ଶୁଆକାଟି ଠାରେ ଭାରିଯାନ ଧକ୍କାରେ 15 ରୁ ଅଧିକ ଗୋରୁଙ୍କ ମୃତ୍ୟୁ

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ଗତ ବିଳମ୍ବିତ ରାତ୍ରିରେ କେନ୍ଦୁଝର ଜିଲ୍ଲା ଶୁଆକାଟି ଠାରେ ୧୪ ଚକିଆ ଟ୍ରକ ଧକା ରେ ଚାଲି ଯାଇଛି ୧୪ରୁ ଉର୍ଦ୍ଧ ଗୋରୁଙ୍କ ଜୀବନ | ଶୁଆକାଟି ତାରିଣୀ ମନ୍ଦିର ସନିକଟ ୪୯ ନମ୍ବର ଜାତୀୟ ରାଜପଥ ରେ ଏକ ୧୪ ଚକିଆ ଟ୍ରକ ଧକ୍କାରେ ଚାଲି ଯାଇଛି ୧୪ ରୁ ଉର୍ଦ୍ଧ ଗାଈ ଓ ବଳଦ ଙ୍କ ଜୀବନ | ଘଟଣା ସ୍ଥଳରେ ଶୁଆକାଟି ଫାଣ୍ଡୀ ପୋଲିସ ପହଁଚି ଗାଡିଟିକୁ ଜବତ କରିଥିବା ବେଳେ ତଦନ୍ତ ଜାରୀ ରଖିଛନ୍ତି | ତେବେ ଉକ୍ତ ଟ୍ରକ ଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା | ଗାଡିର ଡ୍ରାଇଭର ଓ ହେଲ୍ପର ଙ୍କୁ ଅଟକ ରଖଯାଇଥିବା ଜଣା ପଡିଛି |

Comments are closed.