ଏ ବର୍ଷ ମିନାଝୋଲା ଶିବରାତ୍ରି ଫିକା :କଟକଣାରେ ଶିବ ଦର୍ଶନ

ଗୁଣୁପୁର, ସତ୍ୟନାରାୟଣ ସାହୁ, ୦୨/୦୩/୨୦୨୧ :  ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ଵେଲାମଗୁଡା ରାଜସ୍ବ ମଣ୍ଡଳୀ ଅଧିନସ୍ଥ କିମ୍ବଦନ୍ତୀ ଥିବା ଵହୁ ପୁରାତନ ମିନାଝୋଲା ଶିବରାତ୍ରି ଯାତ୍ରା ଚଳିତ ବର୍ଷ କରୋନା କଟକଣାରେ…
Read More...

୮ କୋଟି ଟଙ୍କାର ଜାଲ୍ ନୋଟ୍ ଜବତ

କୋରାପୁଟ, ୨ା୩ : କୋରାପୁଟର ପଟାଙ୍ଗୀ ଅଞ୍ଚଳରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଲ ଜବତ ହୋଇଛି । କାରରେ ଛତିଶଗଡ଼ ଯାଉଥିବା ବେଳେ ଏହି ନକଲି ନୋଟ୍ ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖିଛି ପଟାଙ୍ଗୀ ପୋଲିସ । ସୂଚନା…
Read More...

ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ କରୋନା

ଗଞ୍ଜାମ,୨ା୩: ଗଞ୍ଜାମରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ବ୍ୟକ୍ତିି କରୋନା ପଜିଟିଭ୍ ହୋଇଛନ୍ତି । ଗଞ୍ଜାମର ୪ଟି କେସ୍ ପରିକ୍ଷା ପାଇଁ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ…
Read More...

ଲିଭ୍-ଇନରେ ଦୁହିଁଙ୍କ ସହମତିରେ ସେକ୍ସ କରିବା ଦୁଷ୍କର୍ମ ନୁହେଁ: ସୁପ୍ରମକୋର୍ଟ

ନୂଆଦିଲ୍ଲୀ: ପ୍ରେମୀ ଯୁଗଳ ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ବା ସହମତିରେ ରଖିଥିବା ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ଗତ ସୋମବାର ସୁପ୍ରିକୋର୍ଟ ଏକ ମାମଲାର ଶୁଣାଣି କର ଏଭଳି ରାୟ ଦେଇଛନ୍ତି । ଦୁହିଁଙ୍କ…
Read More...

ଭିସୁଟ ମାମଲା: କିଟ୍ ଖରାପ ଯୋଗୁଁ ଆସିଥିଲା ପଜିଟିଭ୍

ବୁର୍ଲା, ୨ା୩: ବୁର୍ଲା ଭିସୁଟରେ କିଛି ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପ୍ରସଙ୍ଗରେ ଆସିଛି ନୂଆ ତଥ୍ୟ । ଭିସୁଟରେ କୌଣସି ଛାତ୍ରଛାତ୍ରୀ ପଜିଟିଭ୍ ଆସିନଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ…
Read More...

ଦୁର୍ଘଟଣା ଗ୍ରସ୍ତ କାରରେ ପ୍ରେସ ଲେଖି ଗଂଜେଇ ଚୋରା ଚାଲାଣ ହେଉଥିବା ଅଭିଯୋଗ

ବଲାଙ୍ଗୀର, ସୋମ୍ୟରଞ୍ଜନ ପୁରୋହିତ ଏବଂ ସୁଜାତା ମିଶ୍ର : ଗତକାଲି ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଦେଓଗାଁ ବଙ୍ଗଳା ଛକ ନିକଟରେ ବଲାଙ୍ଗିର ପଟୁ ଆସୁଥିବା ଟାଟା ଏ.ସି ଏବଂ ତୁଷୁରା ପଟୁ ଆସୁଥିବା କାର ମୁହାଁମୁହିଁ ଧକ୍କା…
Read More...

୧୦ ସଚିବଙ୍କୁ ୧୦ ଜିଲ୍ଲା ଦାୟିତ୍ୱ, ଜାଣନ୍ତୁ କିଏ କେଉଁଠି?

ଭୁବନେଶ୍ୱର, ୨ା୩ : ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ସଚିବ ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅଧିକାରୀମାନେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର ତଦାରଖ କରିବେ । ୩…
Read More...

ସୁନ୍ଦରଗଡ ରେ ତୃତୀୟ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ସଫଲ ଆୟୋଜନ

ବ୍ୟୁରୋ ରିପୋର୍ଟ : କଳା ସଂସ୍କୃତିର ମାଟି ସୁନ୍ଦରଗଡ ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ତୃତୀୟ ଜାତୟ ସମ୍ବଲପୁରୀ ସମ୍ମେଲନ୍ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଜାତୀୟ ସମ୍ବଲପୁରୀ ସମ୍ମେଲନ୍…
Read More...

ରାଜ୍ୟରେ ମାର୍ଚ୍ଚରୁ ମେ’ ଭୀଷଣ ଖରା!

ଭୁବନେଶ୍ୱର, ୧ା୩: ଚଳିତ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଓଡିଶାରେ ଭୀଷଣ ଖରା ହେବ । ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ ।…
Read More...

ରୋଷେଇ ଘରକୁ ମହଙ୍ଗା ମାଡ, ପୁଣି ବଢିଲା ଏଲପିଜି ଦର

ଭୁବନେଶ୍ୱର, ୧ା୩: ମଧ୍ୟବିତ୍ତ ଲୋକଙ୍କ ପାଇଁ ବଢିଲା ଚିନ୍ତା । ପେଟ୍ରୋଏ-ଡିଜେଲ ସହ ବଢିଲା ରୋଷେଇ ଗ୍ୟାସ୍ ଦର । ଆଜି ସିଲିଣ୍ଡର ପିଛା ୨୫ ଟଙ୍କା ବଢିଛି । ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ପିଛା ୮୪୫ ଟଙ୍କା ୫୦ ଟଙ୍କା…
Read More...