ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ହଟ୍ଟଗୋଳ: ପୋଡିୟମ୍ ଉପରକୁ ଚଢ଼ି ବାଚସ୍ପତିଙ୍କ ମାଇକ ଟାଣିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି
ବାଚସ୍ପତିଙ୍କ ମାଇକ ଟାଣିଲେ ତାରା ବାହିନୀପତି । ସୁରକ୍ଷାବାହିନୀ ଓ ତାରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢିବାକୁ କଲେ ଉଦ୍ୟମ ।
ଗୃହ ମଧ୍ୟରେ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦାବି କରିଛନ୍ତି । ୩୦ ମିନିଟ ଯାଏଁ ମୁଲତବୀ ହେଲା ଗୃହ ।
Comments are closed.