Browsing Category

ଦେଶ – ବିଦେଶ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶବ୍ୟାପୀ ପ୍ରତିବାଦ, କାମ ଛାଡି ଧାରଣାରେ ବସିଛନ୍ତି ଶହଶହ ଡାକ୍ତର

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶସାରା ଡାକ୍ତରଙ୍କ ପ୍ରତିବାଦ। ଘରୋଇ, ଆବାସିକ ହସ୍ପିଟାଲର ଶହଶହ ଡାକ୍ତର କାମ ଛାଡି ଧାରଣାରେ ବସିଛନ୍ତି । ଗତ ସପ୍ତାହରେ ମହିଳା ଟ୍ରେନି ଡାକ୍ତରଙ୍କୁ…
Read More...

ମଧ୍ୟପ୍ରାଚ୍ୟ ଯୁଦ୍ଧ ନିକଟତର! ଆମେରିକା ପଠାଇଲା ଅତିରିକ୍ତ ସେନା, ବୁଡ଼ାଜାହାଜ

ହିଜବୁଲ୍ଲା ଓ ଇରାନ୍‌ ଠାରୁ ଇସ୍ରାଏଲ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିକଟତର ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ପୂର୍ବତନ ଜେନେରାଲ୍‌ ମତ ଦେଇଛନ୍ତି।…
Read More...

ଇଞ୍ଜୁରୀକୁ ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ

ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ବଦେଶ ନ ଫେରି ଜର୍ମାନୀ ଗସ୍ତ କରିଛନ୍ତି। ସେଠାରେ ସେ ତାଙ୍କର ଅସ୍ତ୍ରୋପଚାର ସମ୍ଭାବନାକୁ ନେଇ ଡାକ୍ତରୀ ପରାମର୍ଶ ନେବେ।…
Read More...

ଦୃଷ୍ଟିହୀନଙ୍କ ପାଇଁ ସ୍ବତନ୍ତ୍ର ଏଟିଏମ କାର୍ଡ ଆଣିଲା ପିଏନବି

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୃଷ୍ଟିହୀନ ଗ୍ରାହକଙ୍କ ପାଇଁ ସୋମବାର ଏକ ଡେବିଟ୍ କାର୍ଡ ପିଏନବି ଇଣ୍ଟ-ଦୃଷ୍ଟି ବ୍ରେଲ୍ ଡେବିଟ୍ କାର୍ଡ ଲଞ୍ଚ କରିଛି। ଏହି କାର୍ଡର ଭିନ୍ନ ଗଠନ ଓ ରଙ୍ଗ ଯୋଗୁଁ ଏହା ସହଜରେ…
Read More...

ଡାକ୍ତର ବଳାତ୍କାର ମାମଲାକୁ ନେଇ ଆକ୍ସନରେ ମମତା, ଭେଟିଲେ ପୀଡ଼ିତାଙ୍କ ପରିବାରକୁ

ପଶ୍ଚିମବଙ୍ଗରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ଏବେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥି ସହିତ,…
Read More...

କେଜ୍‌ରିଓ୍ବାଲଙ୍କ ସ୍ଥାନରେ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଆତିଶୀ

ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।…
Read More...

ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା

ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ବୋଏପାସ୍ ATR-72 ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ…
Read More...

ଆଜି ବିଶ୍ବ ସିଂହ ଦିବସ

ଅଗଷ୍ଟ ୧୦ ତାରିଖକୁ ବିଶ୍ବ ସିଂହ ଦିବସ ରୂପେ ପାଳନ କରା ଯାଉଛି। ଏ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋପ ପାଇବାକୁ ବସିଥିବା ସିଂହମାନଙ୍କ ବଂଶକୁ ସୁରକ୍ଷା ଓ ସଂରକ୍ଷଣ କରି ସେମାନଙ୍କ ବଂଶ ବୃଦ୍ଧି କରାଇବା ଲାଗି ବ୍ୟାପକ…
Read More...

ଭାରତ ହାତରେ ପଞ୍ଚମ କାଂସ୍ୟ: କୁସ୍ତିରେ ଅମନଙ୍କୁ ପ୍ରଥମ ପଦକ

ପ୍ୟାରିସ୍‌: ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭାରତକୁ ଶୁକ୍ରବାର ଷଷ୍ଠ ପଦକ ଆସିଯାଇଛି ପଞ୍ଚମ କାଂସ୍ୟ ରୂପରେ। ୫୭ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତିରେ ୨୧ ବର୍ଷୀୟ ଅମନ ସେରାୱତ ଭାରତକୁ ଚଳିତ ସଂସ୍କରଣରେ ପ୍ରଥମ…
Read More...

ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ଆଜି କେରଳ ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶମାର୍ଗରୁ ନୀରିକ୍ଷଣ କରିବା ସହ ଭୁସ୍ଖଳନ ଦ୍ବାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।…
Read More...