Browsing Category

ପାଣିପାଗ

ପାଗରେ ପରିବର୍ତ୍ତନ ଦେଇଛି ଆଶ୍ବସ୍ତି

ଭୁବନେଶ୍ବର : ଗତକାଲି ଶନିବାର ଭୁବନେଶ୍ବର ଓ କଟକର ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୩୫.୭ଡିଗ୍ରି ଓ ୩୫.୬ଡିଗ୍ରି ରେକର୍ଡ ହୋଇଥିଲା। ତେବେ ଆଜି ରାଜଧାନୀ ଓ ଏହାର ସଂଲଗ୍ନ ଅଞ୍ଚଳ ଗୁଡ଼ିକର ସର୍ବୋଚ୍ଚ ତାପମାତ୍ରା ୩୮…
Read More...

ରାଜ୍ୟରେ ମୌସୁମୀ ବର୍ଷା ବିଳମ୍ବ ହେବ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ବିଳମ୍ବ ହେବ। ମୌସୁମୀ କେରଳ ଛୁଇଥିଲେ ବି ଏହା ପ୍ରଭାବୀ ହୋଇ ଅଗ୍ରସର ହେଉନି । ଜୁନ ୧୦ ପୂର୍ବରୁ ଓଡ଼ିଶାରେ ମୌସୁମୀ ବର୍ଷା ହେବ ନାହିଁ । ଜୁନ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା…
Read More...

କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ ବାୟୁ।  ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ। ମୌସୁମୀ ବାୟୁ…
Read More...

୪୦ ଡିଗ୍ରୀ ଉପରେ ୧୨ଟି ସହରର ତାମପାତ୍ରା

ଭୁବନେଶ୍ବର: ଆହୁରି ୫ ଦିନ କଲବଲ କରିବ ତାତି। ରାଜ୍ୟରେ ଏବେ ଗରମ, ଗୁଳୁଗୁଳି ଜାରି ରହିଛି। ଗତକାଲି ୧୨ଟି ସହରର ତାମପାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ…
Read More...

ଛଟପଟ କରିବ ଗୁଳୁଗୁଳି

ଛଟପଟ କରିବ ଗୁଳୁଗୁଳି। ବଢିବ ଦିନ ତାପମାତ୍ରା। ୩ ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଦିନ ତାପମାତ୍ରା । ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତାତି ବଢ଼ିବା ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ…
Read More...

ଅସହ୍ୟ ତାତିରୁ ଆଶ୍ୱସ୍ତି

ନୂଆପଡ଼ା: ଜିଲ୍ଲା ସିନାପାଲି ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଛି। ଯାହା ଫଳରେ ପ୍ରଚଣ୍ଡ ତାତିରୁ ସିନାପାଲି ଅଞ୍ଚଳବାସୀ ସାମାନ୍ଯ ଆଶ୍ୱସ୍ତି ଲାଭ କରିଛନ୍ତି। ଅପରାହ୍ନ ୨ଟା ପରଠାରୁ ଆରମ୍ଭ ହୋଇଥିଲା କୁଆପଥର…
Read More...

ତାତି ମଉଳାଇଲା ବୈଶାଖୀ ଝଡ

ତାତି ମଉଳାଇଲା ବୈଶାଖୀ ଝଡ। ଦିନରେ ସିଝାଇଲା। ରାତି ଅଧରେ ଭିଜାଇଲା। ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ତ୍ରାହି । କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଟ୍ଵିନ ସିଟିରେ ବି…
Read More...

ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା | ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହୋଇଛି ।…
Read More...

ଆହୁରି ତିନି ଦିନ ଶୀତ !

ଭୁବନେଶ୍ୱର : ଆସନ୍ତା ୩ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ତଳକୁ ଖସିପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର…
Read More...

ହାଡଭଙ୍ଗା ଶୀତ ଆଉ କେତେଦିନ ହେବ ଜାଣନ୍ତୁ

ଭୁବନେଶ୍ୱର : ହାଡଭଙ୍ଗା ଶୀତରେ ଥରୁଛି ରାଜ୍ୟ | ସଞ୍ଜ ହେଲେ ସୀତକୁ ଡରି ଘରେ ପଡିଯାଉଛି ତାଟି କବାଟ । ଗାଁଠୁ ସହର ସବୁଠି ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ଜନତା । ଦିନରେ ମଧ୍ୟ ଶୀତର ପ୍ରକୋପ ସେଭଳି ହ୍ରାସ ପାଉ ନାହିଁ ।…
Read More...