Browsing Category

ଦେଶ – ବିଦେଶ

ଘୂର୍ଣ୍ଣିବଳୟ ସାଙ୍ଗକୁ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ପ୍ରବଳ…

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା। ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ…
Read More...

ବାଂଲାଦେଶ ଫେରିବେ ଶେଖ୍ ହସିନା

ବ୍ୟାପକ ହିଂସା ପରେ ବାଂଲାଦେଶ ଛାଡ଼ି ପଳାଇ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶକୁ ଫେରିବେ। ବର୍ତ୍ତମାନର ଅନ୍ତରୀଣ ସରକାର ଯେବେ ନିର୍ବାଚନ ପାଇଁ ନିଷ୍ପତ୍ତି ନେବେ, ସେତେବେଳେ ଶେଖ୍ ହସିନା ଦେଶକୁ…
Read More...

ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ଗଠନ ହେଲା କମିଟି

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି। ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ…
Read More...

ଏକାଠି ଚା’ ପିଇଲେ ମୋଦି-ରାହୁଲ, ହାତ ବି ମିଳାଇଲେ, ମୋଦି ହସିହସି କହିଲେ…

ଆଜି ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା’ ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସଂସଦ ଅଧିବେଶନ ସ୍ଥଗିତ ହେବା ପରେ ଶୁକ୍ରବାର ଦିନ ଏକ ଅନୌପଚାରିକ ଚା ବୈଠକରେ ଦୁହେଁ ଏକାଠି ନଜର…
Read More...

ଜେଲରୁ ବାହାରିଲେ ସିସୋଡିଆ, ସିଧା ଯିବେ କେଜରିଓ୍ବାଲଙ୍କ ଘରକୁ

ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତିହାର ଜେଲରୁ ମୁକ୍ତ କରାଯାଇଛି। ଶୁକ୍ରବାର (ଅଗଷ୍ଟ ୯) ସୁପ୍ରିମକୋର୍ଟ ସିସୋଡିଆଙ୍କୁ ଦୁର୍ନୀତି ଏବଂ…
Read More...

କେରଳ ଯିବେ ମୋଦି, ଓ୍ବାୟନାଡ଼ ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୦ରେ କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ଦୈବି ଦୁର୍ବିପାକରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏହି ବିନାଶର ପ୍ରଧାନମନ୍ତ୍ରୀ ଏକ…
Read More...

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ଘୋଷଣା

ଘୋଷଣା ହେଲା ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ବିଜେତାଙ୍କ ନାଁ। ୩୩ ଜଣିଆ ତାଲିକାରେ ବାଇଓଲୋଜିକାଲ ସାଇନ୍ସ ପାଇଁ ବିଜ୍ଞାନ ରତ୍ନ ପାଇବେ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନ୍। ସେହିପରି ୧୩ ଜଣଙ୍କୁ ମିଳିବ ବିଜ୍ଞାନ…
Read More...

ଆଜି ବାଂଲାଦେଶରେ ଅନ୍ତରୀଣ ସରକାରର ଶପଥ ଗ୍ରହଣ । ପରାମର୍ଶଦାତା ପରିଷଦରେ ରହିପାରନ୍ତି ୧୫ ଜଣ ସଦସ୍ୟ

ଆଜି ବାଂଲାଦେଶରେ ଅନ୍ତରୀଣ ସରକାରର ଶପଥ ଗ୍ରହଣ । ମହମ୍ମଦ ୟୁନୁସ ସରକାରଙ୍କ ମୁଖ୍ୟ ଭାବେ ଶପଥ ନେବେ । ତେବେ ସରକାରର ପରାମର୍ଶଦାତା ପରିଷଦରେ ରହିପାରନ୍ତି ୧୫ ଜଣ ସଦସ୍ୟ । ଏନେଇ ଘୋଷଣା କରିଛନ୍ତି ସେନା ମୁଖ୍ୟ…
Read More...

ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଜଣେ ଓଡ଼ିଆ, ଜାଣନ୍ତୁ ସେ କିଏ…

ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଶ୍ମୀ ରଞ୍ଜନ ସ୍ବାଇଁ ହେଉଛନ୍ତି AGMUT କ୍ୟାଡରର ୧୯୯୧ ବ୍ୟାଚର ଓ ଆଇପିଏସ।…
Read More...

ଭାରତୀୟ ଅଲିମ୍ପିକ ସଂଘର ସଭାପତିଙ୍କ ସହ କଥାହେଲେ ମୋଦି, ହୋଇପାରେ…

ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବାର ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଛି। ଯାହାପରେ ଭାଙ୍ଗି ପଡିଛନ୍ତି ଭିନେଶ। ଅତ୍ୟଧିକ…
Read More...