Browsing Category

ଓଡ଼ିଶା

ବ୍ରହ୍ମପୁରରେ କେଜିଏଫ-3

ବ୍ରହ୍ମପୁର : ବ୍ରହ୍ମପୁରରେ କେଜିଏଫ-3। ଗଞ୍ଜେଇ ଖୋଜୁଖୋଜୁ ମିଳିଲା ପୁଳା ପୁଳା ଟଙ୍କା ଓ ସୁନା ବିସ୍କୁଟ୍ ।  ଗଞ୍ଜେଇ ଥିବା ସନ୍ଦେହରେ ବ୍ରହ୍ମପୁରରେ ଏକ ଗାଡ଼ି ଯାଞ୍ଚ ବେଳେ ସେଥିରୁ ମିଳିଲା ୧ କୋଟି ୨୨ ଲକ୍ଷର କ୍ୟାସ୍…
Read More...

୧ କିଲୋମିଟର ତ୍ରିରଙ୍ଗା ଧରି ଶୋଭାଯାତ୍ରା

ବରଗଡ଼ : ଆଜି ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ । ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦୀକା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ବରଗଡ଼ ବିକାଶ ଗ୍ରୁପ ନିଆରା ଢଙ୍ଗରେ ମଙ୍ଗଳବାର ଏହି…
Read More...

“ହେଲୋ ଫ୍‌ରେଣ୍ଡସ୍‌?….” ଅଭିନେତ୍ରୀ ଏଲିନାଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର: ଅଭିନେତ୍ରୀ ତଥା ବିଜେଡ଼ି ମୁଖପାତ୍ର ଏଲିନା ଦାଶଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହୋଇଛି । ଏନେଇ ସେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଦ୍ୱାରସ୍ଥ ହୋଇଛନ୍ତି । ଏଲିନା ଅଭିଯୋଗ କରିଛନ୍ତି, ତାଙ୍କ…
Read More...

ଗ୍ରାମବାସୀଙ୍କୁ ଔଷଧ ଫୋପାଡ଼ିଲେ ଡାକ୍ତରୀଟିମ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଉଛୁଳା ନାଳ ଯୋଗୁ ରୋଗୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିଲେ ମେଡିକାଲ ଟିମ୍‌। ଗତ ରବିବାରଠୁ ନାଳ ଅପରପାର୍ଶ୍ୱରେ…
Read More...

କାମୁଡିଥିଲା ସାପ, ଅନ୍ଧବିଶ୍ୱାସ ନେଲା ଦୁଇ ଜୀବନ

ବଣାଇ : ସମାଜକୁ ସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଆଶା ଆଜି ଦୁଇ ଜଣଙ୍କ ଜୀବନ ଦୀପକୁ ଲିଭାଇଦେଇଛି । ଏହି ପରି…
Read More...

ସ୍ୱତନ୍ତ୍ର ଓଜେଇ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ୱର : ବି.ଟେକ୍, ଏଲଇ-ଟେକ୍ (ଡିପ୍ଲୋମା), ଏଲଇ-ଟେକ୍ (ବି.ଏସସି), ଏମବିଏ, ଏମସିଏ, ବି.ଫାର୍ମା, ଏମ୍ ଫାର୍ମା ପରି ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ…
Read More...

ଭାଷଣରେ ଓଡିଶା ବିଷୟରେ ଏମିତି କହିଲେ ଅମିତ ଶାହ

ଭୁବନେଶ୍ୱର : କଟକ ଇନଡୋର ଷ୍ଟାଡିୟମରେ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ହୋଇଥିବା ସଭାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ‘ଜୟ ଜଗନ୍ନାଥ’ କହି ସେ ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି । ସେ…
Read More...

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ଝିଅଙ୍କ ବାଜିମାତ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି । ଏବର୍ଷ କଳାରେ ୨ଲକ୍ଷ…
Read More...

ବିନା ଭୟରେ ଗଣମାଧ୍ୟମ ତାହାର କାର୍ଯ୍ୟ କରିବା ଉଚିତ୍,କହିଲେ ନବୀନ

କଟକ: ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସଂପାଦନ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି। ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକଥା କହିଛନ୍ତି…
Read More...

ହାପି ମେମୋରିଆଲ ଟ୍ରଷ୍ଟ ଓ ଡିଏଚଏଚ(DHH)ଯାଜପୁର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ଧର୍ମଶାଳା (ସୁଜିତ କୁମାର ରାଉତ) : ରକ୍ତ ଦାନ କାର୍ଯ୍ୟ ଏକ ମହତ କାର୍ଯ୍ୟ । ଧର୍ମଶାଳା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗ୍ରାମର ଦର୍ଶନ ଉଚ୍ଚବିଦ୍ୟାଳୟ ପରିସରରେ ହାପି ମେମୋରିଆଲ ଟ୍ରଷ୍ଟ ଓ ଡିଏଚଏଚ(DHH)ଯାଜପୁର ମିଳିତ…
Read More...