ଶୁଆକାଟି ଠାରେ ଭାରିଯାନ ଧକ୍କାରେ 15 ରୁ ଅଧିକ ଗୋରୁଙ୍କ ମୃତ୍ୟୁ

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ଗତ ବିଳମ୍ବିତ ରାତ୍ରିରେ କେନ୍ଦୁଝର ଜିଲ୍ଲା ଶୁଆକାଟି ଠାରେ ୧୪ ଚକିଆ ଟ୍ରକ ଧକା ରେ ଚାଲି ଯାଇଛି ୧୪ରୁ ଉର୍ଦ୍ଧ ଗୋରୁଙ୍କ ଜୀବନ | ଶୁଆକାଟି ତାରିଣୀ ମନ୍ଦିର ସନିକଟ ୪୯ ନମ୍ବର…
Read More...

ନୂଆଗାଁ ବ୍ଲକ ର ୧୫୫ ଜଣ ଛାତ୍ର ଛାତ୍ରୀ ଦେଲେ ତୃତୀୟ ମେଧାବୃତ୍ତି ପରୀକ୍ଷା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ୧୫୫ ଜଣ ଛାତ୍ର ଛାତ୍ରୀ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଛନ୍ତି ।ନୂଆଗାଁ ବ୍ଲକ୍ ସଦରମହକୁମା ଠାରୁ କିଛି ଦୂରରେ ଥିବା ନୂଆଗାଁ ଉଚ୍ଚ…
Read More...

ଚିଲିକାରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସବୋଟ ‘ଗରୁଡ଼’ ପରିଦର୍ଶନ କଲେ ରାଜ୍ୟପାଳ

ଟାଙ୍ଗି(ରାକେଶ କୁମାର ଜଗଦେବ) : ଚିଲିକାରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ଗରୁଡ଼କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରିଦର୍ଶନ କରିଛନ୍ତି। ଉକ୍ତ ହାଉସ ବୋଟରେ ରାଜ୍ୟପାଳ ଆଜି ରାତ୍ରିଯାପନ କରିବେ ବୋଲି…
Read More...

କାର ପୋଡି ଘଟଣାରେ ୨ଗିରଫ

ଟାଙ୍ଗୀ : କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ବଡପୋଖରିଆରେ ପଞ୍ଚାୟତରେ ଦେଖାଦେଇଥିଲା ହିଂସା । ଗତ ୨ତାରିଖ ରାତି ଅଧରେ କେହି ଦୂର୍ଵୁର୍ତ୍ତ ନିଆଁ ଲଗାଇ ଜାଳି ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟାଙ୍କ…
Read More...

ଭୋଟର ସଚେତନତା ରଥର ଶୁଭାରମ୍ଭ

ଜଗତସିଂହପୁର(ମହେଶ୍ୱର ତ୍ରିପାଠୀ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୋଟର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।ଜିଲ୍ଲାପାଳ ପରୂଲ ପଟୱାରି ପତାକା ହଲାଇ ଉଦଘାଟନ କରିଥିଲେ ।ତାଙ୍କ ସହିତ ଉପଜିଲ୍ଲାପାଳ…
Read More...

ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଦେଲେ ଏନ୍ ଆର୍ ଟି ଏସ ପରୀକ୍ଷା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଏନ୍ ଆର୍ ଟି ଏସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ର ବିଭିନ୍ନ ଉଚ୍ଚ…
Read More...

ସାମ୍ବାଦିକଙ୍କୁ ଆକ୍ରମଣ , ୫ ହଜାର ଟଙ୍କା ସହ ବ୍ଲୁ ଟୁଥ୍ ହେଡ୍ ଫୋନ୍ ଛଡାଇ ଗାଡି ଚାଳକ ନେଇଥିବା ଅଭିଯୋଗ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ଅମାନିଆ କାର୍ ଚାଳକ କାର୍ ଚାଳନା କରୁଥିଲେ ରଙ୍ଗ ସାଇଡ୍ ରେ ହେଲେ ଫଳ ହୋଇଥିଲା ଓଲଟା | ରାସ୍ତା ତଳକୁ ଖସିଲା କାର୍ , ରାସ୍ତା ତଳକୁ ଖସି ଧାନ ବିଲ ଗହୀରରେ ଓଲଟି ପଡିଲା କାର୍ | ଲହୁ…
Read More...

ଯୌତୁକ ନିର୍ଯାତନା , ବୋହୂକୁ ପିଟି ପିଟି ହତ୍ୟା ଅଭିଯୋଗ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି l ଜଣେ ବଧୂଙ୍କୁ ଯୌତୁକ ନିମନ୍ତେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ମାରିଦେଇଥିବାର ଥାନାରେ…
Read More...

ଟ୍ରକ୍ ଧକ୍କାରେ ବାଇକ୍ ଚୁର୍ ମାର୍,ଆରୋହୀ ଗୁରୁତର

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟସ୍ଥ ସାରସକେଲା ଓଡିଶା ସ୍ପଞ୍ଜ ଛକ ନିକଟରେ ଏକ(ଓଡି-୦୯-ଆର୍-୨୪୯୯) ୧୪ଚକିଆ ଟ୍ରକ ଧକ୍ଜାରେ (ଓଆର-ଜିର-୨-ବିପି-୪୫୮୮) ବାଇକ୍…
Read More...

କେନାଲରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ମୟୁରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : କେନାଲରୁ ନବ ଜାତକ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର | ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଭୀମତାଳି ଗ୍ରାମରେ | ଭୀମତାଳି ଗ୍ରାମ ନିକଟରେ ଥିବା କେନାଲରେ ଜଣେ ଶିଶୁପୁତ୍ରର…
Read More...