ତିହାର ଜେଲରେ ରହିବେ ସିସୋଦିଆ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲ୍‌ରେ…
Read More...

ତାମିଲନାଡୁରେ ପ୍ରବାସୀଙ୍କ ହତ୍ୟା ଘଟଣା ଖଣ୍ଡନ କଲେ ବିହାର ପୋଲିସ

ପାଟନା : ତାମିଲନାଡ଼ୁରେ ବିହାରୀ ଶ୍ରମିକମାନଙ୍କ ସହ ମାରପିଟ କରାଯାଉଥିବା ଅଭିଯୋଗକୁ ବିହାର ପୁଲିସ ଖଣ୍ଡନ କରିଛି। ବିହାର ପୁଲିସ କହିଛି ଯେ ଏଭଳି ଅଭିଯୋଗ ଏକ ମାରାତ୍ମକ ଷଡ଼୍‌ଯନ୍ତ୍ରର ଅଂଶବି‌ଶେଷ। ପୁଲିସ…
Read More...

ଚିକିତ୍ସା ଉପରେ ଗୁରୁତ୍ବ ଦେବା ସରକାରଙ୍କ ପ୍ରଥମ କାମ,, ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ…
Read More...

ଆଜି ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ :‌ ମଙ୍ଗଳବାର ପବିତ୍ର ଦୋଳପୂର୍ଣ୍ଣିମା। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ ସକାଳ ୮ଟାରୁ ଶ୍ରୀଜିଉଙ୍କ ସୁନାବେଶ ତଥା ରାଜାଧିରାଜ ବେଶ ଆରମ୍ଭ…
Read More...

ପୁଣି ସିବିଆଇ ଜାଲରେ ଛନ୍ଦି ହେଲେ ଲାଲୁ

ନୂଆଦିଲ୍ଲୀ :ବହୁ ଚର୍ଚ୍ଚିତ ରେଳବାଇ ଚାକିରି ପାଇଁ ଜମି କାରବାର ଘଟଣାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସମନ କରିଛି ସିବିଆଇ। ତାଙ୍କୁ ମଙ୍ଗଳବାର ଜେରା ପାଇଁ ସିବିଆଇ ଦିନ ଧାର୍ଯ୍ୟ କରିଛି। ଏହି ଘଟଣାରେ…
Read More...

ବୌଦ୍ଧ ଥାନା ଅଂଚଳର 3 ଗୋଟି ଗ୍ରାମରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଂଜେଇ ଜବତ୍

ବୌଦ୍ଧ:ବୌଦ୍ଧ ପୋଲିସ କୁ ବଡ ସଫଳତା ମିଳିଛି । ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି । ଅପରେସନ ଗାଞ୍ଜା କ୍ଲିନ ଅଭିଜାନରେ ବୌଦ୍ଧ ଥାନା ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ୩ଟି ଗ୍ରାମରୁ ପୋଲିସ୍ ଜବତ କରିଛି ୨୦କୁଇଣ୍ଟାଲ…
Read More...

ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ୍ କରନ୍ତୁ କଲରା ,, ମିଳିବ ଏହି ସବୁ ଫାଇଦା

କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଦେହ ପାଇଁ ମହୌଷଧି ପରି କାର୍ଯ୍ୟ କରିଥାଏ। ମସ୍ତିଷ୍କ ଓ ପେଟ ପର୍ଯ୍ୟନ୍ତ ଶରୀରର ସମସ୍ତ ଅଙ୍ଗକୁ କଲରା ସୁସ୍ଥ ରଖିଥାଏ। କଲରାରେ ଆଣ୍ଟିବାୟୋଟିକ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି…
Read More...

ଆପଣ ଖାଉଛନ୍ତି କି ବାସି ଖାଦ୍ୟ ହୋଇ ଯାଆନ୍ତୁ ସାବଧାନ

ଅନେକଙ୍କ ଘରେ ଖାଦ୍ୟ ବଳେ। ସେମାନେ ବଳକା ଖାଦ୍ୟକୁ ଫ୍ରିଜ୍‌ରେ ରଖି ଦିଅନ୍ତି ଓ ପରେ ଏହାକୁ ଗରମ କରି ଖା’ନ୍ତି। ସେହିଭଳି ଆଉ କେହି କେହି ରୋଷେଇ କରିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ପୂରା ଦିନ ପାଇଁ ଗୋଟିଏ ଥରରେ…
Read More...

ଉମେଶ ପାଲଙ୍କ ହତ୍ୟା ଘଟଣା : ଏନକାଉଣ୍ଟରରେ ଟଳିଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଓସମାନ ଚୌଧୁରୀକୁ ଏନକାଉଣ୍ଟର କରିଛି ପୁଲିସ୍‌। ଓସମାନ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା…
Read More...

ଆଦାନୀଙ୍କୁ ଟାର୍ଗେଟ କରି ଏମିତି କହିଲେ ରଘୁରାମ

ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ସଂସ୍ଥା ହିଣ୍ଡେନ୍‌ବର୍ଗ ଯେଉଁ ଅଭିଯୋଗ ଆଣିଛି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାହିଁକି ତାହାର ମୂଳକୁ ଯାଉନାହିଁ। ସେବିକୁ ତଦନ୍ତ ଏଜେନ୍ସିର…
Read More...