ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଦିଲ୍ଲୀରେ ବସିଛି ବଡ ବୈଠକ । ନୀତି ଆୟୋଗ ବୈଠକ ସରିବା ପରେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କରିଛନ୍ତି ଆଲୋଚନା- ସୂଚନା ଅନୁସାରେ ଲୋକସଭା ନିର୍ବାଚନ ଫଳାଫଳ ଓ ଆଗାମୀ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନାକୁ ନେଇ ଚର୍ଚ୍ଚା କରାଯାଇଛି ।ସେପ.ଟେ ଉତରପ୍ରଦେଶ ବିଜେପିରେ କିଛି ଠିକଠାକ ଚାଲିନଥିବାବେଳେ ଏନେଇ ମଧ୍ୟ ହାଇକମାଣ୍ଡ ଆଲୋଚନା କରିଥିବା ଜଣାପଡିଛି ।
Comments are closed.