Browsing Category

ଦେଶ – ବିଦେଶ

ବାଂଲାଦେଶ ହିଂସା ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା ଭାରତ

ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତ ହାଇ କମିଶନ ଏବଂ କନସୁଲେଟରେ ପୋଷ୍ଟ ହୋଇଥିବା ଅନାବଶ୍ୟକ କର୍ମଚାରୀଙ୍କୁ ଫେରାବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସରକାର ମଧ୍ୟ ଏକ ପରାମର୍ଶଦାତା ଜାରି…
Read More...

ରାଷ୍ଟ୍ରପତି ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ‘କମ୍ପାନିଅନ୍‌ ଅଫ୍‌ ଦି ଅର୍ଡର ଅଫ୍‌ ଫିଜି’ରେ ସମ୍ମାନିତ ହୋଇଛନ୍ତି। ଫିଜି ରାଷ୍ଟ୍ରପତି ରାତୁ ୟୁଲିୟମ ମେବ୍‌ଲିଲି କଟୋନିବେରେ ମଙ୍ଗଳବାର ଭାରତର…
Read More...

ଭିଜିଲାନ୍ସ ଜାଲରେ ବିଡିଓ, ଚାଲିଛି ୮ ସ୍ଥାନରେ ଚଢାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ…
Read More...

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ। ସିଜେଆଇ ଜିଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ଜୀବନରେ ମାରିଦେବାକୁ ମିଳିଛି ହତ୍ୟା ଧମକ। ସୁପ୍ରିମକୋର୍ଟଙ୍କ କୋଟା ଭିତରେ କୋଟା ନିଷ୍ପତ୍ତିରେ ଅସନ୍ତୋଷ ହୋଇ ଜଣେ…
Read More...

ଦେଶ ଛାଡିବା ପରେ ଲଣ୍ଡନ ପଳାଇବେ ଶେଖ୍ ହସୀନା ; ବାଂଲାଦେଶରେ ସେନା ଗଢିବ ଅନ୍ତରୀଣ ସରକାର,

ବାଂଲାଦେଶରେ ଜାରି ରହିଛି ରାଜନୈତିକ ଅସ୍ଥିରତା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବା ପରେ ଭାରତରେ ଆସି ପହଞ୍ଚିଛନ୍ତି । ଏଠାରୁ ସେ ଲଣ୍ଡନ ପଳାଇବା ନେଇ ଚଚ୍ଚୟା ହେଉଛି । ଏବେ ସେନା ହାତରେ ରହିଛି…
Read More...

ଆଜି ଅଲମ୍ପିକ୍ସ ମୈଦାନକୁ ଓହ୍ଲାଇବେ ନୀରଜ ଚୋପ୍ରା, ଭାରତକୁ ମିଳିପାରେ ପଦକ

ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଭାରତ ପାଇଁ ବଡ଼ ଦିନ । କାରଣ ଆଜି ହକି ଟିମ୍‌ ଅଲମ୍ପିକ୍ସରେ ଜର୍ମାନୀ ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିବ । ଏଥିରେ ଜିତିବା ଅର୍ଥ ଭାରତର ଗୋଟିଏ ପଦକ ପକ୍କା । ଅନ୍ୟପଟେ…
Read More...

ଖରାପ କ୍ୱାଲିଟିର ହେଲମେଟ୍‌ ବିକୁଥିଲେ ସାବଧାନ, ସରକାର ନେବେ କଡ଼ା କାର୍ଯ୍ୟାନୁଷ୍ଠାନ

ହେଲମେଟ୍‌ ନ ପିନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ଗଳାଇବା ଦ୍ୱାରା ବିଭିନ୍ନ ସଡକ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଗାଡି ଚଳାଇବାବେଳେ ହେଲମେଟ ପିନ୍ଧିବା ଏବଂ ସିଟ୍‌ ବେଲ୍ଟ…
Read More...

ବାଂଲାଦେଶ ହିଂସା: ୩୦୦ ଜଣଙ୍କ ଜୀବନ ଗଲାଣି, ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହେଲା କର୍ଫ୍ୟୁ

ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଶେଷ ହେବା ଏବଂ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ଦାବିରେ ଶାସକ ଦଳର ସମର୍ଥକ ଏବଂ ସମର୍ଥକଙ୍କ ମଧ୍ୟରେ ଘଟିଥିବା ହିଂସା ଘଟଣାରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ସମେତ…
Read More...

ରାହୁଲଙ୍କ ଉପରେ ବର୍ଷିଲେ ବ୍ରିଜଭୂଷଣ ଶରଣ ସିଂ

ରାହୁଲ ଗାନ୍ଧୀଙ୍କ ‘ଚକ୍ରବ୍ୟୁହ’ ବୟାନରେ ରାଜନୀତି ଥମିବାର ନାଁ ନେଉନାହିଁ। ଏହାରି ଭିତରେ ଭାଜପା ନେତା ତଥା ପୂର୍ବତନ ଏମପି ବ୍ରିଜଭୂଷଣ ଶରଣ ସିଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ…
Read More...

ଇସ୍ରାଏଲ ଉପରେ ରକେଟ୍‌ ବର୍ଷା: ଇରାନକୁ ନିୟନ୍ତ୍ରଣରେ ରହିବାକୁ ବାଇଡେନ୍‌ଙ୍କ ତାଗିଦ

ତେଲ୍‌ ଆଭିଭ୍‌: ଇରାନ ସମର୍ଥିତ ସାମରିକ ସଂଗଠନ ହିଜବୁଲ୍ଲା ଲେବାନନରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଆଜି ଭୋର୍‌ ସମୟରେ ପ୍ରବଳ ରକେଟ୍ ମାଡ଼ କରିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଭିତରେ ହିଜବୁଲ୍ଲାର ଏଭଳି ଆକ୍ରମଣ…
Read More...