ରାଜପ୍ରସାଦରେ ବିରାଜିବେ ମା ଦୁର୍ଗା
ଭୁବନେଶ୍ୱର : ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ୟୁନିଟ୍-୪ ଭୌମନଗର ଦୁର୍ଗାୂଜା ଚଳିତ ବର୍ଷ ୩୪ ବର୍ଷରେ ପର୍ଦାଣ କରିଛି । ମା ଙ୍କର ସୁନ୍ଦର ତଥା ଆକର୍ଷଣୀୟ ରୁା ମୁକୁଟ ପାଇଁ ପ୍ରସିଦ୍ଧ ଏହି ପୂଜାର ଚଳିତ ବର୍ଷ ରାଜ୍ରସାଦ ତୋରଣ କର।।ଉଛି । ଶୁଭ୍ର ୍ରସାଦ ଭିତରେ ରୁା ମୁକୁଟ ିନ୍ଧି ମା ଭକ୍ତ ମାନଙ୍କୁ ଦର୍ଶନ ଦେବେ ।
ଏହି ତୋରଣର ଉଚ୍ଚତା ୪୦ଫୁଟ ଓ ଲମ୍ବ ୧୨୦ ଫୁଟ ରହିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୫ ଦିନ କାଳ ମା ଙ୍କର ପୂଜାର୍ଚ୍ଚନା କରାଯିବ । ପ୍ରସାଦ ଭୋଗଲାଗି ଚର୍ଚ୍ଚାରେ ରହୁଥିବା ଏହି ମଣ୍ଡିବ । ପ୍ରସାଦ ଭୋଗଲାଗି ଚର୍ଚ୍ଚାରେ ରହୁଥିବା ଏହି ମଣ୍ଡପରେ ଏଥର ସପ୍ତମୀ ପୂଜାଠାରୁ ଦଶମୀ ର୍ପ୍ୟନ୍ତ ଭକ୍ତମାନଙ୍କୁ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି । ପ୍ରତିଦିନ ସଂନ୍ଧ୍ୟା ସାଂସ୍କୁତିକ କ୍ରା୍ୟକ୍ରମ ମଧ୍ୟ ରହିଛି । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ ।
Comments are closed.