Browsing Category

ଦେଶ – ବିଦେଶ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥରୁ ଏୟାରଲିଫ୍ଟ ହେଲେ ୫୧ ଜଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ହୋଇଥିବା ପ୍ରବଳ ବର୍ଷା ଏବଂ ବିପର୍ଯ୍ୟୟ ପରିସ୍ଥିତି ଉପରେ ନଜରରେ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସମଗ୍ର ପରିସ୍ଥିତି ସମ୍ପର୍କରେ ସୂଚନା…
Read More...

ଚାଇନାକୁ କଡା ବାର୍ତ୍ତା ଦେଲେ ମୋଦି

ଭାରତ ଏବଂ ଭିଏତନାମ ଗୁରୁବାର ସେମାନଙ୍କର ରଣନୀତିକ ସମ୍ପର୍କ ବିସ୍ତାର କରିବାକୁ ଏକ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିୟମ ଆଧାରିତ ଇଣ୍ଡୋ-ପାସିଫିକ ପାଇଁ ମିଳିତ ଭାବେ…
Read More...

ସାରା ବିଶ୍ୱରେ ଭୟର ବାତାବରଣ; ବଢୁଛି ଯୁଦ୍ଧ ଆଶଙ୍କା: ଜାଣନ୍ତୁ କାହିଁକି

ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା, ଯାହା ବର୍ତ୍ତମାନ ଉଭୟ ଦେଶ ପାଇଁ ଏକ ନିର୍ଣ୍ଣାୟକ କ୍ଷଣ ହୋଇପାରେ। ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ…
Read More...

ଅଧୀର ରଞ୍ଜନଙ୍କୁ ଖୋଲା ଅଫର୍‌ ଦେଲେ ଅଠୱାଲେ: କଂଗ୍ରେସ ଛାଡି…

ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ସଭାପତି ରାମଦାସ ଅଠୱାଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କଂଗ୍ରେସ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ରାମଦାସ ଅଠୱାଲେ ମଧ୍ୟ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏକ ଖୋଲା…
Read More...

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ, ୫ଜଣଙ୍କ ମୃତ୍ୟୁ

ବୁଡିଲା ରାଜଧାନୀ। ବାଦଲାଫଟା ବର୍ଷା ଯୋଗୁ ବେହାଲ ଦିଲ୍ଲୀ। ରାସ୍ତାରେ ଚାଲିଲା ପାଣି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ…
Read More...

ଜୀବନ ବୀମା ଏବଂ ମେଡିକାଲ ବୀମା ଉପରୁ ଜିଏସ୍‌ଟି ହଟୁ: ଅର୍ଥମନ୍ତ୍ରୀଙ୍କୁ ‌ଗଡକରୀଙ୍କ ଚିଠି

ନୂଆଦିଲ୍ଲୀ: ବିଜେପି ନେତା ତଥା କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏକ ଚିଠି ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି। ଜୀବନ ବୀମା ଏବଂ ମେଡିକାଲ ବୀମା…
Read More...

କେରଳ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜଙ୍କ ମଧ୍ୟରୁ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସ୍ବର୍ଗତ ଚିନାରାଙ୍କ…
Read More...

ଯାହାଙ୍କୁ ନିଜର ଜାତି ଜଣାନାହିଁ… ରାହୁଲଙ୍କ ଜାତି ସମ୍ପର୍କରେ ସଂସଦରେ ପ୍ରଶ୍ନ ଉଠାଇଲେ ଅନୁରାଗ ଠାକୁର, ଆଉ ତା’ ପରେ

ସଂସଦରେ ବଜେଟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ-ସରକାର। ଲୋକ ସଭାରେ ହୋ ହଲ୍ଲା ସମୟରେ ଭାରତୀୟ ଜନତା ପାର୍ଟି ଏମପି ଅନୁରାଗ ଠାକୁର ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଜାତି କ’ଣ ବୋଲି…
Read More...

୪୫ ଲୋକଙ୍କ ମୃତ୍ୟୁକୁ ନେଇ ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

କେରଳର ୱାୟନାଡ଼ରେ ହୋଇଥିବା ଭୁସ୍ଖଳନରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ମିିଳିଥିବା ସୂଚନା ଅନୁସାରେ ପ୍ରକୃତିର ଏହି ତାଣ୍ଡବରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୦୦ ରୁ ଅଧିକ…
Read More...

ଇତିହାସ ରଚିରେ ମନୁ, ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଥିବା ପ୍ରଥମ ଭାରତୀୟ ଆଥଲେଟ

ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥର ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ…
Read More...