Browsing Category

ଦୁର୍ଘଟଣା

ଭାରସାମ୍ୟ ହରାଇ ୨୦ ଫୁଟ ରାସ୍ତା ତଳକୁ ଖସିଲା ଯାତ୍ରୀ ବାହୀ ସ୍କର୍ପିଓ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ନିକଟସ୍ଥ ବିନ୍ଧାଣିଆ ନିକଟରେ ଭାରସାମ୍ୟ ହରାଇ ୨୦ ଫୁଟ ରାସ୍ତା ତଳକୁ ଖସିଲା ଯାତ୍ରୀ ବାହୀ ସ୍କର୍ପିଓ , ଅଳ୍ପକେ ବର୍ତିଲେ ସମସ୍ତ ଯାତ୍ରୀ | ଗାଡି ଟି…
Read More...

ଗଛରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ୍‌, ୧୦ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଖବର ଉତ୍ତର ପ୍ରଦେଶର ପିଲିଭିତ୍ ଜିଲ୍ଲାର ଗଜରୌଲା ଥାନା ଅଞ୍ଚଳରୁ ଆସିଛି । ଆଜି ସକାଳେ ଜାତୀୟ ରାଜପଥରେ ୧୭ ଜଣ ଭକ୍ତଙ୍କ ଭରପୂର ଏକ ପିକଅପ୍ ଅନିୟନ୍ତ୍ରିତ ହୋଇ ଏକ…
Read More...

ଅଟୋ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ରେଢ଼ାଖୋଲ : ଅଟୋ ପଛପଟୁକୁ ଧକ୍କା ଦେଲା ପିକ ଅପ୍ ଗାଡ଼ି। ଯାହାଫଳରେ ଦୁଇଟି ଯାକ ଗାଡ଼ି ରାସ୍ତାରୁ ୨୦ ଫୁଟ ଦୂରକୁ ଛିଟିକି ପଡିଥିଲେ। ଫଳରେ ଅଟୋରେ ବସିଥିବା ସମସ୍ତ ୧୦ ଜଣ ଯାତ୍ରୀ ଆହାତ ହୋଇଥିବାବେଳେ, ସେଥିମଧ୍ୟରୁ…
Read More...

ଜଳିଗଲା ମାଛ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ : ଘାଟିରୁ ୩୦ ଫୁଟ୍‌ ତଳକୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁଃଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ସଡ଼କ  ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…
Read More...

ହୁତୁ ହୁତୁ ହୋଇ ଜଳିଗଲା ତେଲ ବୋଝେଇ ଟ୍ରକ୍

ଭଦ୍ରକ : ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟ, ତେଲ ବୋଝେଇ ଟ୍ରକଟି…
Read More...

ଟାଟା ମ୍ୟାଜିକ ଗାଡ଼ି ଓଲଟି ୧୫ ରୁ ୨୦ ଛାତ୍ରଛାତ୍ରୀ ଆହତ

ଭୁବନେଶ୍ୱର : ବଳଙ୍ଗା ଥାନା ନିକଟରେ ଓଲଟିଲା ଟାଟା ମ୍ୟାଜିକ ଗାଡ଼ି । ଏହି ଦୁର୍ଘଟଣାରେ ପ୍ରାୟ ୧୫ ରୁ ୨୦ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିମାପଡ଼ା…
Read More...

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ବସ୍‌

ଉତ୍ତରପ୍ରଦେଶ କୁଶୀନଗର ସ୍ଥିତ ହାଟା କୋତବାଲି ଜାତୀୟ ରାଜପଥ ୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଯାତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ୨୯ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ…
Read More...

ସଡ଼କ ଦୁର୍ଘଟଣାରେ ଚାଲିଗଲା ଗର୍ଭବତୀ ମହିଳାଙ୍କ ସମେତ ପୂରା ପରିବାରର ଜୀବନ

ରାଜସ୍ଥାନ: ଭୟଙ୍କର ସଡ଼କ ଦୁର୍ଘଟଣାରେ ଉଜୁଡ଼ିଗଲା ପୂରା ପରିବାର। ଚାଲିଗଲା ୩ ଜୀବନ। ରାଜସ୍ଥାନର ଅଲବର ଜିଲ୍ଲା ବଡ଼ୋଦାମେବ ଅଞ୍ଚଳରେ କାର ଓ ବାଇକ୍‌ ମଧ୍ୟରେ ଭୀଷଣ ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ ଓ ୬ ବର୍ଷର ଝିଅର…
Read More...

ବାଲେଶ୍ଵର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଦଣ୍ଡିକା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ଵର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଦଣ୍ଡିକା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ପିକଅପ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ମୃତକ ଜଣକ ହେଲେ ସ୍ଵସ୍ତିକ ନାୟକ।ଗୁରୁତର ଚନ୍ଦନ…
Read More...

୩୦ଫୁଟ ତଳକୁ ଖସିଲା କାର୍, ମହିଳା ମୃତ, ସ୍ୱାମୀ ଓ ୨ ପୁଅ-ଝିଅ ଗୁରୁତର

କରଞ୍ଜିଆ : ଯଶିପୁର ଥାନା ଦେଇ ଯାଇଥିବା ୪୯ ନମ୍ବର ରାଜ୍ୟ ରାଜପଥର ଗହିରା ବାଙ୍କ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଏତେ ଭୟଙ୍କର ଥିଲା ଯେ ୩୦ ଫୁଟ ତଳେ ପଡ଼ିଲା ଓଡ଼ି କାର୍ । ଦୁର୍ଘଟଣାରେ ଜନୈକ…
Read More...