Browsing Category

ଓଡ଼ିଶା

ନବୀନ କହିଲେ ବିକାଶ ମୂଳକ ବଜେଟ

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ପେପରମୁକ୍ତ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ(ଗ୍ରୀନ୍ ବଜେଟ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ ଏହା ପ୍ରଗତିଶୀଳ, ବିକାଶକେନ୍ଦ୍ରିକ ଓ ଗରିବଙ୍କ…
Read More...

ଆଡ଼ପ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଡ଼ପ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଶେଷରେ କାଳିଆ ଠାକୁର ଜନ୍ମବେଦୀରେ ବିରାଜମାନ କରିଛନ୍ତି । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଭଜନ…
Read More...

ସହଯୋଗୀ ବାଛିଲେ ବାଚସ୍ପତି

ଭୁବନେଶ୍ୱର : ଗୃହକାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅଧିଷ୍ଠାତା ମଣ୍ଡଳୀ ଓ କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରିଛନ୍ତି  । ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର,…
Read More...

୪ ଦିନ ଯାଏ କାଚିବ ବର୍ଷା, ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ବାଂଲାଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…
Read More...

ଗାଁରୁ ବିକି ଦେଇଥିଲେ ଶିଶୁ କନ୍ୟା

ଯାଜପୁର ଟାଉନ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପ୍ରକଟପୁର ଗାଁରୁ ବିକ୍ରି ହୋଇଥିବା ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗାଁର ଦମ୍ପତି ସୁରେଶ ଦାସ ଓ ଲିଜାରାଣୀ ଦାସ ନବଜାତ ଶିଶୁ କନ୍ୟା ବିକ୍ରି କରିଥିବା ଘଟଣା…
Read More...

ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ

ପୁରୀ : ପୁରୀ ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଏଥର ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ । ୭ ଜଣ ସେବାୟତଙ୍କ ୨୦ଟି ଚୁଲି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅବଶିଷ୍ଟ ଶତାଧିକ ଚୁଲି ସୁରକ୍ଷିତ ରହିଛି ।…
Read More...

ବିଧାନସଭାରେ ବଜେଟ

ଭୁବନେଶ୍ବର :  ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟରେ ଶିକ୍ଷା , ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ରୂପାନ୍ତରିକରଣ ଉପରେ ଗୁରୁତ୍ୱ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…
Read More...

ବିଜେବି କଲେଜ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ବିଜେବି କଲେଜରେ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ମୃତଦେହ ନିକଟରୁ ସୁଇସାଇଡ଼ ନୋଟ ଜବତ କଲା ପୋଲିସ। ଦୀର୍ଘ ଦିନ ହେବ ତିନିଜଣ ସିନିଅର ନିର୍ଯାତନା ଦେଉଥିବା ସୁଇସାଇଡ ନୋଟରେ  ଉଲ୍ଳେଖ…
Read More...

ଆଜି ରାଜ୍ୟରେ କରୋନା ପଞ୍ଝାରୁ ୭୧ ମୁକ୍ତ

ଭୁବନେଶ୍ୱର : ରାଜ୍ୟରୁ ଆଉ ବୁଧବାର ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୦,୦୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ…
Read More...

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମିଳିତ ଶିକ୍ଷକ ସଂଘ ସଭାପତି ଚିନ୍ତାମଣି…
Read More...