ପରୀ ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ଅରାଜି

ନୟାଗଡ,୧୩ ।୧: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆଜି ହାଜର ହୋଇଛି ଅଭିଯୁକ୍ତ ନାବାଳକ । ଶୁଣାଣି ଶେଷ ହେବା ପରେ ରାୟକୁ ବୋର୍ଡ ପକ୍ଷରୁ ସଂରକ୍ଷିତ ରଖାଯାଇଛି ।…
Read More...

କଟକରେ ମାଞ୍ଜା ସୂତା ବ୍ୟାନ୍

କଟକ,୧୩ ।୧: ମକର ସଂକ୍ରାନ୍ତି ଅବସରରେ ଗୁଡି ଉଡା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । କଟକରେ ଚାଇନିଜ୍ ମାଞ୍ଜା ସୂତାକୁ ବ୍ୟାନ୍ କରିଛି ସିଏମସି । କାଚ ଲଗାଇ ପ୍ରସ୍ତୁତ ହେଉଥିବା…
Read More...

କିଛି ଘଣ୍ଟାର ବ୍ୟବଧାନରେ ତାମ୍ପରାରେ ୩ ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମପୁର,୧୩ ।୧: ଗଞ୍ଜାମ ଜିଲ୍ଲା ତାମ୍ପରା ଏନଏଚ-୧୬ରେ ପୁଣି ଦୁର୍ଘଟଣା ଘଟିଛି । କିଛି ଘଣ୍ଟାର ବ୍ୟବଧାନ ଭିତରେ ପୁଣି ଏକ ଟ୍ରକ ଓଲଟି ପଡିଛି । ଟ୍ରକଟି ପାର୍କିଂ ବେଳେ ଓଲଟି ପଡିବାରୁ ଘଟଣାସ୍ଥଳରେ ଡ୍ରାଇଭରର…
Read More...

କୋଭିସିଲ୍ଡ ପରେ ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ୱର, ୧୩ା୧: କୋଭିସିଲ୍ଡ ପରେ ଆଜି ଭୁବନେଶ୍ବରରେ ପହଞ୍ଚିଛି କୋରୋନା ଟିକା କୋଭାକ୍ସିନ । ଭାରତ ବାୟୋଟେକ ଓ ICMR ଦ୍ବାରା ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଛି…
Read More...

ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଫି ଛାଡ଼

ଭୁବନେଶ୍ୱର,୧୨।୧: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଛାଡ଼ ହୋଇଛି ମାଟ୍ରିକ୍‌ ପରୀକ୍ଷା ଫି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ୍‌ ପରୀକ୍ଷା ଫି ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…
Read More...

ବିବାହ ଶେଭାଯାତ୍ରାକୁ ରାଜ୍ୟ ସରକାରଙ୍କ ଅନୁମତି, ଆସିଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର,୧୨ ।୧: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଅନେକ ନିୟମ ମଧ୍ୟ କୋହଳ କରାଯାଉଛି । ଏହାରି ମଧ୍ୟରେ ବିବାହ ଶୋଭାଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସିଙ୍କ ପକ୍ଷରୁ…
Read More...

୩ଟି କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ ।୧: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ କୃଷି ଆଇନ ଉପରେ ଆଜି ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ କାର୍ଯ୍ୟକାରୀରେ ରୋକ୍ ଲାଗିଛି । ସମସ୍ତ ୩ଟି…
Read More...

ଆଜି ଓଡିଶା ଆସୁଛି ଟିକା

ଭୁବନେଶ୍ୱର,୧୨ ।୧: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବା ନେଇ ଘୋଷଣା ପରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ଆଜି ଓଡ଼ିଶାକୁ ଆସୁଛି କୋଭିଡ ଟିକା । ସ୍ବତନ୍ତ୍ର ସ୍ପାଇସ ଜେଟ ବିମାନରେ…
Read More...

ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ କରୋନା ପଜିଟିଭ୍

ନୂଆଦିଲ୍ଲୀ,୧୨ ।୧: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖୋଳିବା ପାଇଁ ଥାଇଲାଣ୍ଡରେ ଥିବା ବେଳେ ସେଠାରେ ତାଙ୍କୁ କ୍ୱାରେଣ୍ଟାଇନରେ…
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ଡ୍ୟାମରେ ଛଡାଗଲା ୫ ଲକ୍ଷ ଯାଆଁଳ

ମାଲକାନଗିରି, ଅପୂର୍ବ ଥଣ୍ଡର : ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ଡ୍ୟାମରେ ୫ ଲକ୍ଷ ମାଛ ଯାଆଁଳ ଆଜି ଛଡା ଯାଇଛି । ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଡ୍ୟାମରେ ଜିଲ୍ଲା ପରିସଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ ଏବଂ ମାଲକାନଗିରି…
Read More...