Browsing Category

ଓଡ଼ିଶା

ବିଜେପି ରେଞ୍ଜ ନରସିଂହପୁରରେ ହାତୀ ଆତଙ୍କ , ହାତୀ ଆକ୍ରମଣରେ ୨ ଆହତ ୧ ଗୁରୁତର

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ନରସିଂପୁର ସଂସାରଡ଼ିହି ସାହିରେ ହାତୀ ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼…
Read More...

ଗାତେରୀ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତରେ ସରପଞ୍ଚ ସସ୍ମିତା ସାହାଣୀଙ୍କ ତତ୍ତ୍ଵାବଧାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ…
Read More...

ପୁଣି କମିଲା ଖାଇବା ତେଲ

ନୂଆଦିଲ୍ଲୀ: ଖାଇବା ତେଲର ବଜାର କିଛି ଦିନ ଗରମ ରହିବା ପରେ ଏବେ ସାଧରଣ ଜନତାଙ୍କୁ ସାମାନ୍ୟ ଅଶ୍ୱସ୍ତି ମିଳିଛି। ଲଗାତାର ହ୍ରାସ ପାଇ ଚାଲିଛି ଖାଇବା ତେଲର ଦାମ୍। ସରକାରଙ୍କ ନିରନ୍ତର ପ୍ରାୟସ ଏବଂ ବିଦେଶରୁ ଆମଦାନୀ…
Read More...

ପୁଣି ଦନ୍ତା ହାତୀ ମୃତ

ନୀଳଗିରି: ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ବନବିଭାଗ ଜଗିରହିଛି। ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜର ବାରାଗଡିଆ…
Read More...

ଲୁଟୁଥିଲେ ଏଟିଏମ, ବାଜିଲା ସାଇରନ, ଆଉ ତାପରେ…..

ମାଲାକାନାଗିରି : ଦିନକୁ ଦିନ ଲୁଟେରାମାନଙ୍କ ଉପôାତ ବଢିବାରେ ଲାଗିଛି । ସୁନା ଗହଣାଠୁ ଆରମ୍ଭ କରି ଗାଡି, ମୋବାଇଲ୍ ଫୋନ୍, ଏଟିଏମ୍ରୁ ଟଙ୍କା ଲୁଟିବା ସତେ ଯେପରି ତାଙ୍କ ନିତିଦିନିଆ କାମ ହୋଇଗଲାଣି । କିନ୍ତୁ ଗତକାଲି…
Read More...

ଭୋଟ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀର ସଂସଦ ଭବନରୁ ଆରମ୍ଭ କରି ରାଜ୍ୟ ବିଧାନସଭା ପର୍ୟ୍ୟନ୍ତ ସବୁଠି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।…
Read More...

ଚୁଡ଼ା-ମୁଢି ଉପରେ ଜିଏସଟି ହଟାଇବାକୁ ଦାବି କଲା କଂଗ୍ରେସ

ଭୁବନେଶ୍ଵର : ବିଧାନସଭାରେ ଶୂନ୍ୟକାଳରେ ଉଠିଲା ଚୁଡ଼ା-ମୁଢି ଉପରେ ଜିଏସଟି ଲାଗିବା ପ୍ରସଙ୍ଗ। ସକାଳ ହେଉକି ସଞ୍ଜ ଚୁଡ଼ା-ମୁଢି ଉପରେ ରାଜ୍ୟବାସୀ ନିର୍ଭର କରନ୍ତି। ତେଣୁ ଏହାକୁ ଗୁରୁତ୍ଵର ସହ ନେଇ ତୁରନ୍ତ ଜିଏସଟି…
Read More...

NDA ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

ଭୁବନେଶ୍ୱର: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିସାରିଛି । ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପାର୍ଥୀ ଘୋଷଣା କରାଯାଇଛି । ତେବେ ଧନଖଡ଼ଙ୍କୁ…
Read More...

କଟକ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ଅଗଷ୍ଟ ୮ ତାରିଖରେ ଦୁଇ ଦିନିଆ ଗସ୍ତରେ କଟକ ଆସିବେ । ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ…
Read More...

ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଶୈବ ପୀଠରେ ଚଳଚଞ୍ଚଳ

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭକ୍ତ ଆଉ ଭଗବାନଙ୍କର ହେବ ଏଥରକ ପୁଣିଥର ମହା ମିଳନ । ଏଥିପାଇଁ କାଉଡିଆ ମାନେ ପାଣି ଲାଗି ପାଇଁ ଜଳାଶୟରୁ…
Read More...