Browsing Category

ଓଡ଼ିଶା

ବ୍ରିଟେନକୁ ପୁଣି ଫେରିଲା ଲକଡାଉନ୍

ନୂଆଦିଲ୍ଲୀ, ୫ା୧ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବଢ଼ିବାରେ ଲାଗିଛି । ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ ପ୍ରଶାସନର ଚିନ୍ତା ବଢିଛି । ତେଣୁ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ…
Read More...

୧୮ରୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର,୪ ।୧ : କରୋନା ସଂକ୍ରମଣ କମିବାରୁ ଧିରେ ଧିରେ ରାଜ୍ୟର ଧର୍ମାନୁଷ୍ଠାନଗୁଡିକ ଖୋଲିବାରେ ଲାଗିଛି । ପୁରୀ ଶ୍ରୀମନ୍ଦିର, ଗଞ୍ଜାମ ଓ ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ପରେ ଆସନ୍ତା ଜାନୁଆରୀ ୧୮ ତାରିଖରେ…
Read More...

ଏଇ ମାସରେ ଆସିପାରେ ଟିକା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର, ୪ ।୧: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି, କିନ୍ତୁ ନୂଆ ଷ୍ଟ୍ରେନ୍ ପୁଣି ଚିନ୍ତା ବଢାଇଛି । ଅନ୍ୟପଟେ ଓଡିଶାକୁ ଖୁବ ଶୀଘ୍ର କରୋନା ଟିକା ଆସିପାରେ ବୋଲି ଆଶା ପ୍ରକାଶ କରିଛନ୍ତି…
Read More...

ବିଧାୟକ ପ୍ରଦୀପ ମାମଲା: ସିଡି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪ ।୧ : ଠକେଇ ଘଟଣାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ମାମଲାରେ କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ସପ୍ତାହରେ ଏହି…
Read More...

ନ୍ୟାୟ ନମିଳିବାରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ

ଖୋର୍ଦ୍ଧା, ୪ ।୧: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମାହୂତି ଉଦ୍ୟମ । ଆତ୍ମାହୂତି ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ବୋଲଗଡ ବାଙ୍କୋଇର ବ୍ରଜବନ୍ଧୁ ସାହୁ ହୋଇଥିବା ସୂଚନା ମିଳିଛି ।…
Read More...

ମନ୍ଦିର ପରିସରରେ ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର, ସନ୍ତୋଷ କୁମାର ଶତପଥି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ଭାଲୁ । ଗତକାଲି ରାତି ପ୍ରାୟ 10 ଘଣ୍ଟା ସମୟରେ ତେନ୍ତୁଳିଖୁଣ୍ଟି ସ୍ଥିତ ତାରିଣୀ ମନ୍ଦିର ପରିସରରେ ଏକ ଭାଲୁ…
Read More...

ଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର, ୪ା୧ :ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧର ଆଜି ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗକୁ ବଢ଼ାଇ ଚର୍ଚ୍ଚାରେ କନିଷ୍ଠ ସହକାରୀ ଯନ୍ତ୍ରୀ ସମୀର ଦାସ

ମାଲକାନଗିରି, ଅପୁର୍ବ ଥଣ୍ଡର : ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସମୀର ଦାସ । ୨୦୧୭ ମସିହାରୁ କାଲିମେଳାରୁ ବଦଳି ହୋଇ ଆସିଥିଲେ ଯନ୍ତ୍ରୀ ସମୀର ଦାସ। ଦୀର୍ଘ ଚାରି ବର୍ଷ ଭିତରେ…
Read More...

ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଜାଣନ୍ତୁ କେବେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା?

ଭୁବନେଶ୍ୱର,୨ ।୧ : ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଚିନ୍ତାରେ ଥିବା ଛାତ୍ରଛାତ୍ର ଓ ଅଭିଭାବକଙ୍କ ପାଇଁ ଆସିଛି ଖୁସି ଖବର । ଚଳିତ ମାସ ଅର୍ଥାତ୍ ଜାନୁଆରୀ ୮ରୁ ସ୍କୁଲ ଖୋଲିବାକୁ ଯାଉଛି । ଜାନୁଆରୀ ଏପ୍ରିଲ ୨୮ ତାରିଖ…
Read More...

ସାବଧାନ୍ ଚାଳକ୍ ! ଏଣିକି ଡବଲ ହେଲମେଟ୍ ନପିନ୍ଧିଲେ ଲାଇସେନ୍ସ ବାତିଲ

ଭୁବନେଶ୍ୱର, ୨ା୧ : ନୂଆବର୍ଷ ଆରମ୍ଭରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ସଡକ ସୁରକ୍ଷା ଓ ଡବଲ ମେଲମେଟକୁ ଏବେ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ନୂଆବର୍ଷରୁ ଟ୍ୱିନସିଟିରେ ଡବଲ ହେଲମେଟ ଚେକିଂ ଜୋରଦାର…
Read More...