ଭୋଟର ସଚେତନତା ରଥର ଶୁଭାରମ୍ଭ

ଜଗତସିଂହପୁର(ମହେଶ୍ୱର ତ୍ରିପାଠୀ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୋଟର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।ଜିଲ୍ଲାପାଳ ପରୂଲ ପଟୱାରି ପତାକା ହଲାଇ ଉଦଘାଟନ କରିଥିଲେ ।ତାଙ୍କ ସହିତ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଡେପୁଟି କଲେକ୍ଟର ବିନିତା ଦାଶ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା କ୍ରୀଡା ଅଧିକାରୀଣୀ ପ୍ରମୁଖ ଉପସ୍ଥିତ ଥିଲେ । 18 ବର୍ଷରୁ ଉର୍ଦ୍ଧ ଯୁବକ ଯୁବତୀ ମାନେ ନିଜର ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ କୁ ସଂଯୋଗ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Comments are closed.