ପୁଲିସ ଭବନ ତୋରଣରେ ପୂଜା ପାଇବେ ମା

ଭୁବନେଶ୍ୱର : ଏଥର ପୁଲିସ ଭବନରେ ପୂଜା ପାଇବେ ମା ଦଶ ଭୁଜା ଦୁର୍ଗା । ବୀର ସୁରେନ୍ଦ୍ର ସାଏ ନଗର ସାର୍ବଜନନୀ ଦୁର୍ଗାୂଜା କମିଟି କ୍ଷରୁ ଏହି ମଡେଲର ତୋରଣ ନିର୍ମାଣ କର।।ଉଛି । କମିସନରେଟ ପୁଲିସ ସେବା ଭବନ ର ବିଶାଳ ତା ଆକର୍ଷଣୀୟ ଚେହେରା ବେର୍ଷ ଭିଏସଏସନଗର ତୋରଣରେ ପ୍ରତିଫଳିତ ହେବ । ପୁଲିସ ସେବା ଭବନର ବିଶାଳ ଆକୃତି ଭଳି ଏଠାରେ ୪୦ ଫୁଟ ଉଚ୍ଚତାର ବିରାଟ ତୋରଣ ନିର୍ମାଣ କର।ଯାଉଛି ।

ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ପାଇଁ ସବୁଥରକ ଭଳି ଏଥର ମଧ୍ୟ ଭିଏସ୍‌ଏସିି୍‌ ନଗର ପୂଜା ସମିତି ଏପରି ପରିକଳ୍ପଲା କରିଛି । ୧୯୭୮ ମସିହାରୁ ଆରମ୍ଭ ହୋଇଥିବା ହେି ଦୁର୍ଗା ପୂଜା ଚଳିତ ବର୍ଷ ୪୪ବର୍ଷରେ ପର୍ଦାଣ କରିଛି । ମୃର୍ତ୍ତୀର ଉଚ୍ଚତା ୧୫ଫୁଟ ହେଉଥିବା ବେଳେ ବାରଙ୍ଗ ଫୁଲୋଖରୀରୁ ଆସୁଥିବା ଜରି ମେଢର ଉଚ୍ଚତା ୧୮ ଫୁଟ ରହିଛି । ସେହିପରି ଆକର୍ଷଣୀୟ ହେଉଛି ମା ଙ୍କର କଶ୍ୱର୍ ଦେବାଦେବୀଙ୍କ ରୁା ମୁକୁଟ ଓ ରୁପାହାରରେ ସଜେଇ ଦିଆଯିବ ।

Comments are closed.