୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ , ଜାଣନ୍ତୁ କାହିଁକି

କେନ୍ଦ୍ରାପଡ଼ା : କୁମ୍ଭୀର ଗଣନା ପଇଁ ଆସନ୍ତା ମାସରେ ପର୍ଯ୍ୟଟକଙ୍କ ପାଇଁ ୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଜାନୁୟାରୀ ୨ ରୁ ଜାନୁୟାରୀ ୧୧, ୨୦୨୨ ପର୍ଯ୍ୟନ୍ତ କୁମ୍ଭୀର ଗଣନା ହେବାର ଯୋଜନା ଥିବାରୁ…
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର : ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ | ବ୍ରହ୍ମପୁର ଗ୍ରାମୀଣ କାର୍ଯ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ବଇଁଶୀଧର ସେଠୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ…
Read More...

କରୋନା ସଂକ୍ରମିତ ହେଲେ ସୌରଭ ଗାଙ୍ଗୁଲି !

ନୁଆଦିଲ୍ଲୀ : କରୋନା ସଂକ୍ରମିତ ହେଲେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି | ଦେଶରେ ଓମିକ୍ରନ୍ ବଢୁଥିବା ମାମଲା ମଧ୍ୟରେ ଗାଙ୍ଗୁଲିଙ୍କ ସଂକ୍ରମଣ ଏକ ଚିନ୍ତାର ବିଷୟ । ସୋମବାର ରାତିରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍…
Read More...

ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ବାଲେଶ୍ୱର(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ନୂଆ ଗାଁ ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ରାସଗୋବିନ୍ଦପୁର ପଞ୍ଚାୟତ ର ଅଁଳା ପଞ୍ଚାୟତ ତେନ୍ତୁଳିଗାଁ…
Read More...

ସନ୍ଦେହ ଜନକ ଅବସ୍ଥାରେ ଖାଦାନ ମଧ୍ୟରୁ ମୃତ ଦେହ ଉଦ୍ଧାର

ରାଜଗାଙ୍ଗପୁର(ଗିରିଜା ପ୍ରସାଦ ସାମଲ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶ ବାହାଲ ଅଞ୍ଚଳର ଏକ ଖାଦାନ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର ହେଉଛି |ପ୍ରାପ୍ତ…
Read More...

ଛାତରୁ ଡେଇଁ ମନୋଜ କାଣ୍ଡୁଲାନା ନାମକ ଜଣେ ବ୍ୟକ୍ତିଙ୍କ ଆତ୍ମ ହତ୍ୟା , ପୋଲିସର ତଦନ୍ତ ଜାରି

ସୁନ୍ଦରଗଡ(ସରୋଜ ସିଂ) : ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ କନିକା ଖଲିଆବାହାଲରେ ସାଧୁ ଚରଣ କୟାମ ନାମକ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରୁ ଡେଇଁ ମନୋଜ କାଣ୍ଡୁଲାନା ନାମକ ଜଣେ 29 ବର୍ଷ ବୟସ୍କ ବ୍ୟକ୍ତି…
Read More...

କଂଗ୍ରେସ ସେବାଦଳ ପକ୍ଷରୁ ସଦ୍‌ଭାବନା ରାଲି

ଭୁବନେଶ୍ୱର : ଦୀର୍ଘଦିନ ପରେ, ପଂଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସେବାଦଳର…
Read More...

କୋର୍ଟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଆଠଗଡ(ସନ୍ତୋଷ ବଳବନ୍ତରାୟ) : କଟକ ଜିଲ୍ଲା ନରସିଂହପୁର କୋର୍ଟ ପରିସରରେ ଆଜି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରୀତିଶ ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ…
Read More...

ଦଶପଲ୍ଲା ବିଧାୟକଙ୍କ ଦ୍ୱାରା ମାରାଥନ ଉଦଘାଟନ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ଓ ବେରୁଆଁ ବାରୀ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା…
Read More...

ବେଆଇନ କରତ କଳ ଉପରେ ବନ ବିଭାଗର ଚଢ଼ାଉ

ବାଲେଶ୍ୱର(ଲକ୍ଷ୍ମୀଧର ପ୍ରଧାନ) - ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମାଣିକପୁରା ସ୍ଥିତ ବେଆଇନ କାଠ କରତ କଳ ଉପରେ ବନ ବିଭାଗର ଚଢ଼ାଉ। ଜିଲ୍ଲା ବନଖଣ୍ଡ ଅଧିକାରୀ ବିମଲ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଧେଶ କ୍ରମେ…
Read More...