Browsing Category
ଓଡ଼ିଶା
ବାର୍ଡ ଫ୍ଲୁ ସ୍ଥିତି ଯାଞ୍ଚ: ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ
ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତି ଯାଞ୍ଚ କରିବାକୁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ବାର୍ଡ଼ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲି ଟିମ ତଦାରଖ କରିବ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବା…
Read More...
Read More...
ସୁଭଦ୍ରା ପାଇଁ ଆଜିଠୁ ଆବେଦନ, ଏହି ଡକ୍ୟୁମେଣ୍ଟ ନ ଥିଲେ ମିଳିବନି ଟଙ୍କା…
ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ…
Read More...
Read More...
ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆଧାନ
ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ନୂଆଁ ଖାଇଥାଆନ୍ତି ପଶ୍ଚିମ ଓଡ଼ିଶାବାସୀ । ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ପହଞ୍ଚିବ…
Read More...
Read More...
ଖଣି ଉପନିର୍ଦ୍ଦେଶକଙ୍କୁ ଗିରଫ କଲା ଭିଜିଲାନ୍ସ
ଭିଜିଲାନ୍ସ ଦ୍ୱାର ଗିରଫ ହୋଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ଧରଣୀଧରଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢାଉ…
Read More...
Read More...
ବାର୍ଡ ଫ୍ଲୁ : ଓଡ଼ିଶା ଆସିବେ କେନ୍ଦ୍ରୀୟ ଦଳ
ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ ଏହି ରୋଗର ନିୟନ୍ତ୍ରଣ ଓ ନିରାକରଣ…
Read More...
Read More...
ସୁଧୁରୁ ନାହାନ୍ତି ଆତଙ୍କବାଦୀ, ଜମ୍ମୁକଶ୍ମୀରର ସଞ୍ଜୱାନ ଆର୍ମି ବେସ ଉପରେ ଆତଙ୍କୀ ହମ୍ଲା
ସୁଧୁରୁ ନାହାନ୍ତି ଆତଙ୍କବାଦୀ। ଜମ୍ମୁକଶ୍ମୀରର ସଞ୍ଜୱାନ ଆର୍ମି ବେସ ଉପରେ ଆତଙ୍କୀ ହମ୍ଲା ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି।
ସୋମବାର ଜମ୍ମୁ-କଶ୍ମୀରର ଜମ୍ମୁ ଦାରବାର ନିକଟରେ ଥିବା…
Read More...
Read More...
କେନ୍ଦୁଝରରେ ଡେଙ୍ଗୁ ନେଲା ଏ ବର୍ଷର ପ୍ରଥମ ଜୀବନ!
ବଡ଼ବିଲ : କେନ୍ଦୁଝର ଜିଲ୍ଲାରେ ଡେଙ୍ଗୁ ଆଜି ଏ ବର୍ଷର ପ୍ରଥମ ମୁଣ୍ଡ ନେଇଛି। ବଡ଼ବିଲ ପୌରାଞ୍ଚଳ ୪ ନମ୍ୱର ୱାର୍ଡ ଅନ୍ତର୍ଗତ ଶ୍ରୀରାମନଗର ଅଞ୍ଚଳର ବୀର୍ ବିଶ୍ୱକର୍ମା (୩୬)ଙ୍କ ରବିବାର ଡେଙ୍ଗୁରେ ମୃତ୍ୟୁ ହୋଇଛି।…
Read More...
Read More...
କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଭୟ: ଆଜିଠୁ ସାମ୍ପୁଲ ସଂଗ୍ରହ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବଢ଼ିଲା ବାର୍ଡ ଫ୍ଲୁ ସନ୍ଦେହ । ୬ ବସ୍ତା ମଲା କୁକୁଡ଼ା ଦେଖି ଛାନିଆ ନରସିଂହପୁର ଅଞ୍ଚଳବାସୀ। କେନ୍ଦ୍ରାପଡ଼ା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତର ରାସ୍ତାକଡ଼ରୁ ବସ୍ତା…
Read More...
Read More...
ନନ୍ଦନକାନନକୁ ଆସିଲେ ୨ ଜିରାଫ, ବଢ଼ିଲା ସଂଖ୍ୟା
ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ…
Read More...
Read More...
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ରୁ ପ୍ରବଳ ବର୍ଷା
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି…
Read More...
Read More...