Browsing Category

ଓଡ଼ିଶା

କାଲି ବାହୁଡା଼ ,ଆଜି ୪ଟା ଯାଏ ପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ତା’ ପୂର୍ବରୁ ଆଜି ଅପରାହ୍ନ ୪ଟା ଯାଏ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଆଡ଼ପ…
Read More...

ଆଜି ଓଡିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ…
Read More...

କାହିଁକି ମିଛ ରିପୋର୍ଟ ଦେଲେ ଜିଲ୍ଲାପାଳ

କୋଇଡା: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇଛନ୍ତି ବିଡିଓ! ଗାଁକୁ ନଯାଇ ଅଫିସ୍‌ରେ ବସି ରିପୋର୍ଟ ପ୍ରସ୍ତୁତ କରି ଦେଇଥିବା ଆଲୋଚନା ହେଉଛି। ବିଡିଓ ମହାଶୟ କେବଳ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇନାହାନ୍ତି,…
Read More...

ଧାରଣା ଦେଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ପାଳନ କରାଯାଉଛି ୭୩ ତମ ବନ ମହୋତ୍ସବ । ଏହି ଅବସରରେ ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ତରଫରୁ ବନ ମହୋତ୍ସବ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । କିନ୍ତୁ ଏହି ସରକାରୀ କାର୍ୟ୍ୟକ୍ରମକୁ ଜନ…
Read More...

ଗଛରେ ପିଟି ହେଲା କାର, ଚାଲିଗଲା ଜୀବନ

ଅନୁଗୁଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଅନୁଗୁଳ କୁଇଓ ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ…
Read More...

ଆଜି ରାଜ୍ୟରେ କରୋନା ପଞ୍ଝାରୁ ମୁକୁଳିଲେ ୨୧୮ଜଣ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୧୮ ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ଏହାକୁ ମିଶାଇ ୧୨ଲକ୍ଷ ୮୦ହଜାର ୭୫୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

କଲେଜରେ ସିଟ୍ ପାଇଁ କିଛି ଅସୁବିଧା ହେବନି

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କ ଆଡମିସନ୍ ନେଇ ନିଜର ମତ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ସେ କହିଛନ୍ତି, ଯେଉଁ କଲେଜରେ ଯେତିକି ସିଟ୍, ସେହି…
Read More...

ପୁଣି ବିଜେବି କଲେଜରେ ଛାତ୍ରଙ୍କୁ ରାଗିଂ

ଭୁବନେଶ୍ୱର : ରାଗିଂ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ଚାଲିଥିବା ଝଡ଼ ଏପର୍ଯ୍ୟନ୍ତ ଥମି ନାହିଁ। ରୁଚିକାଙ୍କୁ ନ୍ୟା୍ୟ ଦେବା ପାଇଁ ଛାତ୍ର ସଂଗଠନ ଓ ପରିବାର ଲୋକେ ୬ ଦିନ ହେବ କଲେଜ…
Read More...

ଆସିଲେନି ମୁଖ୍ୟମନ୍ତ୍ରୀ ,ବିରୋଧୀ ଦଳ ନେତା ସରିଲା ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆଜି ଶେଷ ହୋଇଛି । ଗୃହକୁ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଗୃହରେ…
Read More...

ସଙ୍କଟରେ ଗଜରାଜ, ପୁଣି ବଳି ପଡ଼ିଲା ଦନ୍ତା

ଢେଙ୍କାନାଳ : ସଙ୍କଟରେ ଗଜରାଜ। ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି। ହିନ୍ଦୋଳ ରେଞ୍ଜ ଅସରଡା ଜଙ୍ଗଲରେ ବାରହା…
Read More...