Browsing Category

ଦେଶ – ବିଦେଶ

ବ୍ରୋଞ୍ଜ ଜିତିବା ପରେ ସଫଳତା ପଛର କାରଣ କହିଲେ ମନୁ: ଗୀତା ପଢି ଇଭେଣ୍ଟକୁ ଯାଇଥିଲେ ମନୁ ଭାକର

କ୍ରୀଡ଼ା ମହାକୁମ୍ଭରେ ପଦକ ଜିତିବା, ସବୁ କ୍ରୀଡ଼ାବିତଙ୍କ ସ୍ୱପ୍ନ। ଆଉ ଯିଏ ସେହି ସଫଳତା ପାଇଛି, ସେ ଭଲଭାବେ ଜାଣିଛି ଯେ ପଦକ ଜିତିବାର ମହତ୍ତ୍ୱ କେତେ। କିଛି ଏଭଳି ଘଟିଛି ହରିୟାଣା ଶୁଟର ମନୁ ଭାକରଙ୍କ ପକ୍ଷେ।…
Read More...

ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦିଲ୍ଲୀରେ ବସିଛି ବଡ ବୈଠକ । ନୀତି ଆୟୋଗ ବୈଠକ ସରିବା ପରେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କରିଛନ୍ତି ଆଲୋଚନା- ସୂଚନା ଅନୁସାରେ ଲୋକସଭା ନିର୍ବାଚନ ଫଳାଫଳ ଓ…
Read More...

ଅଗଷ୍ଟ ୨୩ରେ ୟୁକ୍ରେନ ରାଜଧାନୀ କିଭରେ ପହଁଚିବେ ମୋଦୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗ୍ରସ୍ତ କରିପାରନ୍ତି । ଅଗଷ୍ଟ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିବାର ସମ୍ଭାବନା ରହିଛି । ଏହି ଅବସରରେ ସେ ଋଷ ରାଷ୍ଟ୍ରପତି ଭୋଲୋଦିମିର…
Read More...

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର, ଜଣାପଡିଲା ବଡ଼ କାରଣ  

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେଇନାହାଁନ୍ତି। ଏହି ବୈଠକରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା…
Read More...

Paris Olympics 2024: ଫାଇନାଲରେ ସୁଟର ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ କ୍ୱାଲିଫାଇଂ ରାଉଣ୍ଡରେ ୫୮୦ ପଏଣ୍ଟ ସହ ତୃତୀୟ…
Read More...

ମମତାଙ୍କ ଅଭିଯୋଗ ଉପରେ ନୀତି ଆୟୋଗଙ୍କ ବଡ଼ ବୟାନ, ସିଇଓ କହିଲେ…

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ବସିଥିବା ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ କହିବାକୁ ଅନୁମତି ଦିଆଯାଇ ନାହିଁ ଏବଂ ମାଇକ୍‌ ବନ୍ଦ ହୋଇଯାଇଥିଲା।…
Read More...

ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ବଢିଲା ଚର୍ଚ୍ଚ । ଅବହେଳିତ ଦର୍ଶାଇ ଉତ୍ତରବଙ୍ଗକୁ ଅଲଗା କରିବାକୁ…

ଆଗାମୀ ଦିନରେ ଦୁଇ ଭାଗ ହୋଇଯିବ କି ପଶ୍ଚିମବଙ୍ଗ ? ରାଜ୍ୟରୁ ଅଲଗା ହୋଇ ଉତ୍ତରବଙ୍ଗ ହେବ କି ସ୍ବତନ୍ତ୍ର ରାଜ୍ୟ? ୯ଜିଲ୍ଲାକୁ ନେଇ ଗଠନ ହେବ କି ନୂଆ ରାଜ୍ୟ? ମମତା ବାର୍ନାଜୀଙ୍କ ଗଡ ପଶ୍ଚିମବଙ୍ଗକୁ ନେଇ ଏବେ ଏଭଳି…
Read More...

ଅଗଷ୍ଟ ଶେଷ ସୁଦ୍ଧା ବିଜେପି ବାଛିବ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ବିଜେପି ଶିବିରରୁ ଆସିଲା ବଡ ଖବର । ଅଗଷ୍ଟ ଶେଷ ସୁଦ୍ଧା ଦଳକୁ ମିଳିପାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଗଷ୍ଟ ମାସରେ ଜେପି ନଡ୍ଡାଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନୂଆ ଚେହେରାଙ୍କ ଉପରେ ଦଳ ମୋହର ମାରିପାରେ…
Read More...

ଇଣ୍ଡିଆ ମେଣ୍ଟରେ ଫାଟ! ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗଦେବେ। ସେ ମଧ୍ୟ ଏହି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯାଇଛନ୍ତି। ତାଙ୍କ ସହ ଦିଲ୍ଲୀର ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ…
Read More...

ଏନ୍‌ଇଇଟି-ୟୁଜି ଉପରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ୟର ବିଜୟ: ଧର୍ମେନ୍ଦ୍ର

ଏନ୍‌ଇଇଟି୍‌-ୟୁଜି ପୁନଃ ପରୀକ୍ଷା ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ଏହି ପ୍ରସଙ୍ଗରେ ମଙ୍ଗଳବାର ଏକ…
Read More...