନିକ,…
Read More...

ବିଦେଶୀ ମହିଳାଙ୍କ ଗୁପ୍ତାଙ୍ଗରୁ ଜବତ ୪୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ୍

ଚୋରା କାରବାର କରିବା ପାଇଁ ଏବେ ମାଫିଆମାନେ ମହିଳାମାନଙ୍କୁ ଅଧିକ କ୍ଷେତ୍ରରେ ବ୍ୟବହାର କରୁଛନ୍ତି । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ବିମାନ ବନ୍ଦରରେ, ଯେଉଁଠି ସୀମା ଶୁଳ୍କ କର୍ତ୍ତୃପକ୍ଷମାନେ ୪…
Read More...