ନିମ୍ନ ଅଭିବୃଦ୍ଧି ନେଇ ଚିନ୍ତାରେ ରଘୁରାମ ରାଜନ

ନୂଆଦିଲ୍ଲୀ : ଭାରତର ନିମ୍ନ ଅଭିବୃଦ୍ଧି ହାରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି। ସେ ଅତୀତର ‘ହିନ୍ଦୁ ଅଭିବୃଦ୍ଧି ହାର’ କଥା ମନେ ପକାଇ କହିଛନ୍ତି ଯେ…
Read More...

ବିରୋଧୀଙ୍କୁ ଟାର୍ଗେଟ କରି ଏମିତି କହିଲା କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ସରକାରୀ ସମ୍ପତ୍ତିଗୁଡ଼ିକୁ ସରକାର ଆଖିବୁଜା ବିକ୍ରି କରୁଥିବା ନେଇ ବିରୋଧୀ ଦଳଗୁଡ଼ିକ କରୁଥିବା ଅଭିଯୋଗକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ…
Read More...

ସିବିଆଇ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଆପ

ନୂଆଦିଲ୍ଲୀ :ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି । ସିବିଆଇ ଅଧିକାରୀମାନେ ଚାହୁଁଛନ୍ତି ଯେ ସେ ଏକ ମିଥ୍ୟା…
Read More...

ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଆଉ ନିଜ ଓଜନ କରନ୍ତୁ ନିୟନ୍ତ୍ରଣ

ଜୀବନଶୈଳୀ ବଦଳିବା ସହ ଲୋକଙ୍କ ଓଜନ ବଢ଼ିବା ସମସ୍ୟା ବର୍ତ୍ତମାନ ସାଧାରଣ ହୋଇଯାଇଛି। କିଛି ଖାଦ୍ୟ-ପାନୀୟର ବ୍ୟବହାର କଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇ ପାରିବେ। ଜାଣନ୍ତୁ ଏମିତି କିଛି ପନିପରିବା ବିଷୟରେ ଯାହାକୁ…
Read More...

ମୋଦିଙ୍କୁ ଭେଟିଲେ ବିଲ ଗେଟସ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଭାରତର ପ୍ରଗତି ଓ ନବୋଦ୍ଭାବନ ଉପରେ ଆଲୋଚନା କରିଥିଲେ। ଏହାଦ୍ବାରା ସମଗ୍ର ପୃଥିବୀ ଉପକୃତ ହେଉଛି…
Read More...

କାହିଁକି ଏମିତି କହିଲି ଧନୀ ରାଷ୍ଟ୍ରକୁ ନେଇ ଜାତିସଂଘ ମୁଖ୍ୟ

ଦୋହା (କାତାର) : ବିଶ୍ବର ଧନୀ ରାଷ୍ଟ୍ରଗୁଡ଼ିକ ଅତ୍ୟଧିକ ସୁଧହାର ଓ ତେଲମୂଲ୍ୟ ବୃଦ୍ଧି ମାଧ୍ୟମରେ ଗରିବ ଦେଶଗୁଡ଼ିକର ତଣ୍ଟି ଚିପୁଛନ୍ତି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଶନିବାର ଅଭିଯୋଗ କରିଛନ୍ତି।…
Read More...

ଋଷକୁ ସାମରିକ ସହଯୋଗ କରିବ ଚୀନ

ୱାସିଂଟନ : ପ୍ରାରମ୍ଭିକ ଆମେରିକୀୟ ଗୋଇନ୍ଦା ସୂଚନା ଅନୁସାରେ ୟୁକ୍ରେନ୍ ବିରୋଧରେ ଲଢ଼ିବା ଲାଗି ଚୀନ୍ ମାରାତ୍ମକ ଅସ୍ତ୍ରଶସ୍ତ୍ର ରୁଷ୍‌କୁ ଦେବାକୁ ଚିନ୍ତା କରୁଛି। ଏହି ଗୋପନୀୟ ସୂଚନା ବାଇଡେନ ପ୍ରଶାସନରେ ଚିନ୍ତା…
Read More...

କର୍ଣ୍ଣାଟକରେ ନିର୍ବାଚନ ଲଢିବ ଆପ ଆରମ୍ଭ କରିଲାଣି ପ୍ରସ୍ତୁତି

ନୂଆଦିଲ୍ଲୀ :ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) କର୍ଣ୍ଣାଟକାରେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବ। ଚଳିତ ବର୍ଷ ମେ’ ମାସରେ ସମ୍ଭବତଃ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା…
Read More...

ଦିଲ୍ଲୀ ଏମ୍ସରେ ଆରମ୍ଭ ହେଲା ଲାଇଭ ଲିଭର ଡୋନର ପ୍ରତ୍ୟାରୋପଣ

ନୂଆଦିଲ୍ଲୀ : ଦେଶରେ ଯକୃତ (ଲିଭର୍‌) ଜନିତ ରୋଗ ଦିନକୁ ଦିନ ବଢ଼ୁଛି। ଏହା ସହ ଲିଭର୍‌ ପ୍ରତିରୋପଣ ଚାହିଦା ମଧ୍ୟ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍‌ସ ଜୀବିତ ବ୍ୟକ୍ତି ଦାନରୁ ମିଳୁଥିବା ‘ଲାଇଭ୍‌…
Read More...

ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ମିନ୍‌ସ୍କ : ୨୦୨୨ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲେସ୍‌ ବାଲିୟାତ୍‌ସ୍କିଙ୍କୁ ବେ‌ଲାରୁଷ୍‌ର ଏକ ଅଦାଲତ ୧୦ ବର୍ଷର ଜେଲଦଣ୍ଡ ଦେଇଛନ୍ତି। ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କୁ ସେ ପାଣ୍ଠି ଯୋଗାଉଥିବା ଅଭିଯୋଗରେ…
Read More...